Daily Archives

June 18, 2019

ପୁଲୱାମା ପୋଲିସ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ । ଗ୍ରେନେଡ ଆକ୍ରମଣରେ ୮ ଗୁରୁତର ।

ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ । ପୁଲୱାମାର ପୋଲିସ ଥାନା ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ଏଥିରେ ୮ ଜଣ ସାଧାରଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଉ ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ପୁଲୱାମା ପୋଲିସ ଥାନା…

ଓଡିଶା ଛାତିରେ ‘ବିହାର’ ଛନକା: ଲ୍ୟାବ୍ ଯିବ ଲିଚୁ, ମୃତ୍ୟୁ ଆଣୁଥିବା ମିଠା ଲିଚୁର ନମୂନା ସଂଗ୍ରହ ପାଇଁ…

କନକ ବ୍ୟୁରୋ: ବିହାର ବଢାଇଲା ଚିନ୍ତା । ବିହାରର ମୁଜାଫରପୁର ମୃତ୍ୟୁର ଉପତ୍ୟକା ପାଲଟିବା ପରେ ଏବେ ସମସ୍ତଙ୍କ ଛାତିରେ ଛନକା । ମହାମାରୀ ମାରାତ୍ମକ ରୋଗ ଜାପାନୀ ଜ୍ୱରରେ ୧୦୯ ଜଣ ଶିଶୁଙ୍କ ଜୀବନ ଯିବା ପରେ ସତର୍କ ହୋଇଛି ଓଡିଶା । ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଶିଶୁମୃତ୍ୟୁ…

ଗାଢ ନିଦରେ ଶୋଇଛି ପ୍ରଶାସନ, ଦିନ ଦ୍ୱିପ୍ରହରରେ କୋଟି କୋଟି ଲୁଟ୍ ଟଙ୍କା କରୁଛନ୍ତି ବାଲି ମାଫିଆ । ଚୋରା ବାଲି ଚାଲାଣ…

କନକ ବ୍ୟୁରୋ: ପୂର୍ବରୁ ବାଲି ଦୁର୍ନୀତିକୁ ନେଇ ଅନେକଥର ଚର୍ଚ୍ଚାକୁ ଆସିଛି ଓଡିଶା । ବିନା ନିଲାମରେ ବାଲିଘାଟରୁ ବାଲି ଉଠାଇବା ସହ ଦିନ ଦ୍ୱିପ୍ରହରରେ ଏହାର ଚୋରାଚାଲାଣ ହେଉଥିବାର ଅନେକ ଖବର ସାମ୍ନାକୁ ଆସିଛି । ବିନା ନିଲାମରେ ବାଲିଘାଟରୁ ବାଲି ଲୁଟ୍ କାରଣରୁ କୋଟି କୋଟି ଟଙ୍କା ରାଜସ୍ୱ…

ପୁଣି ପୁଲୱାମାରେ ବଳିଦାନ, ଅଶ୍ରୁ ଝରାଉଛି ଓଡ଼ିଶା । ଆତଙ୍କୀ ହମଲାରେ ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ ସହିଦ

କନକ ବ୍ୟୁରୋ : ସକାଳୁ ସକାଳୁ କାଶ୍ମୀରରୁ ଆସିଲା ଫୋନ୍ , ସୀମାରେ ସହିଦ ହୋଇଯାଇଛନ୍ତି ନାଏକ ଅଜିତ କୁମାର ସାହୁ । ଆଉ ତାପରେ ସ୍ତବ୍ଧ ହୋଇଯାଇଛି ପରିବାର । ଚାରିଆଡେ କାନ୍ଦବୋବାଳି । ମାଆ ଆଖିରୁ ଲୁହ ଶୁଖୁନି । ବାପା ହତବାକ୍ । ପୁଅ, ଦେଶ ପାଇଁ ଜୀବନ ଦେଇଛି ସତ, ହେଲେ ବାପା-ମାଆ ମନ କଣ…

ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ ଛେଚିଲେ ମୋର୍ଗାନ । ୧୭ଟି ବିଶାଳ ଛକା ମାରି ବିଶ୍ୱରେକର୍ଡ ଭାଙ୍ଗିଲେ ।

କନକ ବ୍ୟୁରୋ : ବିଶ୍ୱକପରେ ବିଶ୍ୱରେକର୍ଡ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗେଲଙ୍କ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ । ଆଫଗାନିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନୂଆ ରେକର୍ଡ କରିଛନ୍ତି ମୋର୍ଗାନ । ମାଞ୍ଚେଷ୍ଟର ମୈଦାନରେ ଗୋଟିଏ ଇନିଂସରେ ୧୭ଟି ଛକା…

ବାଜିଲା ରାଜ୍ୟସଭା ବିଗୁଲ : କାହା ନାମରେ ମୋହର ମାରିବେ ସୁପ୍ରିମୋ

କନକ ବ୍ୟୁରୋ : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି । ଆସନ୍ତା ୨୫ ତାରିଖ ହେଉଛି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ଜୁନ ୨୬ରେ ନାମାଙ୍କନପତ୍ର ଯାଂଚ ହେବ । ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଜୁଲାଇ ୫ ତାରିଖ ହେଉଛି ଭୋଟିଂ । ରାଜ୍ୟସଭା ନିର୍ବାଚନ…