Daily Archives

June 24, 2019

ଗାଉଥିଲା ଓଡି଼ଶା, ଶୁଣୁଥିଲା ଦେଶ: ଗୃହରେ ଗୀତ ଗାଇଲେ, ଗପ କହିଲେ ପ୍ରତାପ ଷଡ଼ଙ୍ଗୀ ।

କନକ ବ୍ୟୁରୋ: ଗୀତ ଗାଉଥିଲା ଓଡିଶା, କାନ ଡେରି ଶୁଣୁଥିଲା ଦେଶ । ପବିତ୍ର ଗୃହରୁ ପ୍ରତାପଙ୍କ ଗପ-ଗୀତ ଶୁଣୁଥିଲା ସାରା ଭାରତ । ଓଡିଆ ନେତାଙ୍କ ଓଜସ୍ୱନୀ ଭାଷଣ ଶୁଣି ସ୍ତବ୍ଧ ହୋଇଥିଲେ ସମସ୍ତେ । ପ୍ରାୟ ଘଣ୍ଟାଏ କାଳ ଓଡିଆ ସାଂସଦଙ୍କ ଅନର୍ଗଳ ଭାଷଣ ସମସ୍ତଙ୍କୁ ବାନ୍ଧି ରଖିଥିଲା । ସଂସଦରେ…

ରାଜନୀତିର ବିରଳ ଦୃଶ୍ୟ । ରାଜ୍ୟସଭା ପାଇଁ ମିଳିମିଶି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି-ବିଜେପି ନେତା ।

କନକ ବ୍ୟୁରୋ : ରାଜ୍ୟସଭାରେ ଖାଲି ପଡିଥିବା ଓଡିଶାର ୩ ଟି ଆସନରେ ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ଭରିଛନ୍ତି । ବିଜେପି…

ବିଶ୍ୱକପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର । ଭାରତ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଆତ୍ମହତ୍ୟା କରିବାକୁ…

ଚଳିତ ବିଶ୍ୱକପରେ ଭାରତ ବିପକ୍ଷରେ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଟିମ୍ କୋଚ୍ ମିକି ଆର୍ଥର ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ଏଭଳି ଏକ ଚାଞ୍ଚଲ୍ୟକର ଖବର ଏବେ ସାମ୍ନାକୁ ଆସିଛି । ଖୋଦ୍ ମିକି ହିଁ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମିକି ଏଭଳି କହିଛନ୍ତି ।…

ସର୍ମ୍ପକର ପରିଭାଷା ବଦଳିଲା, ପ୍ରତିଦ୍ୱନ୍ଦ୍ୱୀ ବନ୍ଧୁ ପାଲଟିଲା! ବିରୋଧୀକୁ ସମର୍ଥନ ବଦଳରେ ଶାସକ ଦଳକୁ ମିଳିବ କଣ?

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜନୀତି ସରଗରମ ରହିଛି । ବିରୋଧୀ ଦଳର ଜଣେ ପ୍ରାର୍ଥୀଙ୍କୁ ଶାସକ ଦଳ ସମର୍ଥନ କରିବା ପଛରେ କଣ ବୁଝାମଣା ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେପି କହିଛି, ରାଜ୍ୟର…

ଜେଲ ଭିତରେ ଜୀବନ ଗଲା । ହତ୍ୟାକାରୀ କଏଦୀର କୋଦାଳ ଚୋଟରେ ଗଲା ଆଉ ଜଣେ ହତ୍ୟାକାରୀର ଜୀବନ

କନକ ବ୍ୟୁରୋ : ରାଜ୍ୟର ସବୁଠୁ ବଡ଼ ଜେଲ ଚୌଦ୍ୱାର ସର୍କଲ ଜେଲରେ ସଜା କାଟୁଥିବା କଏଦୀଙ୍କୁ ହତ୍ୟା । ଆଜି ସକାଳେ ଦୁଇ କଏଦୀଙ୍କ ଭିତରେ ସାମନ୍ୟ କଥାକୁ ନେଇ ବଚସା ହୋଇଥିଲା । ଆଉ ଏହି ବଚସା ପରେ ଜଣେ ଅନ୍ୟ ଜଣଙ୍କୁ କୋଦାଳରେ ହାଣି ପକାଇଥିଲା । ମୃତ କଏଦୀଙ୍କ ନାଁ ରମେଶ ପ୍ରଧାନ । ଆଜୀବନ ସଜା…

ବିଧାନସଭା ପୂର୍ବରୁ ଜେଲ୍ ଗଲେ ବିଧାୟକ । ବିରୋଧୀ କହିଲେ, ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ନେଲେ ପଦକ୍ଷେପ ।

କନକ ବ୍ୟୁରୋ: ଜେଇଙ୍କୁ ଉଠବସ୍ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ଜେଲ୍ ଯିବା ପରେ ମଧ୍ୟ ରାଜ୍ୟ ରାଜନୀତିର ପାରଦ ତଳକୁ ଖସିବାର ନାଁ ନେଉନି । ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦୀର୍ଘ ଦିନ ଧରି ଏହି ଘଟଣା ଘଟିଥିଲେ ମଧ୍ୟ…