Daily Archives

June 18, 2019

ଦେଶରେ ଉତ୍କଟ ହେଲାଣି ଜଳ ସମସ୍ୟା । ୨୧ ସହରରେ ଦେଖା ଦେଇପାରେ ଜଳ ସଙ୍କଟ, ଚେନ୍ନାଇରେ ବନ୍ଦ ହେବାରେ ଲାଗିଛି ଗୋଟିଏ…

ଦେଶରେ ଏବେ ଉତ୍କଟ ହେଲାଣି ଜଳ ସମସ୍ୟା । ଦିନ ବିତିବା ସହ ଭାରତରେ ଜଳ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଯେଉଁ ଗାଁରେ ନଳକୂପରୁ କିଛି ସେକେଣ୍ଡ ମଧ୍ୟରେ ବାଲଟିରେ ପାଣି ଭରି ଯାଉଥିଲା, ଏବେ ସେଠାରେ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ବିହାର ହେଉ ବା ତାମିଲନଡୁ ସବୁ ସ୍ଥାନରେ ଲୋକ ଏବେ…

ପ୍ରକାଶ ପାଇଲା ‘NEST’ ଫଳାଫଳ । ସର୍ବଭାରତୀୟ ସ୍ତରରେ ପ୍ରଣବ ଟପ୍ପର, କାହ୍ନା ଜୈନ ଓଡ଼ିଶା ଟପ୍ପର ।

କନକ ବ୍ୟୁରୋ : ପ୍ରକାଶ ପାଇଛି 'NEST' ଫଳାଫଳ । ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ସର୍ବଭାରତୀୟ ସ୍ତରରେ ପଶ୍ଚିମବଙ୍ଗର ପ୍ରଣୟ ଦେ ଟପ୍ପର…

ମାଛ ପେଟରେ ବ୍ରାଉନସୁଗାର ! ବାଲେଶ୍ୱରରୁ ବିପୁଳ ପରିମାଣରେ ଧଳା ପାଉଡର ଧରାପଡିବା ପରେ ସନ୍ଦେହ ଘେରରେ ମାଛ ଲିଙ୍କ୍ ?

କନକ ବ୍ୟୁରୋ: ବାଲେଶ୍ୱରରେ ବଢୁଛି ବ୍ରାଉନସୁଗାର ବେପାର । ସହରର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଧଡକ ବ୍ରାଉନ ସୁଗାର କାରବାର । ବାଲେଶ୍ୱରର ବିଭିନ୍ନ ଛକ, ଗଳିକନ୍ଦି ଆଉ ଦୋକାନ ବଜାରରେ ବିକ୍ରି ହେଉଛି ଧଳା ପାଉଡର । ଅରଡ ବଜାର ବ୍ରାଉନସୁଗାରର ପେଣ୍ଠସ୍ଥଳ କୁହାଯାଉଥିବା ବେଳେ ଅନ୍ୟସ୍ଥାନରେ…

ଭୂମିକମ୍ପରେ ଥରିଲା ଜାପାନ ! ଆସିପାରେ ବଡ ଧରଣର ସୁନାମୀ, ସମୁଦ୍ରରେ ଉଠିପାରେ ୪ ଫୁଟ୍ ଉଚ୍ଚର ଜୁଆର ।

ଚୀନ୍ ପରେ ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୮ ରହିଛି । ଆଉ ଏଭଳି ଭୂମିକମ୍ପ ପରେ ଜାପାନ ଆଡକୁ ବଡ ବିପଦ ମାଡି ଆସିବାର ଆଶଙ୍କା ଦେଖାଦେଇଛି । ଭୂମିକମ୍ପ ପରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଜାପାନ ସରକାର ସର୍ତକ କରିଛନ୍ତି ।…

ମହଙ୍ଗା ପଡିଲା ମୃତ୍ୟୁର ଖେଳ: କାମ ଦେଲାନି କୁହୁକ ବିଦ୍ୟା, ନଦୀରେ ଅଟକିଗଲା ଯାଦୁଗରଙ୍କ ନିଶ୍ୱାସ

କନକ ବ୍ୟୁରୋ: ମହଙ୍ଗା ପଡିଲା ଯାଦୁଗରୀ । କୋଲକାତାର ହୁଗୁଳି ନଦୀରେ ଯାଦୁ ଦେଖାଇବା ବେଳେ ଗାୟବ ହୋଇଗଲେ ଖୋଦ୍ ଯାଦୁଗର । ପଶ୍ଚିମବଙ୍ଗ ସୋନାରପୁରର ୪୧ ବର୍ଷୀୟ ଚଞ୍ଚଳ ଲହରୀ । ଯାଦୁଗର ମ୍ୟାଣ୍ଡ୍ରିକ ନାଁରେ ସେ ଜଣାଶୁଣା । ପ୍ରସିଦ୍ଧ ଆମେରିକୀୟ ଯାଦୁଗର ହ୍ୟାରୀ ହୁଡିନିଙ୍କ ଷ୍ଟଣ୍ଟ ଦେଖାଇବା…