Daily Archives

June 16, 2019

ବିହାରରେ ବ୍ୟାପୁଛି ଜାପାନୀ ଜ୍ୱର । ଆଖି ବୁଜିଲେଣି ୯୩ ଜଣ ଶିଶୁ, ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଜୀବନ ନେଉଛି ଜାପାନୀ ଜ୍ୱର । ବିହାରରେ ବୃଦ୍ଧି ପାଉଛି ଶିଶୁ ମୃତ୍ୟୁ ସଂଖ୍ୟା । ଆକ୍ୟୁଟ ଇନସେଫାଲାଇଟିଜ ସିଣ୍ଡ୍ରୋମ ନାମକ ଏହି ଭୂତାଣୁ ସଂକ୍ରମଣରେ ଏବେ ସୁଦ୍ଧା ଆଖି ବୁଜିଲେଣି ୯୩ ଜଣ ଶିଶୁ । ଆଜି ବିହାର ମୁଜଫରନଗରରେ ପହଁଚି ବିଭିନ୍ନ ହସପିଟାଲରେ ଚିକିତ୍ସିତ ଶିଶୁଙ୍କ…

ଭାରତର ପ୍ରଥମ ଶିକାର: ଭାଙ୍ଗିଲା ପାକିସ୍ତାନର ଓପନିଂ ଯୋଡି । ବିଶ୍ୱକପ ଡେବ୍ୟୁ ମ୍ୟାଚରେ ପ୍ରଥମ ୱିକେଟ ନେଲେ ବିଜୟ…

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନର ପ୍ରଥମ ୱିକେଟ ପତନ । ୧୩ ରନର ପ୍ରଥମ ୱିକେଟ ହରାଇଲା ପାକିସ୍ତାନ । ଇମାମଙ୍କୁ ୭ ରନରେ ପାଭିଲିୟନ ଫେରାଇଲେ ବିଜୟ ଶଙ୍କର । ତେବେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଛି ଭାରତ । ୩୩୭ ରନର…

ଆସନ୍ତାକାଲି ନବୀନଙ୍କ କେନ୍ଦ୍ରାପଡା ଗସ୍ତ । ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ବଳଦେବଜୀଉଙ୍କୁ ଦର୍ଶନ କରିବେ ବିଜେଡି…

କନକ ବ୍ୟୁରୋ : ପାଟକୁରା ଉପ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା । ଗତକାଲି ବିଜୟଙ୍କ ବିଜୟ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦମ୍ଭ ଦେଖାଇଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା…

ଆସନ୍ତାକାଲି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ସନ୍ଧ୍ୟାରେ ହାତୀବେଶରେ ଦେବେ ଦର୍ଶନ । ଭକ୍ତଙ୍କ ପାଇଁ…

କନକ ବ୍ୟୁରୋ : ଆସନ୍ତାକାଲି ଦେବସ୍ନାନ ପୂଣ୍ଣମୀ । ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେବେ ତିନିଠାକୁର । ଆଉ ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଦେଶର ବିଭିନ୍ନ ସ୍ଥାନରୁ ପୁରୀକୁ…

ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ମୁହଁ ଖୋଲିଲେ ଆଶାୟୀ ନେତା । ପାଟ୍ଟଶାଣୀ କହିଲେ, କଥାଦେଇ କଥା ରଖନ୍ତି…

କନକ ବ୍ୟୁରୋ : ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ । ଜୁଲାଇ ୫ରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ଅକ୍ତିଆର କରିବ ବିଜେଡି । ଆଉ ଏହାକୁ ନେଇ ବିଜେଡିରେ ଆରମ୍ଭ ହେଲାଣି ଅଙ୍କକଷା । କେଉଁ ନେତାଙ୍କୁ ମିଳିବ ବିଜେଡି ସୁପ୍ରିମୋଙ୍କ ଗ୍ରୀନ ସିଗନାଲ୍, ତାକୁ ନେଇ ରାଜନୈତିକ ମହଲରେ…

କାଲିଠୁ ସଂସଦୀୟ ବଜେଟ୍ ଅଧିବେଶନ । ସର୍ବ ଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: କାଲିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହି ବୈଠକରେ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ…