Daily Archives

June 17, 2019

ଓଡିଆ-ସାନ୍ତାଳୀ-ସଂସ୍କୃତରେ ଶପଥ ନେଲେ ଓଡିଆ ସାଂସଦ: ଅଧା ସାଂସଦ ଓଡିଆରେ, ଉଲାକା ନେଲେ ଇଂରାଜୀରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମୋଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ସଂସଦୀୟ ସଚିବ ମୋଦିଙ୍କ ନାମ ଘୋଷଣା…

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେଲେ ଜେପି ନଡ୍ଡା । ଆସନ୍ତା ଡିସେମ୍ବର ଯାଏଁ ତୁଲାଇବେ ଦାୟିତ୍ୱ ।

କନକ ବ୍ୟୁରୋ :  ନଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ହେଲେ ଜଗତ ପ୍ରକାଶ ନଡ୍ଡା । ବିଜେପିର ସଂସଦୀୟ ଦଳ ବୈଠକରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ସଭାପତି ଭାବେ ନଡ୍ଡାଙ୍କ ନାଁରେ ମୋହର ମରାଯାଇଛି । ଆସନ୍ତା ଡିସେମ୍ବର ମାସ ଯାଏଁ ଏହି ପଦରେ ରହିବେ ନଡ୍ଡା…

ବଳଦେବଜୀଉ ମନ୍ଦିର ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସ୍ନାନବେଦୀରେ ଶ୍ରୀଜିଉଙ୍କ ଦର୍ଶନ କଲେ, ମନ୍ଦିରର ଉନ୍ନତି…

କନକ ବ୍ୟୁରୋ : ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଆଜି କେନ୍ଦ୍ରାପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ନେଇଛନ୍ତି । ଏହାସହ ସ୍ନାନପୂର୍ଣ୍ଣିମା ଭଳି ଏକ ବଡପର୍ବରେ ବଳଦେବଜୀଉ ମନ୍ଦିର ପାଇଁ ବଡ…

ମମତା ମାନିଲେ ଡାକ୍ତରଙ୍କ ଦାବି: ପ୍ରତ୍ୟାହାର ହେବ ଆନ୍ଦୋଳନ । ସବୁ ମେଡିକାଲରେ ରହିବେ ନୋଡାଲ ପୋଲିସ

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଆସିଲା ବଡ ଖବର । ଡାକ୍ତର ଓ ମମତା ସରକାର ମଧ୍ୟରେ ଚାଲିିଥିବା ଝଗଡାରେ ପଡିଲା ଯବନିକା । ଖୁବଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର । ସାତଦିନ ଧରି ଜିଦରେ ଥିବା ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା…

ତୁଳସୀକ୍ଷେତ୍ରରେ ସାନ ଭାଇ ଓ ଭଉଣୀଙ୍କ ସହ ଦିବ୍ୟସ୍ନାନ କଲେ ଶ୍ରୀବଳଦେବଜୀଉ । ସ୍ନାନ ପରେ ହାତୀବେଶରେ ଦର୍ଶନ ଦେଲେ…

କନକ ବ୍ୟୁରୋ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସାନ ଭାଇ ଓ ଭଉଣୀଙ୍କ ସହ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ପରେ ହାତୀବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବଳଦେବଜୀଉ। ନିର୍ଦ୍ଧାରିତ…

ବାତ୍ୟା ପରେ ବଡଦେଉଳରୁ ବାହାରିଲା ଜଗା: ଭକ୍ତଙ୍କୁ ଦେଖିଲା, ଭାବବିହ୍ୱଳ ହେଲା…

କନକ ବ୍ୟୁରୋ: ଫେରିଯାଇଛି ଫୋନି, ପଡି଼ରହିଛି ପ୍ରଳୟର ପଦଚିହ୍ନ । ଫୋନି ଫେରି ଯିବାକୁ ପଇଁଚାଳିଶ ଦିନ ବିତିଲାଣି । ଆଉ ୟାରି ଭିତରେ ଫୋନିର କ୍ଷତ ପୁରୀ ଛାତିରେ ଧିରେ ଧିରେ ଭରିବାକୁ ଲାଗିଲାଣି । ପ୍ରଭୁଙ୍କ ଦୟା ଓ ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ କାରଣରୁ ପୁରୀ ଏବେ ଅଣ୍ଟା ସଳଖି ସିଧା…