Daily Archives

July 9, 2019

କର୍ଣ୍ଣାଟକ ନାଟକରେ ନୀତି ନୂଆ ମୋଡ଼ । କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହେଲେନି ୧୦ ବାଗୀ ବିଧାୟକ, ଅଯୋଗ୍ୟ ଘୋଷଣା…

କନକ ବ୍ୟୁରୋ : ନାଟକ ଚାଲିଛି କର୍ଣ୍ଣାଟକରେ । କୁମାରସ୍ୱାମୀ ସରକାରଙ୍କ ଉପରେ ସଙ୍କଟ ବଢି ଚାଲିଥିବା ବେଳେ ଆଜି ବେଙ୍ଗାଳୁରୁରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ହେଲେ ବୈଠକକୁ ଆସି ନାହାନ୍ତି ୧୦ ବିଦ୍ରୋହୀ ବିଧାୟକ । ଏପଟେ ବାଗି ବିଧାୟକଙ୍କ ବିରୋଧରେ ଦଳ ବଦଳ ଆଇନ ଅନୁସାରେ…

ପାଟକୁରା ଆକାଶରେ ‘ବୟାନବାଜି’ ବିଜୁଳି: ଭୃଗୁ-କିଶୋରଙ୍କ ବିସ୍ଫୋରକ ବୟାନ ପରେ ଗୋଳିଆ ହେଲା ପାଟକୁରା ପାଣି…

କନକ ବ୍ୟୁରୋ: ‘ପାଟକୁରା’ ପରୀକ୍ଷା ପାଇଁ ଜୋରସୋରରେ ଚାଲିଛି ପାଠପଢା । ତାରିଖ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ପ୍ରଖର ହେଉଛି । ଏଗାର ଦିନ ପରେ ଏକ୍ଜାମ ଥିବାରୁ ସମସ୍ତଙ୍କ ଆଖିରୁ ନିଦ ହଜି ଯାଇଛି । ଆଉ ଏତିକି ବେଳେ ପାଟକୁରା ପାଣିକୁ ଗୋଳିଆ କରିଛି ବଡ ବଡିଆଙ୍କ ବୟାନବାଜି । ଉଭୟ…

କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ୨୨୨ କୋଟି ଟଙ୍କାର ବୋନସ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ୨୨୨ କୋଟି ଟଙ୍କାର ବୋନସ୍ । ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳୀ, ବନେ୍ଧଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନଙ୍କୁ ୨୨୨ କୋଟି ଟଙ୍କା ବୋନସ୍ ଓ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି…

ହାଇୱେ ଲୁଟେରାଙ୍କ ଆତଙ୍କରାଜ୍ । ଦିନ ଦ୍ୱିପ୍ରହରରେ ଗୁଳି ଫୁଟାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କା, ସୁରାକ୍ ପାଉନି ପୋଲିସ ।

କନକ ବ୍ୟୁରୋ : ହାଇୱେ ଲୁଟେରାଙ୍କ ଆତଙ୍କରାଜ । ଆଜି ଆଠଗଡ ନିକଟ ପେଟ୍ରୋଲ ପମ୍ପ ନିକଟରେ ଏପରି ଆତଙ୍କରାଜ ସୃଷ୍ଟି କରିଛନ୍ତି ଲୁଟେରା । ଜଣେ ଡାକ୍ତରଙ୍କ ଉପରକୁ ଗୁଳି ଫୁଟାଇ ୫୦ଲକ୍ଷ ଲୁଟି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୁଟର ଭିନ୍ନ ଏକ ତରିକା ଆପଣାଇଥିଲେ ଲୁଟେରା । ପ୍ରଥମେ…

ବର୍ଷା ପାଇଁ ଅଧାରେ ଅଟକିଲା ମ୍ୟାଚ୍ । ଟିମ୍ ଇଣ୍ଡିଆର ଶାଣିତ ବୋଲିଂର ସାମ୍ନା କରିପାରିଲାନି କିୱି ଟିମ୍, ବଡ ସ୍କୋରରେ…

କନକ ବ୍ୟୁରୋ : ସେମିଫାଇନାଲରେ ବର୍ଷା ବାଧକ । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚରେ ବର୍ଷା ବାଧକ ସୃଷ୍ଟି କରିଛି । ମ୍ୟାଚ୍ ମଝିରେ ବର୍ଷା ହେବା କାରଣରୁ କିଛି ସମୟ ପାଇଁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ନ୍ୟୁଜିଲାଣ୍ଡ ଇନିଂସର ୪୬.୧ ଓଭରରେ ବର୍ଷା ହେବା କାରଣରୁ ମ୍ୟାଚକୁ ଅଧାରେ…

୪ବର୍ଷରେ କେତେ ଚାଷୀ କରିଛନ୍ତି ଆତ୍ମହତ୍ୟା ? ମୋଦି ସରକାରଙ୍କ ପାଖରେ ନାହିଁ ହିସାବ, ତାଜୁବ୍ କରିଦେଲା କେନ୍ଦ୍ର…

କନକ ବ୍ୟୁରୋ: ଦେଶରେ ଗତ ଚାରି ବର୍ଷ ମଧ୍ୟରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ଏକଥା ଆମେ କହୁନୁ ଏନେଇ ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । ସେ କହିଛନ୍ତି କି, ୨୦୧୫…