Daily Archives

July 10, 2019

ଲମ୍ବିଚାଲିଛି କର୍ଣ୍ଣାଟକ ନାଟକ । ସୁପ୍ରିମକୋର୍ଟରେ ପହଞ୍ଚିଲା ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗ, ପୁଣି ଆରମ୍ଭ ହେଲା…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଞ୍ଚିଲା କର୍ଣ୍ଣାଟକ ନାଟକ । ବିଦ୍ରୋହୀ ଜେଡିଏସ-କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ଅସାମ୍ବିଧାନିକ କହିବା ପରେ ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନ ଉପରେ ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ ।…

ଇଟାଲୀରେ ଇତିହାସ ରଚିଲେ ଦୂତୀ ଚାନ୍ଦ । ୧୦୦ ମିଟର ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛାର ସୁଅ ।

କନକ ବ୍ୟୁରୋ: ରେସ୍ ଆରମ୍ଭରୁ ଶେଷ ଯାଏଁ ବିଶ୍ୱସ୍ତରୀୟ ଆଥଲେଟଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଦୂତୀ ଚାନ୍ଦ । ଜାତୀୟ ରେକର୍ଡଧାରୀ ଏହି ଓଡିଆ ଦୌଡ଼ରାଣୀଙ୍କ ନାଁରେ ଯୋଡି ହୋଇଯାଇଛି ଆଉ ଏକ ମେଡାଲ । ବିଶ୍ୱବିଦ୍ୟାଳୟ କ୍ରୀଡାର ମହିଳା ଶହେ ମିଟର ଦୌଡରେ ଦୂତୀ ପ୍ରଥମ ସ୍ଥାନରେ ରହି…

ସେମିଫାଇନାଲରେ ହାରି ବିଶ୍ୱକପରୁ ବିଦାୟ ନେଲା ଟିମ୍ ଇଣ୍ଡିଆ । ଫାଇନାଲରେ ନ୍ୟୁଜିଲାଣ୍ଡ ।

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ଟିମ୍ ଇଣ୍ଡିଆ । ଆଉ ଏହାସହ ଭାରତର ବିଶ୍ୱକପ ଫାଇନାଲ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର ହୋଇଛି । ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ବିଜୟଲକ୍ଷ୍ୟ ଠାରୁ ୧୮ ରନ ଦୂରରେ…

ବିଲରେ ବିହନ ବୁଣିଲେ ପୂର୍ବତନ ବିଧାୟକ । ରାଜନୀତି ମୈଦାନରୁ କ୍ଷେତରେ ଚାଷ, ଭିନ୍ନ ଭୂମିକାରେ ଡମ୍ବରୁ ସୀସା ।

କନକ ବ୍ୟୁରୋ: ହାତରେ ଧାନ ବିହନ ଆଉ ବାଲ୍ଟି ଗୋଟେ ଧରି ବିଲକୁ ଫେରିଲେ ପୂର୍ବତନ ବିଧାୟକ । ରାଜନୀତି ବାଦ୍ ନିଜକୁ ଚାଷ କାମରରେ ନିୟୋଜିତ କଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା । ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ପୂର୍ବତନ…

କର୍ଣ୍ଣାଟକ ବାଚସ୍ପତିଙ୍କ ବଡ ବୟାନ । ଏବେ କୌଣସି ବିଧାୟକଙ୍କ ଇସ୍ତଫା ସ୍ୱୀକାର କରିବି ନାହିଁ ।

କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଦିନ ବିତିବା ସହ କର୍ଣ୍ଣାଟକରେ ବିଧାୟକଙ୍କ ଇସ୍ତଫା ତାଲିକାରେ ଗୋଟିଏ ପରେ ଗୋଟିଏ ନୂଆ ନାଁ ଯୋଡି ହୋଇ ଯାଉଛି । ବୁଧବାର ପୁଣି ଦୁଇ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ବଢିଯାଇଛି । ଆଉ ଏହାସହ ଇସ୍ତଫା…

ବର୍ଷା ଆରମ୍ଭରୁ ବେହାଲ ବଗପାଟିଆ : ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ଗ୍ରାମବାସୀ, ବିପଦ ବେଳେ ପ୍ରଶାସନର…

କନକ ବ୍ୟୁରୋ : ଜିଲ୍ଲାପାଳ ବଦଳିଲେ ହେଲେ ବଦଳିଲା ନାହିଁ ବିସ୍ଥାପିତଙ୍କ ଜୀବନଚର୍ଯ୍ୟା । ବର୍ଷା ଆରମ୍ଭରୁ ଜଳବନ୍ଦୀ ଜୀବନ । ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ । ସମୁଦ୍ର ଗର୍ଭରେ ଗାଁ ଲୀନ ହେବାକୁ ଥିବା କେନ୍ଦ୍ରାପଡା ସାତଭାୟାବାସୀଙ୍କୁ ରାଜନଗର ବଗପାଟିଆ ଗାଁରେ ଥଇଥାନ…