Daily Archives

July 4, 2019

ରଥ ନୁହେଁ ଶଗଡରେ ଗଲେ ଶ୍ରୀଜିଉ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜଗନ୍ନାଥ ଗଲେ ମାଉସୀଘର, ଭକ୍ତିର ବର୍ଷାରେ ଭିଜିଲା…

କନକ ବ୍ୟୁରୋ : ବିଶ୍ଵନିୟନ୍ତା ମହାପ୍ରଭୁ ଜଗନ୍ନାଥ ଆଜି ମାଉସୀ ଘରକୁ ଯାଇଛନ୍ତି । ଭାଇ ବଳଭଦ୍ର ଓ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଗୁଣ୍ଡିଚା ମାଉସୀ ପାଖକୁ ଯାଇଛନ୍ତି କାଳିଆ ଠାକୁର । କେବଳ ଶ୍ରୀକ୍ଷେତ୍ର ନୁହଁ, ବରଂ ଓଡିଶା ବାହାରେ ବି ଜଗନ୍ନାଥପ୍ରେମୀ ରଥଯାତ୍ରାର ଆୟୋଜନ…

ଯେକୌଣସି ମୁହୂର୍ତ୍ତରେ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ଗିରଫ କରିପାରେ ପାକିସ୍ତାନ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର…

ଆକ୍ସନ ମୋଡରେ ପାକିସ୍ତାନ । ଗିରଫ ହୋଇପାରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ୍ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଓ ତାର ୧୨ ଜଣ ଘନିଷ୍ଠ ସହଯୋଗୀଙ୍କୁ ପାକିସ୍ତାନ ସରକାର ଖୁବଶୀଘ୍ର ଗିରଫ କରିପାରନ୍ତି । ସେମାନଙ୍କ ବିରୋଧରେ ଆତଙ୍କବାଦ ଓ…

ବ୍ୟାସନଗରରେ ମଝି ବାଟରେ ଭାଙ୍ଗିଗଲା ରଥ ଚକ । ଶ୍ରୀଜିଉଙ୍କୁ ଭାରରେ ନେଲେ ସେବାୟତ,ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ।

କନକ ବ୍ୟୁରୋ : ଭାରରେ ବୁହାହେଲେ ଭାବଗ୍ରାହୀ । ରଥଟଣା ବେଳେ ରଥ ଚକ ଭାଙ୍ଗିଯିବା ଫଳରେ ଭାରରେ ବୁହା ହୋଇଛନ୍ତି ଶ୍ରୀଜିଉ । ଏଭଳି ଘଟଣା ଯାଜପୁରର ବ୍ୟାସସରୋବରରେ ଦେଖିବାକୁ ମିଳିଛି । ରଥ ବିନା ଭାରରେ ଠାକୁରଙ୍କୁ ବୋହିନେବା ଘଟଣା ଜଣାପଡିବା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ…

ଗିରଫ ହେଲେ କଂଗ୍ରେସର ଦବଙ୍ଗ ବିଧାୟକ । ରାସ୍ତା ଖରାପ ପାଇଁ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ଢାଳିଥିଲେ, FIR ପରେ…

ଗିରଫ ହେଲେ କଂଗ୍ରେସର ଦବଙ୍ଗ ବିଧାୟକ । ସର୍ବସମ୍ମୁଖରେ ଇଞ୍ଜିନିୟରଙ୍କୁ ମାଡ ମାରିବା, ଗାଳି କରିବା ତଥା କାଦୁଅ ପାଣି ଢାଳିବା ଘଟଣାରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ରାଣେଙ୍କୁ ଗିରଫ କରିଛି ପୋଲିସ । କେବଳ ନିତେଶ ନୁହଁନ୍ତି ବରଂ ତାଙ୍କର ୫୦ ସମର୍ଥକଙ୍କ ବିରୋଧରେ ଏଫଆଇଆର ରୁଜୁ…

କେନ୍ଦ୍ର ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ମୋଦୀ ସରକାର ଦେଖାଇଲେ ବଡ଼ ସ୍ୱପ୍ନ, ୨୦୨୫ରେ ୫…

କନକ ବ୍ୟୁରୋ: ଆସନ୍ତାକାଲି ଆଗତ ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ କରିବେ ସାଧାରଣ ବଜେଟ୍ । ତେବେ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର…