Daily Archives

June 26, 2019

କାନ୍ଦୁଛି, କର୍ତ୍ତବ୍ୟ କରୁଛି: ପରିବାରକୁ ହରାଇ ମଧ୍ୟ ହସ ବାଣ୍ଟୁଛି । ରାସ୍ତାରେ ଅଟକନ୍ତୁ ଆଉ କୃଷ୍ଣଚୂଡ଼ାର ହସ ଦେଖି…

କନକ ବ୍ୟୁରୋ: ବାତ୍ୟାର ଦେଢ଼ ମାସ ପରେ ସିଧା ହେଉଛି ସ୍ମାର୍ଟସିଟି । ଫୋନିର ଦରଜ ଭୁଲି ଝାଡି଼ଝୁଡି଼ ସଫା ହେଉଛି ରାଜଧାନୀର ରାସ୍ତା ଆଉ ନାଲିନାଲି ଓଠରେ ସ୍ମିତହାସ୍ୟ ଦେଉଛି ରାସ୍ତା କଡର କୃଷ୍ଣଚୂଡା଼ । ଫୋନି ଦେଇ ଯାଇଥିବା କୁଢ଼କୁଢ଼ କଷ୍ଟକୁ କ୍ୟାରିବ୍ୟାଗରେ ପକାଇ ନିଜ କର୍ତ୍ତବ୍ୟରେ ବାହାରି…

ନରସିଂହଙ୍କ ପୂରା ପ୍ରଶ୍ନର ଅଧା ଉତ୍ତର ଦେଲେ ଅରୁଣ । କୃଷିମନ୍ତ୍ରୀ ଦେଇ ପାରିଲେନି କୃଷକଙ୍କ ହିସାବ?

କନକ ବ୍ୟୁରୋ : ଅରୁଣଙ୍କ ଅଧା ଉତ୍ତର । କନଫ୍ୟୁଜ୍ କଲେ କୃଷିମନ୍ତ୍ରୀ । ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରଶ୍ନକର୍ତ୍ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା ମନ୍ତ୍ରୀଙ୍କ ଅଧା ଉତ୍ତର । ନବୀନଙ୍କ ପଞ୍ଚମ ପାଳିରେ ନୂଆ କରି…

ଟିମ୍ ଇଣ୍ଡିଆର ଗେରୁଆ ଜର୍ସିକୁ ନେଇ ଜୋର ଧରିଲା ରାଜନୀତି । ବିରୋଧ କଲେ କଂଗ୍ରେସ ଓ ସମାଜବାଦୀ ପାର୍ଟି, ସ୍ପଷ୍ଟୀକରଣ…

ବିଶ୍ୱକପ ୨୦୧୯ରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ ଏବେ ଏହାର ଜର୍ସିକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଇଂଲଣ୍ଡ ବିପକ୍ଷରେ ବିରାଟ ବାହିନୀ ଯେଉଁ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ତାହାକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିବା ଆରମ୍ଭ କରିଛନ୍ତି । କାରଣ ଇଂଲଣ୍ଡ…

କିଏ ପାଇବ ବିଶ୍ୱକପର ସେମିଫାଇନାଲ ଟିକେଟ? ପ୍ରଥମ ଦଳ ଭାବେ ଏଣ୍ଟ୍ରି କରିଛି ଅଷ୍ଟ୍ରେଲିଆ, ରେସରେ ୭ ଟିମ୍ ।

କନକ ବ୍ୟୁରୋ : ବିଶ୍ୱକପରେ ଅଧାରୁ ଅଧିକ ମ୍ୟାଚ୍ ଶେଷ ହୋଇ ସାରିଛି । ପ୍ରତ୍ୟେକ ଟିମ୍ ଅଧାରୁ ଅଧିକ ମ୍ୟାଚ୍ ଖେଳି ସାରିଲେଣି । କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ ସେମିଫାଇନାଲରେ ଖେଳିବ କିଏ । ଚଳିତ ବିଶ୍ୱକପର ସେମିଫାଇନାଲ ରେସରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଏକ ପ୍ରକାର ବିଦାୟ…

ପାଟକୁରାରେ କଣ ହେବ? ରାଜ୍ୟସଭା ଉପନିର୍ବାଚନର ପଡିବ କି ପ୍ରଭାବ, ରାଜନୈତିକ ସମୀକ୍ଷକ କହିଲେ,ବିଜେଡିକୁ ସୁହାଇପାରେ…

କନକ ବ୍ୟୁରୋ  : ରାଜ୍ୟସଭା ଉପ-ନିର୍ବାଚନର ପ୍ରଭାବ, ପାଟକୁରା ନିର୍ବାଚନ ଉପରେ ପଡ଼ିପାରେ । ଏଭଳି ଆଶଙ୍କା କରିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ ସମୀକରଣ ଟିକେ ବଦଳି ଯାଇଛି ବୋଲି ଏହି ସମୀକ୍ଷକମାନେ…

ଗୋଆ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରାତିରେ ଡ୍ୟୁଟି କରିବେ ମହିଳା । ସଂଶୋଧିତ ବିଲକୁ କ୍ୟାବିନେଟ…

କନକ ବ୍ୟୁରୋ: ଏଣିକି ପୁରୁଷଙ୍କ ଭଳି ମହିଳା ବି କରିପାରିବେ ରାତି ଡ୍ୟୁଟି । ବିଭିନ୍ନ କର୍ମ ସଂସ୍ଥାନରେ ରାତିରେ କାମ କରିପାରିବେ ମହିଳା । ଖାଲି ପୁରୁଷ ନୁହେଁ ମହିଳାଙ୍କୁ ବି ରାତିରେ କାମ କରିବାର ସୁଯୋଗ ଦିଆଯିବ । ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀରେ କାମ କରିପାରିବେ…