Daily Archives

July 6, 2019

ଆସନ୍ତାକାଲି ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ ଚନ୍ଦ୍ରଯାନ-୨ । ଜୁଲାଇ ୧୫ରେ ହେବ ଉତକ୍ଷେପଣ ।

କନକ ବ୍ୟୁରୋ : ଆସନ୍ତା କାଲି ଭାରତର ଚନ୍ଦ୍ରଯାନ-୨ ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ । ଏହାକୁ ଇତି ମଧ୍ୟରେ ଜିଏସଏଲଭି ମାକ-୨ ରକେଟରେ ଇଣ୍ଟିଗ୍ରେସନ କରାଯାଇଛି । ଜୁଲାଇ ୧୫ରେ ଏହି ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି । ଗତ ଫେବ୍ରୁଆରୀରେ…

ରୋହିତ-ରାହୁଲଙ୍କ ଶାନଦାର ଶତକ । ଲିଗ୍ ଶେଷରେ ଶ୍ରୀଲଙ୍କା ଶିକାର କଲା ବିରାଟ ବାହିନୀ, ବଡ ବିଜୟ ସହ ପଏଣ୍ଟ ଟେବୁଲ…

କନକ ବ୍ୟୁରୋ : ଲିଗ ପର୍ଯ୍ୟାୟ ଶେଷରେ ଶ୍ରୀଲଙ୍କା ଶିକାର କଲା ବିରାଟ ବାହିନୀ । ଆଜି ବିଶ୍ୱକପରେ ଖେଳାଯାଉଥିବା ୪୪ତମ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବଡ ବିଜୟ ସହ ବର୍ତ୍ତମାନ ସମୟରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ । ଆଜି ଲିଡସ ଗ୍ରାଉଣ୍ଡରେ…

ଛୁଟିରେ ପିଲା, କିଏ ଖାଇଲା ? ମିଡଡେ ମିଲରେ ମହାଦୁର୍ନୀତି, ସରକାରୀ ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ ।

କନକ ବ୍ୟୁରୋ: ଛୁଟି ଦିନରେ ବି ମିଳୁଛି ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ସ୍କୁଲ ମୁହାଁ କରାଇବା ଲାଗି ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଥିବାବେଳେ ଉପାନ୍ତ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଧିନରେ ଥିବା…

ଶେଷ ମ୍ୟାଚରେ ସାଉଥଆଫ୍ରିକାର ଶାନଦାର ବ୍ୟାଟିଂ । ଅଷ୍ଟ୍ରେଲିଆ ଆଗରେ ୩୨୬ ରନର ବିଜୟଲକ୍ଷ୍ୟ ।

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଦକ୍ଷିଣଆଫ୍ରିକା । ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା…

ରୋହିତଙ୍କ ରେକର୍ଡ ବର୍ଷା । ଇତିହାସ ରଚିଲେ ‘ହିଟ୍ ମ୍ୟାନ୍’, ଗୋଟିଏ ବିଶ୍ୱକପରେ ମାରିଲେ ୫ଟି ଶତକ ।

କନକ ବ୍ୟୁରୋ : କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ହିଟ୍ ମ୍ୟାନ୍ । ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ଲିଡ୍ସରେ ଖେଳାଯାଉଥିବା ବିଶ୍ୱକପର ୪୪ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ମୋଟ୍…