Daily Archives

June 16, 2019

ବିରାଟ ବାହିନୀର ବୋଲିଂରେ ପାକିସ୍ତାନ ଚିତପଟାଙ୍ଗ: ସୋସିଆଲ ମିଡିଆରେ ପାକ୍ ଖେଳାଳିଙ୍କ ଧଜିଆ ଉଡାଇଲେ ୟୁଜର୍ସ ।…

କନକ ବ୍ୟୁରୋ: ମାଞ୍ଚେଷ୍ଟର ମୈଦାନରେ ବିରାଟ ବାହିନୀର ଘାତକ ବୋଲିଂରେ ଘାଇଲା ହେଉଛି ପାକିସ୍ତାନ ଟିମ୍ ।  ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପ…

ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ଦେଲା ବାଧା, ଖେଳ ନ ହେଲେ ମଧ୍ୟ ଜିତିବ ଟିମ୍ ଇଣ୍ଡିଆ । ଡକୱର୍ଥ ଲୁଇସ ନିୟମ…

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ସାଜିଲା ବାଧକ । ବିଜୟ ଦ୍ୱାରଦେଶରେ ଟିମ୍ ଇଣ୍ଡିଆ ପହଞ୍ଚିଥିଲେ ମଧ୍ୟ ପୁଣିଥରେ ଏଥିରେ ବର୍ଷା ବାଧକ ସାଜିଛି । ୩୫ ଓଭରର ଖେଳ ଶେଷ ହେବା ପରେ ମାଞ୍ଚେଷ୍ଟର ମୈଦାନରେ ବର୍ଷା ହେବା ଫଳରେ ଖେଳକୁ କିଛି ସମୟ ଅଟକାଯାଇଛି । ତେବେ ଯଦି ବର୍ଷା…

ପତନ ହେଉଛି ପାକିସ୍ତାନ, ଭାରତୀୟ ଘାତକ ବୋଲିଂରେ ପାକିସ୍ତାନର ଅଧା ବ୍ୟାଟ୍ସମ୍ୟାନ ପଡ଼ିଆରୁ ବିଦା ।

କନକ ବ୍ୟୁରୋ: ଧିରେ ଧିରେ ଧୂଳି ଚାଟୁଛି ପାକିସ୍ତାନ । ମାଞ୍ଚେଷ୍ଟର ମୈଦାନରେ ସର୍ଫରାଜ ସେନା ଉପରେ ଭାରି ପଡୁଛି ମେନ୍ ଇନ୍ ବ୍ଲୁ । କୁଲଦୀପ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂରେ ପାକିସ୍ତାନର ଅଧା ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରିଛନ୍ତି । ରପୋର୍ଟ ଲେଖିବା ସୁଦ୍ଧା- ପାକ୍ ୩୦…

କୁଲଦୀପଙ୍କ ଡବଲ ଶିକାର: ପ୍ୟାଭିଲିୟନ ଫେରିଲେ ଫକର, ବାବର

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ୩ୟ ଧକ୍କା । ଲଗାତାର ୨ୟ ଓ ୩ୟ ୱିକେଟ ହରାଇଲା ପାକିସ୍ତାନ । ବ୍ୟାଟ୍ସମ୍ୟାନ ବାବର ଓ ଫକର ପଡିଆରୁ ବିଦା । ଦୁଇ ବ୍ୟାଟ୍ସମ୍ୟାନ ବିଦାହେବା ସହ ପାକିସ୍ତାନର ୩ୟ ୱିକେଟ ପତନ । ୪୮ ରନ କରି ପାଭିଲିୟନକୁ ଫେରିଲେ ବାବର ଆଜମ । ଫକର ଜମାନ…

ଭାରତକୁ ବଡ଼ ଝଟକା ! ମ୍ୟାଚ ଆରମ୍ଭରୁ ଭୁବନେଶ୍ୱର ଆହତ, ମାଂସପେଶୀ ଟାଣି ହୋଇଯିବାରୁ ଡ୍ରେସିଂ ରୁମ ଫେରିଲେ ଭୁବନେଶ୍ୱର ।

କନକ ବ୍ୟୁରୋ: ବିଶ୍ୱକପର ବଡ଼ ମୁକାବିଲାରେ ଭାରତକୁ ବଡ଼ ଝଟକା । ମାଂସପେଶୀ ଟାଣି ହୋଇଯିବା କାରଣରୁ ମ୍ୟାଚ୍ ଅଧାରୁ ଡ୍ରେସିଂ ରୁମକୁ ଫେରିଛନ୍ତି ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାର । ତେବେ ଭୁବନେଶ୍ୱର ନିଜର ତୃତୀୟ ଓଭର ବୋଲିଂ କରୁଥିବା ସମୟରେ ପିଚ୍ ମଧ୍ୟରେ ତାଙ୍କ ବାମ ଗୋଡ଼ ସଠିକ୍ ଭାବେ…