Daily Archives

June 15, 2019

ଏକାଠି ହେଲେ ସାରା ଦେଶର ଡାକ୍ତର । ଦାବି ପୂରଣ ପାଇଁ ମମତା ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଲା ସଂଘ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗର ଡାକ୍ତର ଆନ୍ଦୋଳନ ଥମିବା ପରିବର୍ତେ ତେଜିବାରେ ଲାଗିଛି । ୫ ଦିନ ହେଲା ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଆନ୍ଦୋଳନକାରୀ ଡାକ୍ତର ।…

କଳିଙ୍ଗ ଷ୍ଟାଡିୟମରେ କମାଲ କଲା ଭାରତ, ହୋମଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ମାତ୍ ଦେଇ ହାତେଇଲା ଫାଇନାଲ…

କନକ ବ୍ୟୁରୋ : ଏଫଆଇଏଚ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରରେ ଚାମ୍ପିୟନ ହେଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ମାତ୍ ଦେଇ ଇତିହାସ ରଚିଲା ଟିମ୍ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ସିରିଜ ଫାଇନାଲରେ ଦମଦାର ପ୍ରଦର୍ଶନ ସହ ଟାଇଟଲ ହାତେଇଛି ଭାରତ । ଫାଇନାଲରେ ବରୁଣ…

କିଏ ଯିବ ରାଜ୍ୟସଭା, ଆରମ୍ଭ ହେଲା ଅଙ୍କକଷା ! ପ୍ରତିଶ୍ରୁତି ପାଇଥିବା ନେତା ନା ନୂଆ ଚେହେରା ବାଛିବେ ନବୀନ?

କନକ ବ୍ୟୁରୋ: ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଅଙ୍କକଷା । ଆସନ୍ତା ୫ରେ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ପରେ ଏବେ କିଏ ପାଇବ ରାଜ୍ୟସଭା ଟିକେଟ୍ ତାହାକୁ ନେଇ ଆଶା, ଆଶଙ୍କାରେ ନେତା । ୨୦୧୯ ସାଧାରଣ ନିର୍ବାଚନ ପରେ ଓଡିଶାର ୩ଟି…

ଭାରତ ବାପା, ପାକିସ୍ତାନ ପୁଅ । ମୈଦାନରେ ମୁହାଁମୁହିଁ ହେବା ପୂର୍ବରୁ ସୋସିଆଲ ମିଡିଆରେ ବିଜ୍ଞାପନ ଯୁଦ୍ଧ

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ପଡ଼ିଆରେ ଦୁଇ ଦେଶ ମୁକାବିଲା କରିବା ପୂର୍ବରୁ ଏବେ ପରଦାରେ ଜୋରଧରିଛି ଲଢ଼େଇ । ଆଉ ଏହି ଲଢ଼େଇର ମାଧ୍ୟମ ପାଲଟିଛି ବିଜ୍ଞାପନ । ଯେଉଁଥିରେ ରାଷ୍ଟ୍ରବାଦ ଏବଂ ଭାବପ୍ରବଣତାକୁ ନେଇ…

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପାଲଟିଲେ ବିଲେଇ । ସୋସିଆଲ ମିଡିଆରେ ପାକ୍ ମନ୍ତ୍ରୀଙ୍କ ଭାଇରାଲ ଭିଡିଓକୁ ନେଇ…

ସୋସିଆଲ ମିଡିଆର ଶିକାର ହେଲେ ପାକିସ୍ତାନର ଜଣେ ମନ୍ତ୍ରୀ । ସୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲାଇଭ୍ କନଫରେନ୍ସ କରୁଥିବା ସମୟରେ ପାଲଟିଲେ ବିଲେଇ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋବା ପରେ ଚର୍ଚ୍ଚା ଜୋରଧରିଛି ।   ସୂଚନା ଅନୁଯାୟୀ, ଫେସବୁକରେ ଲାଇଭ୍ କନଫରେନ୍ସ ସମୟରେ…

ଜୁଲାଇ ୫ରେ ରାଜ୍ୟସଭା ଉପ-ନିର୍ବାଚନ । ଓଡିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ, ୨୫ରେ ନାମାଙ୍କନ ଦାଖଲର ଶେଷ ତାରିଖ । 

କନକ ବ୍ୟୁରୋ : ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି । ୨୦୧୯ ନିର୍ବାଚନ ପରେ ଖାଲି ପଡିଥିବା ଆସନରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା, ଗୁଜୁରାଟ ଓ ବିହାରରେ ଖାଲି ପଡିଥିବା ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି…