Daily Archives

July 11, 2019

କ୍ରିକେଟପ୍ରେମୀଙ୍କ ମନ ଜିଣିଲେ କେରୀ । ଜୋଫ୍ରାଙ୍କ ବୋଲିଂରେ ହେଲେ ଲହୁଲୁହାଣ, ମୁହଁରେ ପଟି ବାନ୍ଧି ବ୍ୟାଟିଂ କଲେ, ଦଳ…

କନକ ବ୍ୟୁରୋ : ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରଥମରୁ ବଡ ଝଟକା ଲାଗିଥିଲା । ମାତ୍ର ୧୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା କଙ୍ଗାରୁ ଟିମ୍ । ଆଉ…

ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ବୈଜୟନ୍ତ । ଟ୍ୱିଟରରେ ଅନୁଭବ କଲେ ଟାର୍ଗେଟ ।

ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କଲେ ସାଂସଦ ଅନୁଭବ ମହାନ୍ତି । ଦୁଇଟି ଟ୍ୱିଟ୍ କରିବା ସହ କିଭଳି ବୈଜୟନ୍ତ ନୀତି ନିୟମ ବିରୋଧୀ କାର୍ଯ୍ୟ କରୁଛନ୍ତି ତାକୁ ଦର୍ଶାଇଛନ୍ତି କେନ୍ଦ୍ରାପଡା ବିଜେଡି ସାଂସଦ । ୧୩ ମାସ ତଳେ ସାଂସଦ ପଦରୁ ଇସ୍ତଫା ଦେଇଥିବା ବେଳେ ଏପରିକି ଗତ ନିର୍ବାଚନରେ ହାରିବା…

ଓଲିଉଡକୁ ଫେରିଲା କାଷ୍ଟିଂକାଉଚ : କାମ ବାହାନାରେ ମଡ଼େଲଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପ୍ରଯୋଜକ

କନକ ବ୍ୟୁରୋ : ଓଲିଉଡକୁ ପୁଣି ଫେରିଲା କାଷ୍ଟିଂକାଉଚ । ଏଭଳି ସଙ୍ଗୀନ ଅଭିଯୋଗ ଆଣି ମୁହଁ ଖୋଲିଛନ୍ତି କଟକର ଜଣେ ମଡେଲ । ୱେବ୍ ସିରିଜରେ କାମ ଦେବାକୁ କହି ମଡ଼େଲଙ୍କୁ ଶାରୀରିକ ଶୋଷଣ କରିଛନ୍ତି ପ୍ରଯୋଜକ । ପ୍ରଥମେ ନେଟଫ୍ଲିକ୍ସ ପରି ବଡ଼ ସଂସ୍ଥା ସହ କାମ କରିଥିବା କହି ମଡ଼େଲଙ୍କ ବିଶ୍ୱାସ…

ସ୍କୁଟି ଡିକିରେ କଳା ତମ୍ପ ।ଉଦ୍ଧାର ପରେ ଜଙ୍ଗଲରେ ଛଡାଗଲା, ବର୍ଷାଦିନରେ ଲୋକଙ୍କୁ ସର୍ତକ ରହିବାକୁ କହିଲେ ସ୍ନେକ…

କନକ ବ୍ୟୁରୋ : ସ୍କୁଟି ଡିକି ଭିତରେ ତମ୍ପ ସାପ ଛୁଆ । ଫୁଲନଖରା ଅନନ୍ତପୁର ଗାଁରେ ସ୍କୁଟି ଡିକି ଭିତରୁ ତମ୍ପ ସାପ ଛୁଆ ଉଦ୍ଧାର କରାଯାଇଛି । ଦିପ୍ତୀରଂଜନ ସାସମଲ ସ୍କୁଟିରୁ ନିଜ ଜିନିଷ ବାହାର କରୁଥିବା ବେଳେ ସାପଟି ଡିକିରେ ଥିବା ଦେଖିବାକୁ ପାଇଥିଲେ । ତେବେ ପ୍ରଥମେ ଏହି ସାପଟିକୁ ନାଗ…

ଦୁବାଇ ଜଙ୍ଗଲ, ଦେଉଛି ଯନ୍ତ୍ରଣା: ୪ ଦିନ ହେବ ଭୋକ ଉପାସରେ ଫସିରହିଛନ୍ତି ୧୮ ଓଡ଼ିଆ ଶ୍ରମିକ, ଘରକୁ ଫେରିବା ପାଇଁ ଭିଡ଼ିଓ…

କନକ ବ୍ୟୁରୋ: ପରିବାରର ପେଟ ପୋଷିବାକୁ ଗାଁଠୁ ଦୂର ଦୁବାଇ ଯାଇଥିବା ଓଡ଼ିଆ ଶ୍ରମିକ ପାଉଛନ୍ତି ଦୁଃଖ । ପୁଣି ଦୁବାଇରେ ଫସି ରହିଛନ୍ତି ଓଡିଆ ବୋଲି ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଗଂଜାମ ପୋଲସରା ଅଂଚଳ ମାଣିକପୁର ଗାଁର ୧୮ ଜଣ ଓଡିଆ ଦୁବାଇରେ ଫସି ରହିଛନ୍ତି । ଆଉ ସବୁଠାରୁ ଛାତିଥରା…

ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ : ବିକାଶ ଠାରୁ ବହୁ ଦୂରରେ ଅନୁଗୁଳ ଜିଲ୍ଲାର ଘୁରୁଡୁଖମଣ ଗାଁ

କନକ ବ୍ୟୁରୋ : ବିକାଶ ଠାରୁ ଅନେକ ଦୂରରେ ଅନୁଗୁଳ ଜିଲ୍ଲାର ଘୁରୁଡୁଖମଣ । ଗାଁକୁ ଯିବାକୁ ରାସ୍ତା ନଥିବାବେଳେ ପଙ୍କ କାଦୁଅ ଦେଇ ଗାଁରୁ ବାହାରୁଛନ୍ତି ଗ୍ରାମବାସୀ । ପାଠପଢିବାକୁ ୩କିମି ଦୂରରେ ଥିବା ସ୍କଲକୁ ଯିବାକୁ ହେଲେ ଜଙ୍ଗଲ ଓ ଜମି ହୁଡା ଦେଇ ଯାଉଛନ୍ତି ଛାତ୍ରଛାତ୍ରୀ । ଦେଖନ୍ତୁ ଏହି…