Daily Archives

July 4, 2019

ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରରେ ଗଡୁଛି ରଥ । ଭାବର ଡ଼ୋରୀରେ ରଥକୁ ଟାଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ କେବଳ ଶ୍ରୀକ୍ଷେତ୍ର ନୁହେଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ବଳଦେବଜୀଉଙ୍କୁ ଲୀଳାଖେଳାରେ ପ୍ରକମ୍ପିତ ହେଉଛି । ପବିତ୍ର ତୁଳସୀ କ୍ଷେତ୍ର ‘କେନ୍ଦ୍ରାପଡ଼ା’ ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜିଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀଙ୍କ ସହିତ ରଥଯାତ୍ରାରେ…

ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଜଗା ଧ୍ୱନିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ ।

କନକ ବ୍ୟୁରୋ : ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବାଜା ଓ ସଂକୀର୍ତନରେ କମ୍ପୁଛି ବଡଦାଣ୍ଡ । ତିନିଠାକୁରଙ୍କ ରଥ ମାଉସୀଙ୍କ ଘର ଆଡକୁ ଆଗଉଥିବା ବେଳେ ଭକ୍ତଙ୍କ ଗହଳି ମଧ୍ୟ ବଡଦାଣ୍ଡରେ ବଢି ବଢି ଚାଲିଛି । ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳୁଛି…

କଂଗ୍ରେସ ବିଧାୟକଙ୍କ ଦବଙ୍ଗଗିରି । ସର୍ବସମ୍ମୁଖରେ ଇଞ୍ଜିନିୟରଙ୍କ ଉପରେ ଢାଳିଲେ କାଦୁଅ ପାଣି, ଭିଡିଓ ହେଲା ଭାଇରାଲ ।

ବିଧାୟକଙ୍କ ଦବଙ୍ଗଗିରି । ଟାର୍ଗେଟରେ ସରକାରୀ ଅଫିସର । ଓଡିଶା, ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ବିଧାୟକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କ ପୁଅ ନୀତିଶ ରାଣେଙ୍କ ଦବଙ୍ଗଗିରି ଏବେ…

ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ, ଶେଷେ ଗଲେ କାଳିଆ ଗୋସେଇଁ..ବଡ଼ଦାଣ୍ଡେ ଗହଳ ଲଗାଇ ।

କନକ ବ୍ୟୁରୋ : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ, ଶେଷେ ଗଲେ କାଳିଆ ଗୋସେଇଁ..ବଡ଼ଦାଣ୍ଡେ ଗହଳ ଲଗାଇ । ରଥାରୁଢ଼ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା…

ସାହସୀ ଯବାନଙ୍କୁ ସଲାମ । ପାହାଡ ଉପରୁ ଖସୁଥିଲା ବଡ ବଡ ପଥର, ସୁରକ୍ଷା ଢାଲ ହୋଇ ଛିଡା ହେବା ସହ ବଞ୍ଚାଇଲେ…

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷା ଢାଲ ହୋଇ ଛିଡା ହେଲେ ସେନା ଯବାନ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ୧ ଜୁଲାଇରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭୋଳାବାବାଙ୍କୁ ଦର୍ଶନ କରିବାକୁ ଯାତ୍ରା କରିଛନ୍ତି ।…

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ତିନି ଠାକୁରଙ୍କୁ ଟାଣି ନେଉଛନ୍ତି ଲକ୍ଷ…

କନକ ବ୍ୟୁରୋ : ବଡଦାଣ୍ଡରେ ଭାବମୟ ପରିବେଶ । ଜଗା ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ତିନି ଠାକୁର । । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ…