Daily Archives

June 28, 2019

ବତ୍ୟା ପରେ ବୁଦ୍ଧି ଶିଖିଲା ଓଡିଶା ! ବିପର୍ଯ୍ୟୟ ପ୍ରଶମନ ପାଇଁ ବଜେଟରେ ବଡ ବ୍ୟୟବରାଦ

କନକ ବ୍ୟୁରୋ: ବତ୍ୟା ପରେ ବୁଦ୍ଧି ଶିଖିଛି ଓଡିଶା । ବିପର୍ଯ୍ୟୟ ହେଲେ କେମିତି ମୁକାବିଲା କରିବାକୁ ପଡେ ତାର ଗୋଟେ ବଡ ଶିକ୍ଷା ପାଇଛି ଓଡିଶା । ଆଉ ସେଇଥି ପାଇଁ ଚଳିତ ବଜେଟରେ ବିପର୍ଯ୍ୟୟ ପାଇଁ ବଡ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଫୋନି ଭଳି ଆଗାମୀ ଦିନରେ ବିପର୍ଯ୍ୟୟ ଆସିଲେ କେମିତି…

ଟିମ୍ ଇଣ୍ଡିଆର ନୂଆ ଜର୍ସିର ଫଟୋ ସେୟାର କଲା ବିସିସିଆଇ । ଇଂଲଣ୍ଡ ବିପକ୍ଷରେ କମଳା ରଙ୍ଗର ଜର୍ସିରେ ମୈଦାନକୁ ଓହ୍ଲାଇବ…

କନକ ବ୍ୟୁରୋ : କମଳା ରଙ୍ଗର ଜର୍ସି ପିନ୍ଧିବେ କମାଲ କରିବେ ବିରାଟ ବାହିନୀ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନୂଆ ଜର୍ସିରେ ନଜର ଆସିବେ କୋହଲି ଆଣ୍ଡ କୋ । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ବିସିସିଆଇ ନିଜ ଅଫିସିଆଲ ଟ୍ୱିଟର ପେଜରେ ଟିମ୍ ଇଣ୍ଡିଆର…

ତୃତୀୟ ଶ୍ରେଣୀ କର୍ମଚାରୀ, କିନ୍ତୁ ଧରୁଛନ୍ତି ଲକ୍ଷେ ଟଙ୍କାର ମୋବାଇଲ । ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ସମ୍ପତି…

କନକ ବ୍ୟୁରୋ: ତୃତୀୟ ଶ୍ରେଣୀ କର୍ମଚାରୀ । ହେଲେ ସମ୍ପତି କୋଟି କୋଟି ଟଙ୍କାର । ଭିଜିଲାନ୍ସ ଆଜି ଏଭଳି ଜଣେ ସରକାରୀ କର୍ମଚାରୀଙ୍କ ଘରେ ଚଢାଉ କରିଛି । ଆଉ ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଫୁଲବାଣୀ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ୫ଟି…

‘ମିଶନ ଶକ୍ତି’ ଓ ‘ମମତା’ ଉପରେ ଫୋକସ୍ କଲା ପୂଜାରୀଙ୍କ ପେଡି଼: କାହାକୁ ମିଳିଲା କେତେ ? ପଢନ୍ତୁ…

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ । ତେବେ ଚଳିତ ବଜେଟରେ କୃଷକଙ୍କ ସହ ମହିଳାଙ୍କୁ ମଧ୍ୟ ଅଧିକ ଫୋକସ୍ ଦେଇଛନ୍ତି ନବୀନ । ମହିଳା ଓ ଶିଶୁ ବିକାଶ ପାଇଁ ଏଥର ବଜେଟରେ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳାଙ୍କ ବିକାଶ ସହ ଏଥର…

ନୂଆ ସରକାରରେ ସ୍ୱାସ୍ଥ୍ୟକୁ ଫୋକସ୍: ବଢ଼ିଲା ସ୍ୱାସ୍ଥ୍ୟସେବା ପାଇଁ ବ୍ୟୟବରାଦ, ମଳିବ ୧୦ ଲକ୍ଷର ସୁବିଧା

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବଜେଟରେ ଚାଷୀଙ୍କୁ ଫୋକସ ଦେବା ସହ ସ୍ୱାସ୍ଥ୍ୟକୁ ମଧ୍ୟ ଅଧିକ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ନବୀନଙ୍କ ପଞ୍ଚମ…

ଶ୍ରୀଗୁଣ୍ଡିଚା ରଥଯାତ୍ରାକୁ କାହିଁକି କୁହାଯାଏ ‘ଧୂଳିଆ ଗୁଣ୍ଡିଚା ଯାତ୍ରା’ ?

କନକ ବ୍ୟୁରୋ : ସାରା ଓଡିଶାରେ ରଥଯାତ୍ରା କଥା ଆସିଲେ ଏକ ବିରାଟ ପର୍ବ କଥା ଲୋକମାନଙ୍କ ମନରେ ଆସିଥାଏ । କାରଣ ଏହି ଦିନ କେବଳ ଗର୍ଭଗୃହରୁ ଶ୍ରୀଜିଉମାନେ ବାହାରକୁ ଆସନ୍ତି । ଦଇତାସେବକ ମାନେ ଅଣସର ପିଣ୍ଡିରେ ଠାକୁରଙ୍କ ସେବା କରି ସୁସ୍ଥ କରିବା ପରେ ଏହି ଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ ।…