Daily Archives

June 21, 2019

ଅପରାଜିତାଙ୍କ ପରେ ଅଶ୍ୱିନୀ । ପଦ୍ମ ଦଳରେ ବଢୁଛି ପ୍ରଶାସକଙ୍କର ପତିଆରା, ରାଜ୍ୟ ବିଜେପିରେ ଚାଲିବ କି ବାବୁ-ବାବୁଆଣୀ…

କନକ ବ୍ୟୁରୋ : ରାଜ୍ୟ ବିଜେପିରେ ଆଉ ଜଣେ ପ୍ରଶାସକଙ୍କ ଅଭ୍ୟୁଦୟ । ଅପରାଜିତାଙ୍କ ପରେ ଅଶ୍ୱିନୀଙ୍କ ଏଣ୍ଟ୍ରି । ରାଜ୍ୟରେ ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅବସରପ୍ରାପ୍ତ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା…

ବର୍ଷା ପାଣିରେ ଉବୁଟୁବୁ ହେଲା ରାଜଧାନୀ ରାସ୍ତା: ବର୍ଷା ଉପରେ ରୁଷିଲେ, ବିରକ୍ତ ହେଲେ ରାଜଧାନୀବାସୀ…

କନକ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମାଟି ଛୁଇଁଲା ମୌସୁମୀ । ମୌସୁମୀର ପ୍ରଥମ ସ୍ପର୍ଶ ପାଇ ପୁଲକିତ ହେଲା ଓଡ଼ିଶା । ସପ୍ତାହେ ବିଳମ୍ବରେ ପହଁଚି ଥିଲେ ମଧ୍ୟ ମାଟିକୁ ଛୁଇଁବା ମାତ୍ରେ ସାରା ଓଡିଶାକୁ ଓଦା କରିଛି ମୌସୁମୀ ବର୍ଷା । ଡହଡହ ଖରା ପରେ ବର୍ଷାର ପହିଲି ପୁଲକ ପାଇ ମହକି ଯାଇଛି…

ରାଜ୍ୟ ରାଜନୀତିରେ ହଟଚମଟ କଲା ରାଜ୍ୟସଭା ନିର୍ବାଚନ । ବିଜେପି ପ୍ରାର୍ଥୀଙ୍କୁ ବିଜେଡି କଲା ସମର୍ଥନ ।

କନକ ବ୍ୟୁରୋ : ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ । ନବୀନଙ୍କ ଏହି ଘୋଷଣା ପରେ ଏବେ ରାଜ୍ୟ ରାଜନୀତିର ପାଣିପାଗ ବଦଳିଛି । ଫାଙ୍କା ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟସଭା ପାଇଁ ୨ ଦଳୀୟ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା…

ସହିଦଙ୍କ ମରଶରୀର ଉପରେ ଦଳୀୟ ପତାକା ରଖିବା ନେଇ ହେଲା କାର୍ଯ୍ୟାନୁଷ୍ଠାନ ! ୩ ଜଣଙ୍କୁ ବିଜେଡି ପକ୍ଷରୁ କରାଗଲା…

କନକ ବ୍ୟୁରୋ : ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ତର୍ଜମା କରିଛି ବିଜେଡି । ତେବେ ଏହି ଘଟଣାର ପ୍ରମାଣ ମିଳିବା ପରେ ଦଳ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାର ବିନୋଦ ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ…

ଆଇଏଏସ ଏବଂ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିରେ କିଛି ଜିଲ୍ଲାର ଜିଲ୍ଲାପାଳ…

କନକ ବ୍ୟୁରୋ: ଆଇଏଏସ ଏବଂ ଓଏଏସ ସ୍ତରରେ ଅଦଳବଦଳ । ଉଭୟ କ୍ଷେତ୍ରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୧ ଆଇଏଏସ ଏବଂ ୧୦ ଓଏଏସଙ୍କ ଅଦଳବଦଳ କଲେ ରାଜ୍ୟ ସରକାର । ଅର୍ଚ୍ଚନା ପଚ୍ଚନାୟକ ହେଲେ ଉଠା ଜଳସେଚନ ନିଗମର ନିର୍ଦ୍ଦେଶକ । ନିରଞ୍ଜନ ସାହୁ ହେଲେ ଉଚ୍ଚ ଶିକ୍ଷା ବିଭାଗର…