Daily Archives

June 19, 2019

ପାକ୍ ପୂର୍ବତନ ଅଧିନାୟକଙ୍କ ବଡ଼ ବୟାନ: ବିଶ୍ୱକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ବିଶ୍ୱକପ ଭାରତ ଫେଭରିଟ୍, ଜାହିର ଆବାସ ଭାରତ ଫେଭରିଟ୍ । ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ , ବିଶ୍ୱକପରେ ଏଯାଏଁ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଦେଖି ଏଭଳି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି,…

ଋଷର ଉପ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ । ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ…

କନକ ବ୍ୟୁରୋ: ପୁଞ୍ଜି ନିବେଶ ପାଇଁ ଋଷକୁ ଆମନ୍ତ୍ରଣ । ଦିଲ୍ଲୀରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ…

ରାତି ସାଢେ ୧୧ଟା ସୁଦ୍ଧା ୧୧ ଜିଲ୍ଲାକୁ କାଳବୈଶାଖୀ ! ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।

କନକ ବ୍ୟୁରୋ: ରାଜ୍ୟର ୧୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୧୧ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ବାଲିଆପାଳରେ ମାତିଛନ୍ତି ବାଲିଚୋର: ଦିନ ଦ୍ୱିପ୍ରହରେ ଖୋଳି ଖୋଳି କରୁଛନ୍ତି ନଦୀପଠାକୁ ଖୋଳ ।

କନକ ବ୍ୟୁରୋ: ଖୋଳି ଖୋଳି ଖୋଳ କଣେଣି ନଦୀ ପଠା । ଦିନ ଦ୍ୱିପ୍ରହରେ ଚାଲିଛି ଚୋରାବାଲି ଚାଲାଣ । ବୋଲଡଜର, ଟ୍ରାକ୍ଟର, ଡମ୍ପର, ବାଲି ଚୋରା ଚାଲାଣ ପାଇଁ ଏମିତି କୌଣସି ସାଧନ ଛାଡି ନାହାଁନ୍ତି ବାଲି ମାଫିଆ । ଦିନରାତି ଏକ୍ କରି ଖୁଲମଖୁଲା କରିଚାଲିଛନ୍ତି ବାଲି ଚାଲାଣ । ପୂର୍ବରୁ ବାଲି…

ଫୋନି ଦୁଃଖ ଭୁଲି ମୁଣ୍ଡ ଟେକୁଛି ମାଳତୀପାଟପୁର ବସଷ୍ଟାଣ୍ଡ: ଆଗକୁ ରଥଯାତ୍ରା ଥିବାରୁ ପ୍ରାଣମୂର୍ଚ୍ଛା ପ୍ରସ୍ତୁତି…

କନକ ବ୍ୟୁରୋ: ଫୋନି ଯିବା ପରେ ପୁରୀରେ ଜୋର ଧରିଛି ପୁନରୁଦ୍ଧାର କାମ । ଜିଲ୍ଲାର ବିଭିନ୍ନ ବ୍ଲକରେ ପୁନରୁଦ୍ଧାର କାମ ତୀବ୍ର ଗତିରେ ଚାଲିଥିବା ବେଳେ ପୁରୀ ସହରର ଚାରିପାଖକୁ ସଜାଡିବାରେ ବ୍ୟସ୍ତ ରହିଛି ପ୍ରଶାସନ । ତେବେ ଆଗକୁ ରଥଯାତ୍ରା ଥିବାରୁ ଅଳ୍ପ ସମୟ ମଧ୍ୟରେ ସବୁ କାମ ସାରିବାକୁ ରାତି…