Daily Archives

July 14, 2019

ବିଶ୍ୱକପ ଇତିହାସରେ ପ୍ରଥମ । ମ୍ୟାଚ୍ ଟାଇ, ସୁପର ଓଭର କହିବ କିଏ ହେବ ବିଶ୍ୱବିଜେତା

କନକ ବ୍ୟୁରୋ : ବିଶ୍ୱକପ ଟ୍ରଫି ପାଇଁ ହେବ ସୁପର ଓଭର । ବିଶ୍ୱକପ ଫାଇନାଲ ଇତିହାସରେ ପ୍ରଥମ ଥର ପାଇଁ ସୁପର ଓଭରରେ ବଛାଯିବ ବିଜେତା । ଫାଇନାଲ ମ୍ୟାଚରେ ଶେଷ ବଲ ପର୍ଯ୍ୟନ୍ତ ରୋମାଞ୍ଚ ଦେଖିବାକୁ ମିଳିଥିବା ବେଳେ ଟାଇରେ ଶେଷ ହୋଇଛି ମ୍ୟାଚ୍ । ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସ୍କୋର…

ଅନ୍ୟ ପାଇଁ ଉଦାହରଣ ସାଜିଲେ ରଜତ । ହାତ ନଥିଲେ ମଧ୍ୟ ମୁହଁରେ କଲମ ଧରି ନିଟ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ, ଡାକ୍ତର…

କଠିନ ପରିଶ୍ରମ ଓ ଲକ୍ଷ ମଜବୁତ ରଖି ଦିବ୍ୟାଙ୍ଗ ରଜତ କୁମାର ଆଜି ଯେଉଁଠି ପହଞ୍ଚିଛନ୍ତି, ତାହା ନିଶ୍ଚୟ ସମସ୍ତଙ୍କୁ ଆଗକୁ ବଢ଼ିବାରେ ଅନୁପ୍ରାଣିତ କରିବ । ଦୁଇ ହାତ ନଥାଇ ମଧ୍ୟ ନିଟ୍ ଭଳି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଛନ୍ତି ରଜତ । ଆଜି ପର୍ଯ୍ୟନ୍ତ…

କେନ୍ଦ୍ର ସରକାରଙ୍କୁ ଡାକ୍ତର ଚିନ୍ତା ! ସୁରକ୍ଷା ପାଇଁ ଜାରି କଲେ ଆଡଭାଇଜରୀ । ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ ଘଟଣା ପରେ ଭାଙ୍ଗିଲା ସରକାରଙ୍କ ନିଦ । ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ ସେତେବେଳେ ଆନ୍ଦୋଳନ ତେଜିଥିଲା । ଆଉ ଆନ୍ଦୋଳନ ପରେ ଏବେ ଡାକ୍ତରଙ୍କ ସୁରକ୍ଷା କଥା ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ଆଉ ଏଥିପାଇଁ ଆଜି…

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ଆସନ୍ତାକାଲି ନିଳାଦ୍ରୀ ବିଜେ, ବଡ଼ ଠାକୁରଙ୍କ ବଡ ଲୀଳା ଦେଖିବା…

କନକ ବ୍ୟୁରୋ  : ରଥ ଉପରେ ସମ୍ପନ୍ନ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ତୁମ୍ବରେ ପଣା ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ଶ୍ରୀଜୀଉଙ୍କୁ ଲାଗି ହେଲା ପରେ ଭାଙ୍ଗି ଦିଆଯାଇଛି । ବିଶ୍ୱାସ ଅଛି ଅଶରୀରମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରପଣା ହାଣ୍ଡି ଭଙ୍ଗା…

ମଦ ବିକିଲେ ପୁରସ୍କାର! ସୋସିଆଲ ମିଡ଼ିଆରେ ମଜାକ୍ ଉଡାଇଲେ ୟୁଜର୍ସ, ଗୃହ କମିଟି କହିଲା, ସୁପାରିଶ ହୋଇଛି ନିଷ୍ପତି…

କନକ ବ୍ୟୁରୋ : ପ୍ରୋତ୍ସାହନ ଓ ପୁରସ୍କାର, ତାହା ପୁଣି ମଦ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ । ଏଭଳି କିଛି ନିଷ୍ପତି ନେଇଛି ବିଧାନସଭା ଅବକାରୀ ଗୃହ କମିଟି । ବଡ କଥା ହେଉଛି ଯେଉଁ କମିଟିି ଏହି ସୁପାରିଶ କରିଛି, ସେହି କମିଟିରେ ଅଛନ୍ତି ସବୁ ଦଳ ବିଧାୟକ । ମଦକୁ ନେଇ କାହିଁକି ଏପରି…