Daily Archives

June 30, 2019

ରନୱେ ବାହାରେ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ ! ଅଳ୍ପକେ ବର୍ତ୍ତିଲା ଶହ ଶହ ଜୀବନ ।

କନକ ବ୍ୟୁରୋ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ମାଙ୍ଗାଲୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ରନୱେରେ ଲ୍ୟାଣ୍ଡ୍‌ କରିବା ବେଳେ ଘୋଷାରି ହୋଇ ରନୱେ ନିକଟସ୍ଥ ଘାସ ଉପରେ ଲ୍ୟାଣ୍ଡ୍‌ କରିଥିବା ସୂଚନା ରହିଛି । ଏହି କାରଣରୁ ବିମାନ ବନ୍ଦରର ସମସ୍ତ କାର୍ଯ୍ୟକୁ…

ଭୂତ ଛଡାଇବାକୁ ଯାଇ ବାବାର କଳା କାରନାମା ! ମହିଳାଙ୍କୁ ଦୁଷ୍କର୍ମ କରିବାକୁ କଲା ଉଦ୍ୟମ, ପୋଲିସ ହାତରେ ବାବା ଗିରଫ ।

କନକ ବ୍ୟୁରୋ : ସାଧୁ ବେଶରେ ଆସିଥିଲା ସୈତାନ । ଝଡାଫୁଙ୍କା କରିବା ଆଳରେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ ଭଣ୍ଡ ବାବା ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏୟାରଫିଲଡ ଥାନା ପୁଲିସ । ସୂଚନା ଅନୁସାରେ ସୁନ୍ଦରପଦା ଅଂଚଳର ଜଣେ ବାଳିକାଙ୍କୁ ଭୂତ…

ବର୍ଷାର ବନ୍ୟା ଧମକ ! ଲଗାଣ ବର୍ଷା ସୃଷ୍ଟି କରିପାରେ ବନ୍ୟା ପରିସ୍ଥିତି । କେତେ ସରିଛି ନଦୀବନ୍ଧ କାମ, କେତେ ସଜାଗ…

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲାଗିରହିବ ବର୍ଷା । ଆଜି ଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସାରା ଓଡିଶାରେ ବର୍ଷା ଜାରି ରହିବ । ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି…

ପାକିସ୍ତାନର ଭାରତ ପ୍ରେମ । ଟିମ୍ ଇଣ୍ଡିଆ ସପକ୍ଷରେ ନାରାବାଜି କଲେ ପାକ୍ ସମର୍ଥକ, ଭାରତ ଜିତିଲେ ସେମିଫାଇନାଲ ଯାଇପାରେ…

କନକ ବ୍ୟୁରୋ : ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିଙ୍କ ମୁହଁରେ ପ୍ରଶଂସା । ଭାରତ ସପକ୍ଷରେ ନାରା ଲଗାଇଛନ୍ତି ପାକିସ୍ତାନୀ ସମର୍ଥକ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଏଭଳି ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ୍ରିକେଟ୍ ଷ୍ଟାଡିୟମରେ । ୱାର୍ଲଡ କପ୍ ସେମିଫାଇନାଲ ଟିକେଟ୍ ପାଇଁ ଭାରତର…

ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡର ଦମଦାର ବ୍ୟାଟିଂ । ସାମିଙ୍କୁ ମିଳିଲା ୫ ୱିକେଟ୍, ବିରାଟ ବାହିନୀ ଆଗରେ ୩୩୮ ରନର ବଡ…

କନକ ବ୍ୟୁରୋ : ଜନି ବେୟାରଷ୍ଟ୍ରୋଙ୍କ ଦମଦାର ଶତକ ଏବଂ ଜସନ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଭାରତକୁ ବଡ ଟାର୍ଗେଟ୍ ଦେଇଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ବିରାଟ ବାହିନୀ ଆଗରେ ରହିଛି ୩୩୮ ରନର ବିଜୟଲକ୍ଷ୍ୟ । ସୁପରସଣ୍ଡେର ଆଜି ଖେଳାଯାଉଛି ସୁପର ମୁକାବିଲା । ବିଶ୍ୱକପର…

ମଦ ବୋତଲରେ ମହାତ୍ମା ଗାନ୍ଧିଙ୍କ ଫଟୋ ! କମ୍ପାନି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କୁ ଦାବି ଜଣାଇଲେ…

କନକ ବ୍ୟୁରୋ : ଜାତିର ପିତାଙ୍କୁ ଅପମାନ ! ମଦ ବୋତଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ । ଇସ୍ରାଏଲର ମଦ କମ୍ପାନୀ ମାକା ବ୍ରେବରି ଏହାର ମଦ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଛି । ଯାହାକୁ ନେଇ ମହାତ୍ମାଗାନ୍ଧୀ ନ୍ୟାସନାଲ ଫାଉଣ୍ଡେସନର କର୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…