Daily Archives

June 20, 2019

ବିଶ୍ୱକପକୁ ନେଇ ସେହୱାଗଙ୍କ ଭବିଷ୍ୟବାଣୀ । ବିରାଟ ବାହିନୀକୁ ନୁହେଁ ଏହି ଟିମକୁ ଦେଲେ ଫେଭରିଟ୍ ଟ୍ୟାଗ୍ ।

ବିଶ୍ୱକପରେ ଭାରତୀୟ ଟିମକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଧୂଆଁଧାର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ବଡ ବୟାନ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ୟୁଟ୍ୟୁବ ଚ୍ୟାନେଲରେ ବିରାଟ ବାହିନୀକୁ ବଡ ଭବିଷ୍ୟବାଣୀ କରିଛନ୍ତି ନଜଫଗଡର ନୱାବ । ସେହୱାଗଙ୍କ ଭବିଷ୍ୟତବାଣୀ…

ମୃତ୍ୟୁର ଘାଟିରେ ଖସିଲା ବସ୍ । କୁଲୁରେ ଘାଟି ତଳକୁ ଖସିଲା ବସ୍, ୩୩ ମୃତ, ୩୭ ଗୁରୁତର ଆହତ ।

ହିମାଚଳପ୍ରଦେଶର କୁଲୁରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଘାଟିକୁ ଏକ ବସ୍ ଖସିପଡିବା ଫଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି କୁଲୁର ବଞ୍ଜାର ଅଞ୍ଚଳରେ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,…

ଏଥର ଆସିବ ବଡ ବଜେଟ: କାଳିଆ, ମିଶନ ଶକ୍ତିକୁ ଅଧିକ ଫୋକସ ! ନିର୍ବାଚନ ଜିତାଇ ଥିବାରୁ ସିଂହଭାଗ ନେବେ ଚାଷୀ ଓ ମହିଳା

କନକ ବ୍ୟୁରୋ: ଉପସ୍ଥାପିତ ହେବ ନୂଆ ସରକାରର ନୂଆ ବଜେଟ । ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ବଜେଟ । ତେଣୁ ଏଥିପାଇଁ ଆଗତ ହୋଇଛି ବଜେଟ ଚିଠା ପ୍ରସ୍ତାବ । ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଏଥର ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି । ବଜେଟର…

ନିଜ ବାହାଘର ନେଇ ବଡ ବୟାନ ଦେଲେ ଦୌଡ଼ରାଣୀ ଦୂତୀ: କହିଲେ ସମସ୍ତଙ୍କ ପରି ତାଙ୍କର ବି ଇଚ୍ଛା ବରଯାତ୍ରୀ ନେଇ ବାହା…

କନକ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ଦୂତୀ ଦେଇଛନ୍ତି ବଡ ବୟାନ । ନିଜ ବାହାଘର ଓ ନିଜ ପ୍ରେମ ନେଇ ବଡ ବୟାନ ଦେଇଛନ୍ତି ଦୂତୀ । କନକ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ନିଜ ମନର କଥା କହିଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ତେବେ ନିଜ ପ୍ରେମ ସମ୍ପର୍କକୁ ସାର୍ବଜନୀନ…

ଟିଡ଼ିପିକୁ ବଡ ଝଟକା । ଚନ୍ଦ୍ରବାବୁଙ୍କୁ ଚକମା ଦେଇ ବିଜେପିରେ ଯୋଗ ଦେଲେ ୪ ଟିଡ଼ିପି ରାଜ୍ୟସଭା ସାଂସଦ ।

ଟିଡ଼ିପିକୁ ଆଉ ଏକ ଝଟକା । ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପିର ୬ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ ଜଣ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଆଉ ଏହାଦ୍ୱାରା ରାଜ୍ୟସଭାରେ ବିଜେପିର ଶକ୍ତି ବୃଦ୍ଧି ପାଇଛି । ଆଉ ଏହାଦ୍ୱାରା ରାଜ୍ୟସଭାରେ ଟିଡ଼ିପିର ମାତ୍ର ୨ ଜଣ ସାଂସଦ ରହିଛନ୍ତି । ଏହାଦ୍ୱାରା…