Daily Archives

July 10, 2019

ଦିନରୁ ରାତି,ଖରାରୁ ବର୍ଷା । ପାଟକୁରାରେ ମାରାଥନ ପ୍ରଚାର କଲେ ମୋଦିଙ୍କ ମନ୍ତ୍ରୀ, ବିଜୟଙ୍କ ପାଇଁ କଲେ ଭୋଟ ଅପିଲ ।

କନକ ବ୍ୟୁରୋ : ବିଜୟ ରଥରେ ପ୍ରତାପ ସାରଥୀ । ବିଜୟଙ୍କୁ ବିଧାନସଭାକୁ ପଠାଇବା ପାଇଁ ପଣ କରିଛନ୍ତି ପ୍ରତାପ । ପାଟକୁରା ନିର୍ବାଚନ ପାଇଁ ଆଉ ମାତ୍ର ୧୦ଟି ଦିନ ବାକି ରହିଥିବା ବେଳେ ବିଜୟଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିନରୁ ରାତି, ଖରାରୁ…

କର୍ଣ୍ଣାଟକ ପରେ ଗୋଆରେ କଂଗ୍ରେସକୁ ବଡ ଝଟକା । ୧୦ ବିଧାୟକ ଦଳ ଛାଡି ବିଜେପିରେ ହେଲେ ସାମିଲ ।

କନକ ବ୍ୟୁରୋ: କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ଯେଉଁ ନାରା ଦେଉଥିଲା ତାହା ପୂରଣ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ବିଜେପି ପୂରା ଦେଶକୁ ଗେରୁଆମୟ କରିବାକୁ କରିବାକୁ ପ୍ରୟାସ ଆରମ୍ଭ କରିଛି । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ…

ଆସନ୍ତାକାଲି ସନ୍ଧ୍ୟା ଦର୍ଶନ: ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରାରେ ଆସିଥିବା ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଗହଳି ଲାଗୁଛି । ଶୁକ୍ରବାର ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଥିରେ ଧରି ଶ୍ରୀମନ୍ଦିରକୁ ବାହୁଡିବେ…

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୧୭ଟି ଆଇକନିକ୍ ପର୍ଯ୍ୟଟନ ସାଇଟରେ ଓଡ଼ିଶାର…

କନକ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୧୭ଟି ଆଇକନିକ୍ ସାଇଟରେ ଓଡ଼ିଶାର ସ୍ଥାନ ସାମିଲ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପାଟିଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି କି, ରାଜ୍ୟରେ…

ଛତୁ ଫୁଟିଲା ପରି ଖୋଲୁଛି ଇଞ୍ଜିନିୟରିଂ କଲେଜ, କିନ୍ତୁ ପଢିବା ପାଇଁ ପିଲା ନାହାନ୍ତି ।  ଫାଙ୍କା ପଡିପାରେ ୨୪ ହଜାର…

କନକ ବ୍ୟୁରୋ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି କମୁଛି ଆଗ୍ରହ । କଲେଜରେ ଖାଲି ପଡୁଛି ହଜାର ହଜାର ସିଟ୍ । ଛତୁଫୁଟିବା ଭଳି ଇଞ୍ଜିନିୟରିଂ କଲେଜ ଖୋଲୁଥିବା ବେଳେ ପିଲା, ନାମ ଲେଖାଇବାକୁ ଆସୁନାହାନ୍ତି । ଘରୋଇ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜରେ ୩୪ ହଜାରରୁ ଅଧିକ ସିଟ ଥିବା ବେଳେ ପ୍ରାୟ ୧୦…