Daily Archives

July 7, 2019

ମଝି ରାସ୍ତାରେ ଜବରଦଖଲକାରୀଙ୍କ ଦାଦାଗିରି ! ମନ୍ଦିର ଜାଗାରେ କରିଥିଲେ ଦୋକାନ, ଜାଗା ଛାଡିବାକୁ ନୋଟିସ ପରେ ମନ୍ଦିର…

କନକ ବ୍ୟୁରୋ : ମଝି ରାସ୍ତାରେ ଦାଦାଗିରି । ଭଡ଼ାରେ ନେଇଥିବା ଦୋକାନ ଘର ଛାଡ଼ିବାକୁ ନୋଟିସ୍ ଦେବାରୁ ଭଡ଼ାଟିଆଙ୍କ ଉତ୍ୟକ୍ତ କାଣ୍ଡ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲିଂ ଅଂଚଳରେ । ମନ୍ଦିର ଜାଗାରେ ହୋଇଥିବା ଦୋକାନକୁ ମରାମତି ପାଇଁ ଖାଲି କରିବାକୁ ମନ୍ଦିର ପ୍ରଶାସନ…

ଓଡ଼ିଶାର ପର୍ଯ୍ୟଟନସ୍ଥଳକୁ ଚରମ ଅବହେଳା । ଶ୍ରୀମନ୍ଦିର ଓ କୋଣାର୍କର ବିକାଶ କଥା ଭୁଲିଗଲା କେନ୍ଦ୍ର, ଦେଶର ୧୭ ପର୍ଯ୍ୟଟନ…

କନକ ବ୍ୟୁରୋ : ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ କେନ୍ଦ୍ରର ଚରମ ଅବହେଳାର ଏକ ଚିତ୍ର ସାମନାକୁ ଆସିଛି । ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ବଜେଟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୧୨ଟି ରାଜ୍ୟର ୧୭ଟି…

ଲୁଟେରା ବାବାଙ୍କ ସୁନାବେଶ ଦେଖି ସମସ୍ତେ ତାଜୁବ । ଯାତ୍ରୀଙ୍କୁ ଲୁଟିବା ବେଳେ ଧରିଲା ରେଳବାଇ ପୋଲିସ, ୪ ମୋବାଇଲ୍,…

କନକ ବ୍ୟୁରୋ : ଭୁବନେଶ୍ୱର ରେଳବାଇ ପୋଲିସ ଆଜି ଜଣେ ବାବାଙ୍କୁ ଗିରଫ କରିଛି । ଆଉ ବାବାଙ୍କ ବେଶଭୂଷା ଦେଖି ତାଜୁବ ହୋଇଯାଇଛି ପୋଲିସ । ଭୁବନେଶ୍ୱର ରେଳ ଷ୍ଟେସନ ଅଂଚଳରେ ଯାତ୍ରୀଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଏହି ଠକ ହେଲେ ନକଲି ଗୋଲଡେନ୍ ବାବା । ପଢନ୍ତୁ ଠକ ଚାରଶୋ…

ଦେଶର ‘ପଦ୍ମଶ୍ରୀ’, ହେଲେ ଦୁର୍ଦ୍ଦଶାରେ ବିତୁଛି ଦିନ । ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି ଓଡ଼ିଶାର ଗୌରବ ।  

କନକ ବ୍ୟୁରୋ: ‘ପଦ୍ମଶ୍ରୀ’ ପୁରସ୍କାର ପାଇଥିବା ଓଡ଼ିଶାର ଅମୂଲ୍ୟ ପ୍ରତିଭାଙ୍କ ସଂପର୍କରେ ଏଭଳି ତମାମ୍ ଖବର ଆପଣଙ୍କ ନଜରକୁ ଆସିଥିବ । ସିଏ କୋଶଳୀ କବି ହଳଧର ନାଗ୍ ହୁଅନ୍ତୁ, ବା ଓଡ଼ିଶାର ମାଉଣ୍ଟେନ୍ ମ୍ୟାନ୍ ଦୈତାରୀ ନାଏକ । ଜିତେନ୍ଦ୍ରୀୟ ହରପାଲ କଥା କୁହନ୍ତୁ ବା କମଳା ପୂଜାରୀଙ୍କ କଥା ।…

ପୋଲିସର ଅନୁଶାସନ ଆଣିଲା ଶୃଙ୍ଖଳା । ରଥଯାତ୍ରାର ଲକ୍ଷାଧିକ ଭିଡ଼ ଭିତରୁ ଅନାୟାସରେ ବାହାରି ଆସିଲା ଆମ୍ବୁଲାନ୍ସ ।

କନକ ବ୍ୟୁରୋ: ଓଡ଼ିଶା ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରଶଂସନୀୟ କାମ । ପ୍ରଥମଥର ପାଇଁ ରଥଯାତ୍ରାରେ ଏମାନଙ୍କ ମିଳିତ ଉଦ୍ୟମରେ ଏଭଳି କିଛି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ସାବାସୀ ମିଳୁଛି । ସୂଚନା ମୁତାବକ, ରଥଯାତ୍ରା ଦିନ ପୁରୀ…