ରାମାୟଣ ପ୍ରବଚନ ଚାଲୁଥିବା ବେଳେ ଭୁଷୁଡିଲା ପେଣ୍ଡାଲ । ଛିଡିଗଲା ବିଦ୍ୟୁତ ତାର, ଲିଭିଗଲା ୧୪ ଜଣଙ୍କର ଜୀବନ ଦୀପ । ।…
ରାଜସ୍ଥାନର ବାଡ଼ମେରରେ ରାମାୟଣ ପ୍ରବଚନ ଚାଲୁଥିବା ବେଳେ ଏକ ବଡ ଟେଣ୍ଟ ଭୁଷୁଡି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୪୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ସେତେବେଳେ ହୋଇଛି ଯେତେବେଳେ ପେଣ୍ଡାଲ ତଳେ ଶହ ଶହ ଲୋକ ରହିଥିଲେ । ଆଉ ପେଣ୍ଡାଲ ଭୁଷୁଡି ଲୋକଙ୍କ ଉପରେ ପଡିବା କାରଣରୁ…