Daily Archives

July 8, 2019

ଫାଇନାଲ ଟିକେଟ ପାଇଁ କିୱି ଟିମକୁ ଭେଟିବ କୋହଲି ଆଣ୍ଡ କୋ’ । ସେମିଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା ।

ଆସନ୍ତାକାଲି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କିୱି ଟିମକୁ ମାତ୍ ଦେଇ ବିଶ୍ୱକପ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି କୋହଲି…

ବିଧାୟକ ହେବ ତ ଏମିତି । କାଦୁଅ ପଚ ପଚ ରାସ୍ତାରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ, ଲୋକଙ୍କ ଦୁଃଖ ଶୁଣିଲେ, ସମାଧାନ ପାଇଁ…

କନକ ବ୍ୟୁରୋ: ନେତା ହେବ ତ ଏମିତି । ନିର୍ବାଚନ ବେଳେ କେବଳ ଭୋଟ ପାଇଁ ନୁହେଁ ବରଂ ନିର୍ବାଚନ ପରେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ସାଥ୍ ଦେବାକୁ ଆଗେଇ ଆସିଛନ୍ତି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ଯେତେବେଳେ ନେତା ମାନେ ବଡ ବଡ ଗାଡିରେ ବସି ବୁଲୁଛନ୍ତି ସେତେବେଳେ ଜନତାଙ୍କ ଦୁଃଖ ଶୁଣିବା…

ଯେମିତି ଥିଲେ, ସେମିତି ଅଛନ୍ତି: ବିଧାୟକ ହେଲା ପରେ ବି ବଦଳିନି ନିତ୍ୟା ଗଣ୍ଡଙ୍କ ଜୀବନ ଶୈଳୀ । ରାସ୍ତା କଡରେ ବସିଲେ,…

କନକ ବ୍ୟୁରୋ: ରାସ୍ତା କଡରେ ଠେଲା ଲାଗିଥିଲା । ସକାଳେ ସକାଳେ ଜଳଖିଆ କରିବା ପାଇଁ ଠେଲା ପାଖରେ ପ୍ରବଳ ଭିଡ ଜମିଥିଲା । ସମସ୍ତେ ଜଳଖିଆ ଖାଇବାରେ ମସଗୁଲ ଥିଲେ । ହେଲେ ହଠାତ ଜଣେ ବ୍ୟକ୍ତି ଧୋବ ଫରଫର ପାଇଜାମା ପିନ୍ଧି ଜଳଖିଆ ଦୋକାନକୁ ଆସିଲେ ଆଉ ଜଳଖିଆ ମାଗି ପାଖରେ ପଡିଥିବା ଏକ ଅଧା ଭଙ୍ଗା…

ଭୁବନେଶ୍ୱର ସପିଂ ମଲରେ ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ବୁଲାଉଛନ୍ତି କଳାକନା, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ…

କନକ ବ୍ୟୁରୋ: ସପିଂ ମଲରେ ସୁପର ଚୋରି । ଏହି କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସିସିଟିଭି ଭିଜୁଆଲ ଦେଖିବା ପରେ ଆପଣ ବି ବିଶ୍ୱାସ କରିପାରିବେନି । ସପିଂ ମଲରେ କିପରି ଚାଲାକିର ସହ ଜଣେ ମହିଳାଙ୍କ ପର୍ସରୁ ଚୋରି ହେଉଛି ତାହା ଆପଣଙ୍କୁ ତାଜୁବ କରିଦେବ । ସପିଂମଲରେ…

ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମିଳିବ ଆର୍ଥିକ ସହାୟତା । ସଂସ୍କୃତି ବିଭାଗର ପ୍ରସ୍ତାବରେ ମୋହର ମାରିଲେ…

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମିଳିବ ଆର୍ଥିକ ସହାୟତା । ଆର୍ଥିକ ଅନଟନରେ ଥିବା ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସଂସ୍କୃତି ବିଭାଗର ଏହି ପ୍ରସ୍ତାବ ଉପରେ ଆଜି ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି…