Daily Archives

June 29, 2019

ଆଫଗାନିସ୍ତାନ ଉପରେ ଭାରି ପଡିଲା ପାକିସ୍ତାନ । କର ବା ମର ପରିସ୍ଥିତିରେ ବାଜି ମାରିଲା ସରଫରାଜ୍ ସେନା ।

ଆଇସିସି (ଆଇସିସି) ବିଶ୍ୱକପର ୩୬ତମ ମ୍ୟାଚରେ ଶନିବାର ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ପାକିସ୍ତାନ ପରାସ୍ତ କରିଛି। ଶେଷ ଓଭରରେ ପାକିସ୍ତାନକୁ ୬ ରନ୍ ଦରକାର ଥିବା ବେଳେ ଟିମ୍ ୨ଟି ବଲ ବାକି ଥାଇ ବିଜୟ ଲାଭ କରିଛି। ପାକିସ୍ତାନ ୪୯.୪ ଓଭରରେ ୨୩୦ ରନ୍ କରିଛି। ଆଫଗାନିସ୍ତାନ ବିଜୟ…

୨୦୨୦ ଜୁନ୍ ୩୦ ସୁଦ୍ଧା ଦେଶରେ ଲାଗୁ ହେବ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା’ । କୁପୋଷଣ ନିରାକରଣ ଯୋଜନାରେ ସାମିଲ…

କନକ ବ୍ୟୁରୋ: ଆସନ୍ତା ୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ । ପାଶ୍ୱାନ…

ଚମକାଇଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ । ପ୍ରତିଦିନ ଜଳବାହିତ ରୋଗରୁ ୭ ଜଣ ଲୋକ ହରାଉଛନ୍ତି ଜୀବନ ।

କନକ ବ୍ୟୁରୋ: ଜଳ ପାଇଁ ଯାଉଛି ଜୀବନ । ଜଳବାହିତ ରୋଗରେ ଦେଶରେ ପ୍ରତିଦିନ ୭ଜଣ ଲୋକଙ୍କର ମୃତ୍ୟ ଘଟୁଛି । ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ହେଲଥ୍ ଇଣ୍ଟେଲଜେନ୍ସ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଖୁଲାସା ହୋଇଛି । ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ…

ପର୍ଯ୍ୟଟକଙ୍କ ପାଇଁ ଅଡୁଆ ସାଜିଲା ବର୍ଷା । ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ଆସି ହେଲେ ହନ୍ତସନ୍ତ ।

ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଅନେକ ଦୁରଦୁରାନ୍ତରରୁ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ବର୍ଷା ପର୍ଯ୍ୟଟକମାନଙ୍କ ପାଇଁ ଅଡୁଆ ସାଜିଛି । ଗୁଜୁରାଟ ବଡୋଦରାରେ ପ୍ରବଳ ବର୍ଷା ହେତୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ବର୍ଷା ଷ୍ଟାଚ୍ୟୁ ଅଫ୍ ୟୁନିଟି…

IASସ୍ତରରେ ଅଦଳବଦଳ । ବିବାଦ ପରେ ବଦଳି ହେଲେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା ।

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ପୁଣିଥରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏଥର ସରକାରଙ୍କ ସ୍କାନରକୁ ଆସି ବଦଳି ହୋଇଛନ୍ତି ବିବାଦୀୟ ସୁ୍ନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା । ତାଙ୍କୁ ବଦଳି କରାଯାଇ ଦକ୍ଷତା ବିକାଶ ଓ ପ୍ରାଧିକରଣ ବିଭାର ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।…