Daily Archives

July 2, 2019

‘ସୀତା ଭୋକ ପାଇଁ ମରିନି, ମରିଛି ପାରିବାରିକ କଳହ ପାଇଁ’…ବିଡିଓଙ୍କ ଏ କି ବୟାନ ?

କନକ ବ୍ୟୁରୋ: ଅନାହାର ଆଁରେ ମାଲକାନଗିରି ମାଆ ମରିଯିବା ପରେ ଏବେ ନିଜ ମୁଣ୍ଡରୁ ଦୋଷ ଖାସାଇବାକୁ ଚେଷ୍ଟା କରୁଛି ଜିଲ୍ଲା ପ୍ରଶାସନ । ମୃତା ସୀତା ମାଡକାମୀର ଅବର୍ତ୍ତମାନରେ ଡାହା ମିଛ କହି ଦୋଷ ଦୁର୍ବଳତାକୁ ଲୁଚାଇବାକୁ ପଛାଉନି ଜିଲ୍ଲା ପ୍ରଶାସନ । ସୀତା ତ ଆଉ ଏପାରିରେ ନାହିଁ ତେଣୁ ମିଛ…

ରାଜ୍ୟ ସରକାର ବଢାଇଲେ ମିଡ୍ ଡେ ମିଲ୍ ଖର୍ଚ୍ଚ । ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ବଢିଲା କେତେ ଟଙ୍କା?

କନକ ବ୍ୟୁରୋ : ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ବଢିଲା । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ବଢାଇଛନ୍ତି ସରକାର । ବିଭିନ୍ନ ସାମଗ୍ରୀର ବଜାର ଦର ବଢୁଥିବାରୁ ମିଡ୍ ଡେ ମିଲ୍ ଖର୍ଚ୍ଚ ମଧ୍ୟ ବଢାଇଛନ୍ତି ସରକାର ।…

ଗାଁର ବିକାଶ ନୁହେଁ ସରକାରୀ ବାବୁଙ୍କ ବାସଭବନ ମରାମତି ପାଇଁ ଲାଗିଲା କମ୍ପାନି ଟଙ୍କା ! ସିଏସଆର ପାଣ୍ଠିରୁ ଖର୍ଚ୍ଚ…

କନକ ବ୍ୟୁରୋ : ସରକାରୀ ବାବୁଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ସିଏସଆର ପାଣ୍ଠି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖଣି କଂପାନୀର ଅର୍ଥ ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି । ରୁଙ୍ଗଟା କଂପାନୀ ତାର ସିଏସଆର ପାଣ୍ଠିରୁ ପ୍ରାୟ ୬୫…

ୱେଲମାର୍କ ଲୋ’ ପ୍ରେସର ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି । ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୬ରୁ ପ୍ରବଳ…

କନକ ବ୍ୟୁରୋ: ଓଡିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା , ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ବର୍ଷାର ପରିମାଣ କମିଛି । ପାଣିପାଗ…

୧୬୯୮ ଗାଁରେ ପହଞ୍ଚିନି ବିଶୁଦ୍ଧ ପାନୀୟ ଜଳ । ସମସ୍ୟାର ସମାଧାନ କଣ ପଦକ୍ଷେପ ନେଇଛନ୍ତି ସରକାର, ବିଧାନସଭାରେ ଉତ୍ତର…

କନକ ବ୍ୟୁରୋ : ପୂରା ବିଶ୍ୱକୁ ଏବେ ଘାରିଲାଣି ଜଳ ସଙ୍କଟ । ଏହି ତାଲିକାରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ । ଏସବୁ ଭିତରେ ରାଜ୍ୟର ଏମିତି ଅନେକ ଜିଲ୍ଲା ରହିଛି ଯେଉଁଠି ଏଯାଏଁ ବିଶୁଦ୍ଧ ପାନୀୟ ଜଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ସହରକୁ ଛାଡିଦେଲେ ରାଜ୍ୟର ଅନେକ ଗାଁ ରହିଛି…