Daily Archives

June 28, 2019

ନଟଆଉଟର ପ୍ରମାଣ ଦେଲେ ନିଜେ ରୋହିତ । ସେୟାର କଲେ ଫଟୋ, ସୋସିଆଲ ମିଡ଼ିଆରେ ଥାର୍ଡ ଅମ୍ପାୟାରଙ୍କ ଧଜିଆ ଉଡ଼ାଇଲେ ପ୍ରଂଶସକ…

କନକ ବ୍ୟୁରୋ : ଗୁରୁବାର ୱେଷ୍ଟଇଣ୍ଡିଜ୍ - ଭାରତ ମୁକାବିଲାରେ ବିବାଦୀୟ ଢଙ୍ଗରେ ଆଉଟ୍ ହୋଇଥିଲେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ରୋଚଙ୍କ ବୋଲିଂରେ କଟ୍ ବିହାଇଣ୍ଡ ଘୋଷଣା କରିଥିଲେ ଥାର୍ଡ ଅମ୍ପାୟାର । ତେବେ ଆଜି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଫଟୋ ପକାଇବା ସେ ନଟ୍ ଆଉଟ୍ ଥିଲେ ବୋଲି…

ବଢୁଛି ଅଭିବୃଦ୍ଧି, କମୁନି ବେକାରୀ । ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ରାଜ୍ୟର ବେକାରୀ ହାର ଦେଶ ଠାରୁ ଅଧିକ ।

କନକ ବ୍ୟୁରୋ: ୨୦୧୮-୧୯ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି ଓଡ଼ିଶା ସରକାର । ସେଥିରେ ରାଜ୍ୟର ଅର୍ଥନୈତିକ ସ୍ୱାସ୍ଥ୍ୟର ବିବରଣୀ ଦିଆଯାଇଛି । ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ହେବା ଆକଳନ କରିଛନ୍ତି ସରକାର । ଯାହା ଦେଶର ଅଭିବୃଦ୍ଧି ଠାରୁ ଅଧିକ । ତେବେ ଏହି ସର୍ଭେ…

ରଥଯାତ୍ରା ଉପଲକ୍ଷେ ରେଡିଓ ଚକଲେଟର ଅଭିନବ କାର୍ଯ୍ୟକ୍ରମ । ଫରଚ୍ୟୁନେଟ୍-୧୫ ପ୍ରତିଯୋଗିତାର ଭାଗ ନିଅନ୍ତୁ, ରଥଯାତ୍ରାରେ…

କନକ ବ୍ୟୁରୋ : ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳିଥାଏ ବୋଲି କୋଟି କୋଟି ଓଡ଼ିଆଙ୍କର ଏହା ବିଶ୍ୱାସ । ଚଳିତ ବର୍ଷ ପବିତ୍ର ରଥଯାତ୍ରା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଶାର ନିଜର ପ୍ରଥମ ଘରୋଇ ଏଫ୍.ଏମ୍. ଷ୍ଟେସନ୍ ରେଡିଓ ଚକଲେଟ୍ ୧୦୪ ଏଫ୍ .ଏମ୍. ଓ ଫରଚ୍ୟୁନ…

ମୁଦ୍ରଣ କମିଲା, ଗଛ ବଞ୍ଚିଲା: ୫୦୦ ସେଟରୁ ୨୦୦କୁ ହ୍ରାସ ହେଲା ବଜେଟ ପୁସ୍ତିକା, ଇଲେକ୍ଟ୍ରୋନିକ୍ସ ମାଧ୍ୟମକୁ ଗୁରୁତ୍ୱ

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହେଲା ଚଳିତ ଆର୍ଥିକ ବର୍ଷ ପାଇଁ ବଜଟେ । ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ବଡ କଥା କହିଛନ୍ତି ଅର୍ଥମନ୍ତ୍ରୀ । କୃଷି ବଜେଟ ଉପସ୍ଥାପନା କଲାବେଳେ…

ବଜେଟକୁ ବିକାଶର ଟ୍ୟାଗ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ସମସ୍ତଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି…

କନକ ବ୍ୟୁରୋ : ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ । ମୋଟ ୧,୩୯,୦୦୦ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଯେଉଁଥିରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ତାହା ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଉ ବଜେଟ…