Daily Archives

June 15, 2019

ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ! ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଦିଲ୍ଲୀରେ ଟ୍ରାକରୁ ଖସିଲା…

ଶନିବାର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ନୂଆଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯାଉଥିଲା । ତେବେ…

ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ମ୍ୟାଚର ମଜାନେଲେ, ଦଳକୁ ପୁରଷ୍କୃତ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକସରେ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଛନ୍ତି।…

ଆନ୍ଦୋଳନ ପଛ, ଜୀବନ ଆଗ । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ଆନ୍ଦୋଳନରୁ ଉଠିଆସି ମହିଳାଙ୍କ ଜୀବନ ବଞ୍ଚାଇଲେ…

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଏବେ ପୂରା ଦେଶକୁ ବ୍ୟାପିଛି । କନିଷ୍ଠ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଥମିବାର ନାଁ ନେଉନାହିଁ । ଆଉ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ରଜ ପାଳିଲେ ରାଜନେତା! ଦୋଳି ଖେଳିଲେ ମନ୍ତ୍ରୀ ଓ ବିଧାୟକ, ନିଆଳିରେ ରଜ ଉତ୍ସବରେ ରଜ ଗୀତ ଗାଇଲେ ଜଗତସିଂହପୁର ସାଂସଦ

କନକ ବ୍ୟୁରୋ : ରାଜନୀତିର ରଜ । ଓଡ଼ିଶାର ଗଣପର୍ବ ‘ରଜ’ ଅବସରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଜଗତସିଂହପୁର ସାଂସଦ ମଞ୍ଚ ଉପରେ ‘ରଜ’ଗୀତ ବୋଳି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ବିଜେଡି ବିଧାୟକ ଅମର ଶତପଥୀଙ୍କୁ ଦୋଳିଝୁଳୁଥିବାର ଚିତ୍ର…

ରାଜ୍ୟସଭା ରେସ, ପୁରୁଣା ପ୍ରତିଶୃତି କଥା ମନେପକାଇଲେ ପାଟ୍ଟଶାଣୀ । କହିଲେ, ସୁପ୍ରିମୋ ଯାହା କୁହନ୍ତି, ତାହା କରନ୍ତି ।

କନକ ବ୍ୟୁରୋ : କଥା ରଖିବେ ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି, ଏଭଳି କହି ରାଜ୍ୟସଭା ରେସରେ ନିଜକୁ ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ…