Daily Archives

June 20, 2019

ପଞ୍ଚଭୂତରେ ଲୀନ ହେଲେ ପୁଲୱାମା ହିରୋ, ସାହସୀ ପୁଅ ପାଇଁ କାନ୍ଦୁଛି କାମାକ୍ଷାନଗର ।

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରର ପୁଲୱାମାରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଆଜି ଅନ୍ତିମ ସଂସ୍କାର କରାଯାଇଛି । ଜନ୍ମମାଟି କାମାକ୍ଷାନଗରର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ ଅଜିତଙ୍କୁ ଶେଷ ବିଦାୟ ଦିଆଯାଇଛି । ଭୁବନେଶ୍ୱରରୁ ଜନ୍ମମାଟିକୁ ମରଶରୀର…

ଲିଚୁରେ ନାହିଁ ବିଷ, ମିଳିଲା ସବୁଜ ସଂକେତ । କନକ ନ୍ୟୁଜ୍ ହାତରେ ଲିଚୁ ରିପୋର୍ଟ, ଜାଣନ୍ତୁ କଣ କହୁଛି ରାଜ୍ୟ…

କନକ ବ୍ୟୁରୋ : ଲିଚୁର ଲୁଚକାଳି ଖେଳ ଶେଷ । ବିହାରରେ ଲିଚୁ ପାଇଁ ଶିଶୁମାନଙ୍କର ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ବଜାରରୁ ଉଭାନ୍ ହୋଇଯାଇଥିଲା ଲିଚୁ । ଏପରିକି ଓଡିଶାରେ ବିକ୍ରି ହେଉଥିବା ଲିଚୁର ପରୀକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ବଜାରରୁ ଲିଚୁ ମରୁଡି…

ସମ୍ପର୍କ ସୁଧାରିବା ନେଇ ଇମ୍ରାନଙ୍କୁ ମୋଦିଙ୍କ କଡ଼ା ଉତ୍ତର: ଆଗ ଆତଙ୍କବାଦ ଛାଡ଼, ତାପରେ ଯାଇ କଥାବାର୍ତ୍ତା…

କନକ ବ୍ୟୁରୋ: ଭାରତ ସହ ସମ୍ପର୍କ ସୁଧାରିବା ବିକଳ ହେଉଛି ପାକିସ୍ତାନ । ହେଲେ ପାକିସ୍ତାନକୁ ପାଖ ପୁରାଇ ଦେଉନି ଭାରତ । ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି । ହେଲେ ଇମ୍ରାନଙ୍କ ଚିଠିର ଉତ୍ତର ଦେଉନଥିବା…

ନିଦାବିଷ୍ଣୁ ପାଲଟିଛି ପ୍ରଶାସନ, ମାଲାମାଲ୍ ହେଇଛନ୍ତି ବାଲି ମାଫିଆ । ଯାଜପୁରର ଧର୍ମଶାଳାରୁ ଆସିଲା ବାଲି ଚୋରାଚାଲାଣର…

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ବେଧଡକ ଚାଲିଛି ବାଲି ଲୁଟ୍ । ଡମ୍ପରରେ ବାଲି ଖୋଳା ହେଉଛି ଏବଂ ପରେ ସମସ୍ତଙ୍କ ସାମ୍ନାରେ ଟ୍ରାକ୍ଟରରେ ବୁହାହୋଇ ଯାଉଛି । ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ । ପ୍ରଶାସନକୁ ଭୟ ନାହିଁ ବାଲି ମାଫିଆଙ୍କର । ଜଗତସିଂହପୁର ଓ ବାଲିଆପାଳ ପରେ ଆଜି ଆମ…

ହିମାଚଳପ୍ରଦେଶରେ ବଡ ଧରଣର ଦୁର୍ଘଟଣା । ଘାଟି ତଳକୁ ଖସିଲା ବସ୍, ଆଖି ଆଗରେ ଚାଲିଗଲା ୨୦ ଲୋକଙ୍କ ଜୀବନ ।

ହିମାଚଳପ୍ରଦେଶର କୁଲୁରୁ ଏକ ବଡ ମର୍ମନ୍ତୁଦ ଦୁର୍ଘଟଣାର ଖବର ଏବେ ସାମ୍ନାକୁ ଆସିଛି । ଘାଟିକୁ ଏକ ବସ୍ ଖସିପଡିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି କୁଲୁର ବଞ୍ଜାର ଅଞ୍ଚଳରେ ହୋଇଛି । Himachal Pradesh: 20 injured…

ବଜାରରେ ‘ତେଲିଆ’ ମାଛର ତାଉ: କିଲୋ ୬୦୦୦, ମାଛ ବିକି ମାଲେମାଲ୍ ବେପାରୀ । ଦେଖନ୍ତୁ କେଉଁଠୁ ହେଲା ଧରା

କନକ ବ୍ୟୁରୋ: ମାଛ କିଲୋ ୬ ହଜାର । କଥାଟା କାନକୁ ଟିକେ କଡା ଲାଗୁଥିଲେ, ପକେଟକୁ ଟିକେ ଓଜନିଆ ଲାଗୁଥିଲେ ବି ଏକଦମ ସତ । କାରଣ ଧାମରା ହୁଇଲର ଦ୍ୱୀପରୁ ଧରା ହୋଇଛି ଏମିତି କିଛି ଦାମୀ ମାଛ । ଧରା ହୋଇଥିବା ମାଛର ନାଁ ହେଉଛି ତେଲିଆ । ଯାହାର ଦାମ ରହିଛି ୬ ହଜାର ଟଙ୍କା । ତେବେ ଗୋଟିଏ ଗୋଟିଏ…