Daily Archives

July 5, 2019

ଇଲେକ୍ଟ୍ରିକ୍ କାର୍ ପାଇଁ ବଜେଟରେ ବଡ ଘୋଷଣା । ରିହାତି ଦେବେ ସରକାର, ଜାଣନ୍ତୁ ଭାରତକୁ କେବେ ଆସିବ ଇଲେକ୍ଟ୍ରିକ୍ କାର୍…

କନକ ବ୍ୟୁରୋ : ଭାରତୀୟ ବଜାରକୁ ଆସି ନାହିଁ ଇଲେକ୍ଟ୍ରିକ୍ କାର, ହେଲେ କାର୍ ବ୍ୟବହାର ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଏହି କାରକୁ ଲୋକପ୍ରିୟ ଓ ସୁଲଭ କରିବା ପାଇଁ ୨ଟି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ପ୍ରତିଶତ ଜିଏସଟିକୁ ହ୍ରାସ କରି ଇଲେକ୍ଟ୍ରିକ୍ କାର ଉପରେ ୫ ପ୍ରତିଶତ…

ସାରା ଦେଶରେ ୩୦୦ କି.ମି ମେଟ୍ରୋ ରେଳପଥ ପାଇଁ ମଞ୍ଜୁରୀ, ଓଡ଼ିଶା ଉପରେ ପଡିବ କି ମୋଦିଙ୍କ ନଜର?

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟରେ ରେଲୱେ ଉପରେ ମଧ୍ୟ ଫୋକସ କରାଯାଇଛି । ଦେଶରେ ଯାତାୟତର ପ୍ରମୁଖ ମାଧ୍ୟମ ସାଜିଥିବା ରେଲୱେର ଆଧୁନୀକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ନୂଆ ରୁଟରେ ଟ୍ରେନ ଚଳାଚଳ ନେଇ ମଧ୍ୟ ଘୋଷଣା କରାଯାଇଛି । ଏହାଛଡା ଦେଶର ମେଟ୍ରୋ ଚଳାଚଳକୁ…

ପ୍ରଶଂସା କଲେ, ଉଦବେଗ ବି ଜଣାଇଲେ । କେନ୍ଦ୍ର ବଜେଟକୁ ନେଇ ନବୀନଙ୍କ ପ୍ରତିକ୍ରିୟା । କାହାକୁ ପ୍ରଶଂସା, କାହାକୁ…

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବଜେଟ୍ ସରକାରଙ୍କ ଦୂରଦୃଷ୍ଟିର ପରିଚୟ ଦେଉଛି । ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜୀବନଜୀବିକା ମିଶନ ଏବଂ ମହିଳା ଓ ଶିଶୁ…

ମଧ୍ୟବିତ୍ତଙ୍କ ଆଶା ମଉଳିଲା, ସୋସିଆଲ ମିଡିଆରେ ମଜାକ୍ ଉଡି଼ଲା

କନକ ବ୍ୟୁରୋ: ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ବଜେଟ । ବଜେଟରେ ଅନେକ ବଡ ବଡ ଘୋଷଣା କରାଯାଇଛି । ଉଠା ଦୋକାନୀଙ୍କୁ ପେନସନ, ଘରେ ଘରେ ଜଳ, ମହିଳାଙ୍କ ପାଇଁ ସୁବିଧା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବଜେଟରେ ଗରିବଙ୍କ…

ମାଆକୁ ସମ୍ମାନ : ନବୀନଙ୍କ ରାସ୍ତାରେ ମୋଦି, ବଜେଟରେ ଏସଏଚଜି ମହିଳାଙ୍କ ପାଇଁ ବଡ ଘୋଷଣା ।

କନକ ବ୍ୟୁରୋ : ନବୀନ ସରକାରଙ୍କୁ ଅନୁକରଣ କଲେ ମୋଦି ସରକାର । କେନ୍ଦ୍ର ବଜେଟରେ ଦେଖିବାକୁ ମିଳିଲା ରାଜ୍ୟ ସରକାରଙ୍କ ଯୋଜନାର ଝଲକ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ମହିଳା ସଶକ୍ତିକରଣକୁ…

ଶ୍ଲୋକରେ ଶାଣିତ ସ୍ୱର: ବଜେଟ ଉପସ୍ଥାପନା ବେଳେ କବିତା ପଢ଼ିଲେ, ବିରୋଧୀଙ୍କୁ କଟାକ୍ଷ କଲେ ସୀତାରମଣ

କନକ ବ୍ୟୁରୋ: ସଂସଦରେ ବଜେଟ ହୋଇଥିଲା କବିତାମୟ । ସୀତାରମଣଙ୍କ ସ୍ୱରରେ ଖୁବ୍ ସୁନ୍ଦର ଶୁଭୁଥିଲା କେନ୍ଦ୍ରୀୟ ବଜେଟ । କବିତା, ଶ୍ଲୋକ ଆଉ ଛନ୍ଦର ଛୁଙ୍କ ଦେଇ ସୀତାରମଣ ଯେତେବେଳେ ବଜେଟ ଉପସ୍ଥାପନା କରୁଥିଲେ ସେତେବେଳେ ସମସ୍ତେ ତାଙ୍କୁ ଚାହିଁ ରହିଥିଲେ । ତାଙ୍କ ଉପସ୍ଥାପନା ଶୈଳୀ ସମସ୍ତଙ୍କୁ…