Daily Archives

June 17, 2019

ହୃଦୟ ଜିଣିଛନ୍ତି ୭ ବର୍ଷିୟା ହୃଦୟା । ବାସ୍ ଗୋଟିଏ ପଦ କଥାରେ ୫୦ ଜଣଙ୍କର ଧୂମପାନ ଅଭ୍ୟାସ ଛଡାଇଲେଣି ।

୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ ଅଭ୍ୟାସ ଛଡ଼ାଇ ସାରିଥିବା ଜଣା ପଡ଼ିଛି ।…

୫୦୦ ଏଏସଓ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ କାମ କରିବେ କୃତି…

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି) ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍ ସେକ୍ସନ ଅଫିସର ପଦବୀ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ଜାନୁଆରୀ ୨୦…

ଭୁବନେଶ୍ୱର ବାଇକ ଚାଳକଙ୍କ ପାଇଁ ବଡ ନିୟମ । ବିନା ହେଲମେଟରେ ଓଭରବ୍ରିଜରେ ଗାଡି ଚଳାଇବା ପଡିବ ମହଙ୍ଗା, ପୋଲିସ ଧରିବ,…

କନକ ବ୍ୟୁରୋ : ହେଲମେଟ ବିନା ଓଭରବ୍ରିଜରେ ହାତେ ଆଗେଇ ପାରିବେ ନାହିଁ ବାଇକ ଆରୋହୀ । ଏଭଳି ନିୟମ ଅନ୍ୟ କେଉଁଠି ନୁହେଁ ବରଂ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି । ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବା ବେଳେ ଏହାକୁ ରୋକିବାକୁ ନୂଆ ପଦକ୍ଷେପ ନେଇଛି…

ଆସନ୍ତା ୨୮ରେ ବିଧାନସଭାରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ । ସାଧାରଣ ଲୋକଙ୍କ ମତାମତକୁ ଦିଆଯିବ ଗୁରୁତ୍ୱ, ଗତ ବର୍ଷ…

କନକ ବ୍ୟୁରୋ : କଣ ହେବ ବଜେଟର ରୂପରେଖ । କେଉଁ ଯୋଜନାରେ ହେବ କେତେ ବ୍ୟୟବରାଦ । ଆସନ୍ତା ୨୮ରେ ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ । । ବଜେଟକୁ ନେଇ ବିଭିନ୍ନ ମହଲରୁ ପରାମର୍ଶ ମାଗୁଛନ୍ତି ସରକାର । ଏପରିକି ସାଧାରଣ ଲୋକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ…

ସାଙ୍ଗ ସାଜିଲେ ଭାଇ । ସହିଦଙ୍କ ଭଉଣୀ ବାହାଘରରେ ସାମିଲ ହେଲେ ୫୦ ବାୟୁସେନା କମାଣ୍ଡୋ 

କେବଳ ରକ୍ତରୁ ନୁହେଁ, ଭାବନାରୁ ବି ସୃଷ୍ଟି ହୋଇପାରେ ସଂପର୍କ । ନିକଟ ଅତୀତରେ ନିଜ ଭାଇକୁ ହରାଇଥିବା ଜଣେ ସହିଦଙ୍କ ଭଉଣୀ ବାହାଘରରେ ଉପସ୍ଥିତ ରହି ଭାରତୀୟ ବାୟୁସେନାର ୫୦ କମାଣ୍ଡୋ ତାଙ୍କୁ ବିଦାୟ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜମ୍ମୁ-କଶ୍ମୀରରେ ଚରମପନ୍ଥୀଙ୍କ ଦ୍ୱାରା…