Daily Archives

July 1, 2019

କାଶ୍ମୀରରେ ୬ ମାସ ରାଷ୍ଟ୍ରପତି ଶାସନ ବଢାଇବା ପ୍ରସ୍ତାବକୁ ରାଜ୍ୟସଭାରେ ବିଜେଡିର ସମର୍ଥନ । ଗୃହମନ୍ତ୍ରୀ ଅମିତ ଶାହା…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଜାରି ରହିବ ରାଷ୍ଟ୍ରପତି ଶାସନ । ଆହୁରି ୬ ମାସ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆଜି ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪…

ଗାଡି଼ ଚାଲିବନି, ଡଙ୍ଗା ଚାଲିବ ? ସ୍ମାର୍ଟସିଟି କହିବାକୁ ଲାଜ ଲାଗୁଛି…

କନକ ବ୍ୟୁରୋ : ବର୍ଷା ଆସିଲା, ମୁଣ୍ଡ ବିନ୍ଧିଲା, ଆରମ୍ଭ ହେଲା ଦହଗଞ୍ଜର ଦିନ । ବର୍ଷା ସିନେମା ଓ କବିତାରେ ଭାରି ଭଲ ଲାଗେ ସିନା ହେଲେ ପ୍ରକୃତରେ ବର୍ଷା ଯେ କେତେ ବିରକ୍ତିକର ତାହା ଭୁବନେଶ୍ୱରିଆଙ୍କ ଛଡା ଆଉ କେହି କହିପାରିବେନି । ରାଜଧାନୀବାସୀ ମୁଣ୍ଡଫଟା ଖରାକୁ ପିଠି ପତେଇ ସହିଯିବେ ସତ…

ଯୋଜନାର ନାଁ ‘ଭୋକ’ ! ପାଣିରେ ମିଳେଇ ଗଲା ସରକାରଙ୍କ ‘ପେଟପୂରା’ ପ୍ରତିଶ୍ରୁତି…?

କନକ ବ୍ୟୁରୋ: କିଏ କହିଲା ଓଡିଶାର ଲୋକେ ଆଉ ଭୋକରେ ଶୋଉ ନାହାନ୍ତି? କିଏ କହିଲା ଓଡିଶାରେ ଗରିବ ଆଉ ଭୋକରେ ମରୁ ନାହାନ୍ତି? କୁଆଡେ ଗଲା ସରକାର ଦେଖାଇଥିବା ସେ ସୁନେଲୀ ସ୍ୱପ୍ନ, ଦେଇଥିବା ସେ ପେଟପୂରା ପ୍ରତିଶ୍ରୁତି । ‘ଓଡିଶାରେ କେହି ଭୋକିଲା ରହିବେନି’...ନିର୍ବାଚନ ପୂର୍ବରୁ ବିଜେଡି…

ପୋଲାଭରମ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ପ୍ରକଳ୍ପ…

କନକ ବ୍ୟୁରୋ : ପୋଲାଭରମ୍ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଚାରଧୀନ ମାମଲା ଓ ବିଭିନ୍ନ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତୁରନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ…

ଅଧ୍ୟକ୍ଷ ପଦ ଛାଡିବା ଜିଦରେ ରାହୁଲ । ମନାଇବାରେ ବିଫଳ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନଶନରେ ବସିଲେ କର୍ମୀ…

କନକ ବ୍ୟୁରୋ : ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ । ଆଜି ଦିଲ୍ଲୀରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାହୁଲଙ୍କୁ ମନାଇ ପାରିନାହାନ୍ତି । ୨ଘଂଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ରାହୁଲ । ତାଙ୍କ ସହ ସାକ୍ଷାତ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍…

ଅଧାବାଟରେ ଅଟକିଛି କେନ୍ଦ୍ରାପଡ଼ା ଟ୍ରେନ । ଇଞ୍ଜିନ ଗଡିବାକୁ ଲାଗିଲା ୨୩ ବର୍ଷ, ଟ୍ରାକରେ ଟ୍ରେନ ଆସିବ କେବେ?

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ରାପଡ଼ା କାନରେ ଶୁଭିବ ଟ୍ରେନର ଛୁକ୍ ଛୁକ୍ ଶବ୍ଦ । ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ସତ ହେବାକୁ ଯାଉଛି କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ । କାରଣ ପାରାଦୀପ-ହରିଦାସପୁର ନବନିର୍ମିତ ରେଲୱେ ଟ୍ରାକ ଉପରେ ଦ୍ରୁତ ଗତିରେ ଧାଇଁବ ଟ୍ରେନ । ଆଉ ଏହା ମଝିରେ…