Daily Archives

July 3, 2019

ରଥଯାତ୍ରା ପାଇଁ ଛାଡ ହେବନି ଟୋଲଗେଟ୍ ଫି ! ସ୍ପଷ୍ଟ କଲା ଏନଏଚଏଆଇ, ପୂର୍ବରୁ ଟୋଲ୍ ଫି ଛାଡ ପାଇଁ ଘୋଷଣା କରିଥିଲା…

କନକ ବ୍ୟୁରୋ : ରଥଯାତ୍ରା ସମୟରେ ଛାଡ ହେବନାହିଁ ଟୋଲଗେଟ୍ ଫି । ଏନେଇ ଆଜି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ଟୋଲ୍ ଗେଟ୍ ଛାଡ ହେବା ନେଇ ଘୋଷଣା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ବିନା ଆଲୋଚନାରେ ଶ୍ରୀମନ୍ଦିର…

ଅପେକ୍ଷା କରିଛି ଭକ୍ତ, ଅପେକ୍ଷା କରିଛନ୍ତି ଭଗବାନ ! ଦୁହେଁ ଦୁହିଁଙ୍କୁ ଦେଖିବେ ବୋଲି କାହାକୁ ନାହିଁ ନିଦ…

କନକ ବ୍ୟୁରୋ: ସିନ୍ଦୂରା ଫାଟିବାକୁ ସମସ୍ତଙ୍କ ଅପେକ୍ଷା । ରାତିର ଅନ୍ଧାର ଚିରି ଶ୍ରୀକ୍ଷେତ୍ର ଆକାଶରେ ସୂର୍ଯ୍ୟ କେତେବେଳେ ଉଁଇବେ ସେହି ମୁହୂର୍ତ୍ତକୁ ଚାତକ ପରି ଚାହିଁ ରହିଛନ୍ତି ସମସ୍ତେ । ଖାଲି ଭକ୍ତ ନୁହଁନ୍ତି, ଭାବରେ ଉବୁଟୁବୁ ହେଉଥିବା ସାରା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କୁ ଚାହିଁ…

କ୍ରିକେଟର ରାୟଡୁଙ୍କୁ ବଡ ଅଫର । ନିଜ ଟିମ୍ ପାଇଁ ଖେଳିବାକୁ ଅଫର ଦେଲା ଏହି ଦେଶ?

ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆଉ ଏହାସହ ଭାରତ ପାଇଁ ବିଶ୍ୱକପ ଖେଳିବାର ସ୍ୱପ୍ନ ମଧ୍ୟ ରାୟଡୁଙ୍କର ଅଧୁରା ରହିଛି । ଭାରତର ବିଶ୍ୱକପ କ୍ରିକେଟ ଟିମରେ ସ୍ଥାନ ନ ପାଇବା କାରଣରୁ କ୍ରିକେଟକୁ ବାଏ ବାଏ…

ଛାଟିପିଟି ହୋଇ କାନ୍ଦୁଛି ଛ ବର୍ଷର ରଚିତା । ହୃଦୟରେ ଛିଦ୍ର ପାଇଁ କାନ୍ଦୁଛି ଯେ କାନ୍ଦୁଛି…ପଢନ୍ତୁ କୁନି ଝିଅର…

କନକ ବ୍ୟୁରୋ: କଇଁ କଇଁ କାନ୍ଦୁଛି କୁନି ଝିଅ । ଜୀବନଠୁ ଯନ୍ତ୍ରଣା ବଳି ଯାଉଥିବାରୁ ଜନ୍ମହେଲା ଦିନରୁ ସେମିତି କାନ୍ଦୁଛି କଅଁଳ କଢି । କୁନି ଝିଅ ରଚିତାର ଏ କାନ୍ଦ ଆଜି ନୁହେଁ, ଦୀର୍ଘ ଛ ବର୍ଷ ହେଲା ଛାଟିପିଟି ହୋଇ ରାହା ଛାଡି କାନ୍ଦୁଛି ରଚିତା । ମାଆ ଗର୍ଭରୁ ହୃତ୍ପିଣ୍ଡରେ ଛିଦ୍ର ନେଇ…

ଡାଉନ ହେଲା ଫେସବୁକ୍ ଓ ହ୍ୱାଟସଆପ ସର୍ଭର । ଡାଉନଲୋଡ ହେଉନାହିଁ ଫଟୋ କିମ୍ବା ଭିଡ଼ିଓ, ସମସ୍ୟା ଜଣାଇବାକୁ ଟ୍ୱିଟରର…

ବିଶ୍ୱର ଅଧିକାଂଶ ସ୍ଥାନରେ ଡାଉନ ହେଲା ସୋସିଆଲ ମିଡିଆ ଆପ୍ । ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ବିଶ୍ୱର ଅଧିକାଂଶ ସ୍ଥାନରେ ଡାଉନ ରହିଛି । ଏନେଇ ଟ୍ୱିଟରରେ ଫେସବୁକ ଓ ହ୍ୱାଟସଆପ ଡାଉନ ଥିବା ଫଟୋ ସେୟାର କରୁଛନ୍ତି ୟୁଜର୍ସ । ଆଜି ସନ୍ଧ୍ୟାରୁ ଭାରତ ସମେତ…

ପାକିସ୍ତାନରେ ଲୁଚିଛି ଦାଉଦ୍ ! ଆମେରିକା ଦେଲା ଡନର ଠିକଣା, କୋର୍ଟରେ ତଥ୍ୟ ରଖିଲେ ଏଫବିଆଇ ଓକିଲ, କହିଲେ ପାକିସ୍ତାନର…

କନକ ବ୍ୟୁରୋ : ପାକିସ୍ତାନରେ ଲୁଚିଛି ଦାଉଦ୍ । ଯେଉଁ କଥାକୁ ବର୍ଷ ବର୍ଷ ଧରି ପାକିସ୍ତାନ ଖଣ୍ଡନ କରି ଆସୁଥିଲା ଆଜି ତାର ପୁଣି ଖୁଲାସା ହୋଇଛି । ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ ଏବେ ଲୁଚିଛି ପାକିସ୍ତାନର କରାଚୀରେ । ଏକଥା ସ୍ପଷ୍ଟ କରିଛି ଆମେରିକା । ଲଣ୍ଡନର ଏକ କୋର୍ଟରେ…