Daily Archives

July 9, 2019

ଜନସମୁଦ୍ର ମଝିରୁ କେମିତି ବେଶ ଆରାମରେ ବାହାରି ଆସୁଥିଲା ଆମ୍ବୁଲାନ୍ସ । ଏହି ସଫଳ ଅପରେସନ ପଛର ପୂରା କାହାଣୀ କହିଲେ…

କନକ ବ୍ୟୁରୋ : ଲକ୍ଷାଧିକ ଲୋକଙ୍କ ଭିଡ ଭିତରେ ବେଶ ଆରାମରେ ଆଗକୁ ମାଡି ଚାଲିଥିଲା ଆମ୍ବୁଲାନ୍ସ । ବଡ ବଡ ସହରର ରାସ୍ତା ଉପରେ ଯେତେବେଳେ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଲମ୍ବା ସାଇରନ ଦେବାକୁ ପଡିଥାଏ ସେତେବେଳେ ପୁରୀରେ ରଥଯାତ୍ରାରେ ବିଶାଳ ଜନସମୁଦ୍ରରୁ ଆଖି ପିଛୁଳାକେ ଗନ୍ତବ୍ୟସ୍ଥଳକୁ…

ଛାଡିଲାନି ବର୍ଷା, ସ୍ଥଗିତ ହେଲା ମ୍ୟାଚ୍ । ଫାଇନାଲ ଟିକେଟ ପାଇଁ ଆସନ୍ତାକାଲି ପୁଣି ମୈଦାନକୁ ଓହ୍ଳାଇବ ବିରାଟ ବାହିନୀ,…

କନକ ବ୍ୟୁରୋ : ବର୍ଷା ପାଇଁ ସ୍ଥଗିତ ହେଲା ସେମିଫାଇନାଲ ମ୍ୟାଚ୍ । ଆସନ୍ତାକାଲି ପୁଣିଥରେ ମାଞ୍ଚେଷ୍ଟର ମୈଦାନରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍ । ଆଜି ଲଗାଣ ବର୍ଷା କାରଣରୁ ସେମିଫାଇନାଲ ମୁକାବିଲାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ଦିନ ୩ଟାରେ ପୁଣିଥରେ ଏହି ମ୍ୟାଚ୍…

ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟତା ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ପଦ୍ମଶ୍ରୀ ହଳଧର ନାଗ।

କନକ ବ୍ୟୁରୋ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ଆର୍ଥିକ ସହାୟତା ନେଇ କାଲି ରାଜ୍ୟ ସରକାର ବଡ ଘୋଷଣା କରିବା ପରେ ଆଜି ଧନ୍ୟବାଦ ଦେଇଛନ୍ତି କୋଶଳ କବି ପଦ୍ମଶ୍ରୀ ହଳଧର ନାଗ । ଅଭାବ ଅନଟନ ଆଉ ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୧୦ ହଜାର ଟଙ୍କା…

ବର୍ଷା ପାଇଁ ମ୍ୟାଚ୍ ବିଳମ୍ବ ହେଲେ…? ଜାଣନ୍ତୁ ଟିମ୍ ଇଣ୍ଡିଆକୁ କେତେ ଓଭରରେ ମିଳିବ କେତେ ରନର ଟାର୍ଗେଟ?

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ବର୍ଷା ବଡ ଭିଲେନ ଭାବେ ଉଭା ହୋଇଛି । ନ୍ୟୁଜିଲାଣ୍ଡ ୪୬ ଓଭର ବ୍ୟାଟିଂ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରେ ଅଟକିଛି । ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ବିନିମୟରେ ୨୧୧ ରନ କରିଥିବା ବେଳେ…

ଅନ୍ଧାର ରାତିରେ ମ୍ୟାନ ହୋଲରେ ଖସିପଡିଲା ୫ ବର୍ଷର ଶିଶୁ । ୨୦ ମିନିଟ ପରେ କଟକ ବଜ୍ରକବାଟି ମୁଖ୍ୟ ଡ୍ରେନରୁ କରାଗଲା…

କନକ ବ୍ୟୁରୋ : ମରଣ ଯନ୍ତା ପାଲଟିଛି ମୁକୁଳା ମ୍ୟାନହୋଲ । କଟକରେ ରାସ୍ତା ଉପରେ ଥିବା ମୃତ୍ୟୁର ଗାତରେ ଅଚାନକ୍ ପଡିଯିବା ପରେ ପ୍ରାୟ ଶହେ ଫୁଟ୍ ଦୂରରେ ଥିବା ମୁଖ୍ୟଡ୍ରେନରୁ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତା ଉପରେ…