Daily Archives

June 27, 2019

ଟିକଟକ୍ ନେଇ କଣ କାର୍ଯ୍ୟାନୁଷ୍ଠାନ ନେଇଛ ! ବିଭାଗକୁ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

କନକ ବ୍ୟୁରୋ: ମାଲକାନଗିରି ଏସଏନସିୟୁରେ ନର୍ସଙ୍କ ଟିକଟିକ ଭିଡିଓ ଘଟଣା । ଘଟଣା ନେଇ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଟିକଟିକ ଭିଡିଓ ସଂକ୍ରାନ୍ତୀୟ ରିପୋର୍ଟ ମାଗିଲେ ନବ ଦାସ । ଭିଡିିଓ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତା ବାବଦରେ ଜଣାଇବାକୁ, ରିପୋର୍ଟ ଦେବାକୁ…

ମାଞ୍ଚେଷ୍ଟରରେ ମାଟି କାମୁଡିଲା ୱେଷ୍ଟଇଣ୍ଡିଜ୍ । ବିଶ୍ୱକପରେ ବିଜୟଧାରା ବଜାୟ ରଖିଲା ବିରାଟ ବାହିନୀ ।

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଏକମାତ୍ର ଦଳ ଭାବେ ବିଜୟ ଅଭିଯାନ ଜାରି ରଖିଛି ବିରାଟ ବାହିନୀ । ଗୋଟିଏ ପରେ ଗୋଟିଏ ଶିକାର କରିଚାଲିଛି ଭାରତ । ପ୍ରଥମେ ଦକ୍ଷିଣଆଫ୍ରିକା, ପରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ଆଉ ଆଜି ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଭାରତ…

ରାଜ୍ୟରେ କେତେ କମିଛି ଦାରିଦ୍ର‌୍ୟତା ? ବିଧାନସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢ଼ୁଛି ନାଁ କମୁଛି ଏନେଇ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଗୁଡାଇତୁଡ଼ାଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ । ତେବେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨୦୦୪-୦୫ରେ ୨କୋଟି ୨୧ ଲକ୍ଷ ୫୭ ହଜାର ଲୋକ ଦାରିଦ୍ର‌୍ୟ…