Daily Archives

July 2, 2019

ମହାପ୍ରଭୁଙ୍କ ନୂଆ ୱେବସାଇଟ୍ ଉନ୍ମୋଚିତ । ଆଗକୁ ଅନଲାଇନରେ ବଡଠାକୁରଙ୍କୁ ନିମନ୍ତ୍ରଣ କାର୍ଡ ପଠାଇପାରିବେ ଭକ୍ତ ।

କନକ ବ୍ୟୁରୋ : ୱେବସାଇଟରେ ମିଳିବ ମହାପ୍ରଭୁଙ୍କ ଟିକିନିକି ତଥ୍ୟ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଉନ୍ମୋଚନ ହୋଇଛି ବଡଠାକୁରଙ୍କ ନୂଆ ଅଫିସିଆଲ ୱେବସାଇଟ୍ shreejagannath.in। ଗଜପତି ମହାରାଜ ଦିବ୍ୟସିଂହଦେଓ ଏହି ନୂଆ ଅଫିସିଆଲ ୱେବସାଇଟକୁ ଉନ୍ମୋଚିତ କରିଛନ୍ତି । ଏହି ନୂଆ…

ଓଡିଶାରେ ଅଛି ସ୍କଟଲ୍ୟାଣ୍ଡପୁର: ଆପଣ ଗଲେଣି କି ? ତାହାଲେ ଜାଣନ୍ତୁ ଆଉ ଯାଆନ୍ତୁ ଦେଶୀ ରାଜ୍ୟରେ ଥିବା ଏହି ବିଦେଶୀ…

କନକ ବ୍ୟୁରୋ: ଓଡିଶାରେ ବି ଅଛି ସ୍କଟଲ୍ୟାଣ୍ଡପୁର । ଦେଶୀ ରାଜ୍ୟରେ ଅଛି ବିଦେଶୀ ନାଁରେ ଗାଁ । ତେବେ କେଉଁଠି ଏ ଜାଗା ଅଛି, ୩୦ଟି ଜିଲ୍ଲା ମଧ୍ୟରୁ କେଉଁ ଜିଲ୍ଲାରେ ଏମିତି ଏକ ବିରଳ ନାମ ଥିବା ଗାଁ ଅଛି । ଗାଁ ନାଁଟା ଶୁଣିବା ପରେ ଜାଗା ଜାଣିବାକୁ ସମସ୍ତଙ୍କ ମନରେ ନିଶ୍ଚିତ ଉକ୍ରଣ୍ଠା…

ବିଶ୍ୱକପ ସେମିଫାଇନାଲରେ ବିରାଟ ବାହିନୀ । ଟାଇଟଲ ରେସରୁ ବିଦା ହେଲା ବାଂଲାଦେଶ ।

କନକ ବ୍ୟୁରୋ : ବାଂଲାଦେଶକୁ ମାତ୍ ଦେଇ ବିଶ୍ୱକପ ସେମିଫାଇନାଲ ଟିକେଟ ହାତେଇଛି ବିରାଟ ବାହିନୀ । ବାଂଲାଦେଶକୁ ୨୮ ରନରେ ମାତ୍ ଦେଇ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଆଉ ଏହାସହ ବିଶ୍ୱକପ ଟ୍ରଫି ଠାରୁ ୨ ପାଦ ଦୂରରେ ରହିଛି କୋହଲି ଆଣ୍ଡ କୋ…

ଲେଡ଼ିଜ ହଷ୍ଟେଲରେ କିଏ ଦେଲା ଭଡ଼ା? ଛାତ୍ରୀ ନିବାସରେ କେବେଠୁ ରହିଲେଣି ପୁରୁଷ, ସାମ୍ନାକୁ ଆସିଲା ସଙ୍ଗୀନ ଅଭିଯୋଗ?

କନକ ବ୍ୟୁରୋ : ଲେଡ଼ିଜ ହଷ୍ଟେଲରେ ବର୍ଷ ବର୍ଷ ଧରି ରହୁଛନ୍ତି ଯୁବକ । ତାହା ବି ପୁଣି ଭଡ଼ାରେ । କୌଣସି ଅପହଞ୍ଚ ଇଲାକାରେ ନୁହେଁ ବରଂ ଖୋଦ୍ ରାଜଧାନୀର ଛାତି ଉପରେ ଥିବା କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସର ସତ ଏବେ ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ କ୍ୟାମ୍ପସରେ ଶହ ଶହ ନାବାଳିକା…

ବିରାଟ ବାହିନୀକୁ ଉତ୍ସାହିତ କରିବାକୁ ବର୍ମିଂହାମରେ ୮୭ ବର୍ଷିୟା ବୃଦ୍ଧା: କହିଲେ ୧୯୮୩ ପାଇଁ ପ୍ରାର୍ଥନା କରିଥିଲି ଆଉ…

କନକ ବ୍ୟୁରୋ: ହାତରେ ତ୍ରିରଙ୍ଗା ପତାକା, ବେକରେ ଅଶୋକ ଚକ୍ର ଥିବା ଉତ୍ତରୀୟ ଆଉ ପାଟିରେ ପେଁକାଳି ଫୁଙ୍କି ଭାରତକୁ ଚିଅର ଅଫ କରୁଛନ୍ତି ଜଣେ ବୃଦ୍ଧା । ବର୍ମିଂହାମରେ ବସି ବିରାଟ ବାହିନୀର ଖେଳ ଦେଖୁଛନ୍ତି ୮୭ ବର୍ଷିୟା ବୃଦ୍ଧା । ହ୍ୱିଲ ଚେୟାରର ସାହାଯ୍ୟ ନେଇଥିଲେ ବି ମ୍ୟାଚ ନିଶା ଆଗରେ…

ବିଧାନସଭାରେ ବୁନୁଙ୍କ ଜଳବାଣ ! ମେୟର ଥିଲା ବେଳେ ତାଙ୍କୁ ଯାହା ପଚରା ହୁଏ, ସେହି କଥା ମନ୍ତ୍ରୀଙ୍କୁ ପଚାରିଲେ ଅନନ୍ତ

କନକ ବ୍ୟୁରୋ: ବଦଳିଗଲେ ବୁନୁ । ବିଧାୟକ ହେବା ପରେ ପୂରାପୂରି ପରିବର୍ତ୍ତନ ହୋଇଗଲେ ପୂର୍ବତନ ମେୟର । ନିର୍ବାଚନ ରେଜଲ୍ଟ ବାହାରିବାକୁ ଚାଳିଶ ଦିନ ବି ହୋଇନି ହେଲେ ଗୋଟିଏ ଚରିତ୍ରରୁ ବାହାରି ଆଉ ଏକ ଚରିତ୍ରରେ ଅଭିନୟ ଆରମ୍ଭ କରିଦେଲେଣି ଅନନ୍ତ ନାରାୟଣ ଜେନା । ବିଧାୟକ ହେବା ପରେ ଆଜି…