Daily Archives

July 5, 2019

ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ ନାଗେଶ୍ୱର ରାଓ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର…

କନକ ବ୍ୟୁରୋ : ସାପ-ସିଡି ଖେଳ ଭଳି ହେଲା ବରିଷ୍ଠ ଆଇପିଏସ୍ ଅଫିସରଙ୍କ କ୍ୟାରିୟର । ଏକଦା ମୋଦୀ ସରକାରଙ୍କ ପସନ୍ଦର ଆଇପିଏସ୍ ଅଫିସର ଥିବା ଏମ୍ ନାଗେଶ୍ୱର ରାଓଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଜାନୁଆରୀ ମାସରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ କରିଥିବା କେନ୍ଦ୍ର ସରକାର, ମାତ୍ର ଛଅ…

ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂରତୀ ।ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଦେବେ ଦର୍ଶନ, ମିଳିବ ଆଡପ…

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଶୁକ୍ରବାର ସନ୍ଧ୍ୟାରେ ଗୋଟି ପହଣ୍ଡି ଶେଷ ହେବା ପରେ ଚତୁର୍ଦ୍ଧାମୂରତି ମାନେ ଜନ୍ମବେଦୀରେ ବିରାଜମାନ କରିଛନ୍ତିି। ତାଳଧ୍ୱଜରୁ ବଳଭଦ୍ର, ଦର୍ପଦଳନରୁ ଦେବୀ ସୁଭଦ୍ରା,ସୁଦର୍ଶନ ଓ ନନ୍ଦିଘୋଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତଳକୁ…

ହିସାବ ପୂର୍ବରୁ ହୃତକମ୍ପନ । ରିପୋର୍ଟ ଦେବେ ମନ୍ତ୍ରୀ, ନମ୍ବର ଦେବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ସାତ ଆସୁଛି, ନିଦ ହଜିଛି । ହିସାବ ଦେବା ପୂର୍ବରୁ ହାର୍ଟବିଟ ବଢୁଛି । କାରଣ ଆସନ୍ତା ୭ରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦକ୍ଷତାର ପ୍ରମାଣପତ୍ର ଦେବେ ମନ୍ତ୍ରୀ । ଦାୟିତ୍ୱ ନେବା ପରେ କେତେ କାମ ହୋଇଛି, ଲୋକେ ଏହାର କେତେ ସୁଫଳ ପାଇଛନ୍ତି । ଏନେଇ ବିଭାଗୱାରୀ ରିପୋର୍ଟ ଦେବେ…

ଜୀବନ ଯୁଦ୍ଧରେ ହାରିଗଲେ ଢେଙ୍କାନାଳର ଯୋଡା ଶିଶୁ କନ୍ୟା । କଟକ ଶିଶୁ ଭବନରେ ଶେଷ ନିଶ୍ୱାସ କଲେ ତ୍ୟାଗ

କନକ ବ୍ୟୁରୋ : ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଢେଙ୍କାନାଳର ୨ ଶିଶୁ । କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡା ଶିଶୁକନ୍ୟା । ମିଳିଥିବା ସୂଚନା ଅନୁସାରେ ଏହି ଯୋଡା ଶିଶୁ ଢେଙ୍କାନାଳର । ଜନ୍ମ ହେବା ପରେ ଉଭୟ ଶିଶୁ ପରସ୍ପର ସହ ଯୋଡି ହୋଇ ରହିଥିଲେ ।…

ବାଂଲାଦେଶକୁ ୭ ରନରେ ଅଲଆଉଟ କରିନପାରି ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ମ୍ୟାଚ୍ ମଝିରୁ ଶେଷ ହେଲା ପାକିସ୍ତାନର…

ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ଟାଇଟଲ ରେସରୁ ବାଦ୍ ପଡିଲା ପାକିସ୍ତାନ । ସେମିଫାଇନାଲରେ ଏଣ୍ଟ୍ରି ପାଇଁ ଆଜି ପାକିସ୍ତାନ ମୈଦାନକୁ ଓହ୍ଲାଇଥିବା ବେଳେ ମଝି ମ୍ୟାଚରୁ ହିଁ ସର୍ଫରାଜ ସିପାହୀଙ୍କ ବିଶ୍ୱକପ ଅଭିଯାନ ଶେଷ ହୋଇଛି । ୧୯୯୨ର ଏହି ବିଶ୍ୱକପ ଚାମ୍ପିୟନ ଟିମ୍ ସେମିଫାଇନାଲ ରେସରୁ…