Daily Archives

July 12, 2019

ବାଲେଶ୍ୱର ଖଇରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଭ୍ୟାନ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା, ୫ ଜଣ ପୋଲିସ…

କନକ ବ୍ୟୁରୋ : ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ଆହତ । ସ୍ଥାନୀୟ ଖଇରା ଥାନା ଗଣ୍ଡିବେଡ ଦାନନ୍ତିଆ ଛକଠାରେ ପୋଲିସ ଭ୍ୟାନ ସହ ବୋଲେରୋ ମୁହାଁମୁହିଁ ଧକ୍କା । ଫଳରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଖଇରା ପୋଲିସ…

ପୁରୀରେ ଆହତ, ଭୁବନେଶ୍ୱରରେ ସୁସ୍ଥ । ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ, ନୂଆ ଜୀବନ ଦେଲେ ଡାକ୍ତର ।

କନକ ବ୍ୟୁରୋ: ନାଗ ପାଇଲା ନୂଆ ଜୀବନ । ପୁରୀରେ ଆହତ, ଭୁବନେଶ୍ୱରରେ ସୁସ୍ଥ । ବିଷଧର ନାଗ ସାପକୁ ନୂଆ ଜୀବନ ଦେଇଛନ୍ତି ପଶୁ ଡ଼ାକ୍ତର । ସୂଚନା ମୁତାବକ, ପୁରୀ ଡେଲାଙ୍ଗ ଠାରେ ଏକ ବିଷଧର ନାଗ ସାପ ପେଟ ମଝିରେ ଏକ ଧାରୁଆ ଲୁହା ପଶିଯାଇଥିଲା  । ଆଉ ଯନ୍ତ୍ରଣା ପାଉଥିବା ଏହି ଆହତ ନାଗ ସାପକୁ…

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଁଚିଲା ୟୁପି ପୋଲିସ୍ । ୨୪ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ହୋଇଛି…

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୪ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି ଆୟୋଜକ । ଥାନାରେ ଏତଲା ପରେ ସୋନାକ୍ଷୀଙ୍କ ମୁମ୍ବାଇସ୍ଥିତ ଘରେ ଛାପା ମାରିଛି ମୁରାଦାବାଦର ପୋଲିସ୍ । ତେବେ…

ଧୋନୀଙ୍କ ବ୍ୟାଟିଂ ଅର୍ଡର ନେଇ ବିବାଦ ମଧ୍ୟରେ ମୁହଁ ଖୋଲିଲେ ରବି ଶାସ୍ତ୍ରୀ । କହିଲେ, ଧୋନୀଙ୍କୁ ଲୋୟର ଅର୍ଡରରେ…

କନକ ବ୍ୟୁରୋ : ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠିଥିଲା । ଆଉ ଏହା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି…

ଉଠୁଛି ପଡୁଛି ପାଟକୁରା ! ବିଜେପି ନେତାଙ୍କ ବୟାନରେ ଗୋଳିଆ ହେଉଛି ପାଟକୁରା ପାଣି । ବିଜେଡି କହିଲା, ଏକପାଖିଆ ହେବ…

କନକ ବ୍ୟୁରୋ: ପାଟକୁରା ରାଜନୀତି ପାଣି ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖଉଛି, ସେତେ ପରିମାଣରେ ପାଟକୁରା ଉଠୁଛି ପଡୁଛି । ତେବେ ପଦ୍ମ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ବୟାନ ଏହି ପାଟକୁରା ରାଜନୀତିକୁ ଅଧିକ ଗୋଳିଆ କରିଦେଇଛି । କାରଣ ଅରୁଣ କହିଛନ୍ତି କି,…