Daily Archives

July 8, 2019

ନିଦ ହଜାଇଲା ସଡ଼କ ଦୁର୍ଘଟଣା: ମଦୁଆ ଡ୍ରାଇଭିଂରେ ନମ୍ବର ୱାନ ଭୁବନେଶ୍ୱର, ଅଧିକ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି…

କନକ ବ୍ୟୁରୋ: ରାସ୍ତାରେ ଜଗିଛି ଯମ । ଦୁର୍ଘଟଣାରେ ଯାଉଛି ଜୀବନ । ରାଜ୍ୟରେ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନକୁ ଦିନ ଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି । ରାଜ୍ୟରେ ୨୦୧୯ ଜାନୁଆରୀରୁ ମେ’ ମଧ୍ୟରେ ୨୫୩୨ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଦୁର୍ଘଟଣାର…

ଅଧ୍ୟାପକଙ୍କ ସର୍ତ୍ତ । ଦରମା ବଢାଅ, ଦାବି ପୂରଣ କର, ତା’ପରେ କରିବୁ ୭ ଘଣ୍ଟିଆ ଡ୍ୟୁଟି ।

କନକ ବ୍ୟୁରୋ : ୭ ଘଣ୍ଟା ଡ୍ୟୁଟି କରିବାକୁ ରାଜି ହେଉନାହାନ୍ତି ଅଧ୍ୟାପକ । ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ସଂଘ କହିଛି, ପ୍ରଥମେ ସେମାନଙ୍କ ଦାବି ପୂରଣ କରାଯାଉ । ସମାନ କାମକୁ ସମାନ ଦରମା ଦିଆଯାଉ । ତା’ପରେ ନିୟମ କରାଯାଉ । ଅଧ୍ୟାପକଙ୍କ ଏଭଳି…

କାଳେ ବିଧାୟକଙ୍କୁ କିଏ ନେଇଯିବ ? ୨୫ ହଜାର ଟଙ୍କିଆ ରୁମରେ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ, ମୁମ୍ବାଇରେ ଡେରା…

ନାଟକୀୟ ମୋଡରେ କର୍ଣ୍ଣାଟକ ରାଜନୀତି । ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୈତିକ ସମୀକରଣ । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଥିବା ୧୩ଜଣ ବିଧାୟକ ଇସ୍ତଫା ଦେଇସାରିବା ପରେ ଏବେ ପ୍ରଶ୍ନ ଉଠୁଛି କର୍ଣ୍ଣାଟକରେ ମେଣ୍ଟ ସରକାର ତିଷ୍ଠି ପାରିବ ନା ନାହିଁ । ଆଉ ଏଭଳି ସମୟରେ ମେଣ୍ଟ ସରକାର…

କୁନି ରଥରେ କୁନି ଠାକୁର: ବ୍ରହ୍ମପୁରରେ ଗଢା ହେଲା ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ

କନକ ବ୍ୟୁରୋ: କୁନି ରଥରେ କୁନି କାଳିଆ । ମନପ୍ରାଣ ଦେଇ କାଳିଆକୁ କୁନି କରି ଗଢିଛି କଳାକାର । ବିଶ୍ୱର ବଡ ଠାକୁରକୁ, ଜଗତ ନିଅନ୍ତାକୁ ଭାବରେ ଗଢିଛି ଭକ୍ତ । ତାକୁ ଯିଏ ଗଢିଥିଲା, ଜୀବନ ଦେଇ ଏ ଦୁନିଆକୁ ଆଣିଥିଲା ଆଜି ତାରି ପ୍ରେମରେ ପଡି ତାକୁ ଗଢିଛି ଶିଳ୍ପୀଟିଏ । ଜଗନ୍ନାଥ ସଂସ୍କୃତିର…

୧୩ ବିଧାୟକ ଇସ୍ତଫା ଦେବା ପରେ, ସଙ୍କଟରେ କୁମାରସ୍ୱାମୀଙ୍କ ୧୩ ମାସର ସରକାର । ମେଣ୍ଟ ସରକାର ବଞ୍ଚାଇବାକୁ ଇସ୍ତଫା ଦେଲେ…

କର୍ଣ୍ଣାଟକରେ ୧୩ ବିଧାୟକ ଇସ୍ତଫା ଦେବା ପରେ ୧୩ ମାସର କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଦେଖାଦେଇଛି । କଂଗ୍ରେସ-ଜେଡିଏସର ଏହି ମେଣ୍ଟ ଏବେ ସରକାର ବଞ୍ଚାଇବାକୁ ବଡ ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ କଂଗ୍ରେସର ୨୧ ଜଣ ମନ୍ତ୍ରୀ ଇସ୍ତଫା ଦେବା ସହ ଜେଡିଏସର ସମସ୍ତ ମନ୍ତ୍ରୀ ମଧ୍ୟ…

ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ । ନବୀନଙ୍କ ଉଦାହରଣ ଦେଲେ ସାଂସଦ ସସ୍ମିତ, ପ୍ରଂଶସା କଲେ ଗୃହର…

କନକ ବ୍ୟୁରା : ମହିଳାଙ୍କୁ ହକ୍ ଦେବାକୁ ସଂସଦରେ ଦାବି ଉଠାଇଲା ବିଜେଡି । କେନ୍ଦ୍ର ସରକାର ଖୁବଶୀଘ୍ର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ଦାବି…