Daily Archives

June 14, 2019

ବଡ଼ ମେଡିକାଲର ବଡ଼ ସତ: ଇଟା ପଥର ତଳେ ରୋଗୀଙ୍କ ଜୀବନ !

କନକ ବ୍ୟୁରୋ: ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । କଟକ ମେଡିକାଲରେ କେମିତି ଅଛନ୍ତି ରୋଗୀ ଆଉ କେମିତି ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ? ଏକଥା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଆଜ୍ଞା ହଁ କଟକରେ କାନ୍ଦୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ରୋଗୀଙ୍କୁ ଡାକ୍ତର ଦେଖାଇବାକୁ…

ଝାଡ଼ଖଣ୍ଡରରେ ମାଓବାଦୀଙ୍କ ତାଣ୍ଡବ! ବାଇକରେ ଆସି ଆଖିବୁଜା ଗୁଳି ବର୍ଷା କଲେ, ୫ ଯବାନ ସହିଦ ।

କନକ ବ୍ୟୁରୋ: ପହିଲି ରଜରେ ଝାଡଖଣ୍ଡରୁ ଆସିଲା ଅଶୁଭ ଖବର । ଝାଡଖଣ୍ଡର ସଢ଼େଇକଳାରେ ମାଓବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ମାଓବାଦୀମାନେ ବାଇକରେ ଆସି ପୋଲିସ ଗାଡ଼ିକୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୨ ଏଏସଆଇ ଏବଂ ୩…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ । ପୁଅ ଆଗରେ, ଝିଅ ପଛରେ । ଅଲ୍ ଇଣ୍ଡିଆ ଟପ୍ପର ହେଲେ କାର୍ତିକେୟ ଗୁପ୍ତା ।

କନକ ବ୍ୟୁରୋ : ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ । ମହାରାଷ୍ଟ୍ରର କାର୍ତିକେୟ ଗୁପ୍ତା ଚନ୍ଦ୍ରେଶ ୩୭୨ ନମ୍ବରରୁ ୩୪୬ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି ବମ୍ବେ ଜୋନର ସବନମ୍ ସହାୟ, ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ଏସସି ବର୍ଗରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି…

ସାଙ୍ଗରେ ବସିଲେ ନବୀନ-ଧର୍ମେନ୍ଦ୍ର । ଓଡିଶାର ବିକାଶକୁ ନେଇ ପ୍ରସ୍ତୁତ କଲେ ରୋଡମ୍ୟାପ, ଫୋକସରେ ଯୁବଗୋଷ୍ଠୀଙ୍କୁ…

କନକ ବ୍ୟୁରୋ : ନିର୍ବାଚନୀ ଯୁଦ୍ଧ ପରେ ଏବେ ରାଜନେତାଙ୍କ ଅଦିନିଆ ଭେଟଘାଟକୁ ନେଇ ଚର୍ଚ୍ଚା । ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀତି ଆୟୋଗ ବୈଠକ ପୂର୍ବରୁ ନବୀନ-ଧର୍ମେନ୍ଦ୍ରଙ୍କ ଏହି ଭେଟଘାଟ ବେଶ ଗୁରୁତ୍ୱ ବହନ…

ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ଆଣିଲେ ଅନୁଭବଙ୍କ ନାଁରେ ଅଭିଯୋଗ । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା…

ରକ୍ତ ରଞ୍ଜିତ ହେଲା ପହିଲି ରଜ! ଆନନ୍ଦପୁରରୁ ଆସିଲା ଅଶୁଭ ଖବର, ଗୋଟିଏ ଘରୁ ୪ ମୃତ ଦେହ ଠାବ ।

କନକ ବ୍ୟୁରୋ: ରଜ ପର୍ବରେ ଆସିଲା ଅଶୁଭ ଖବର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉଲିବସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଉଲିବସା ଗାଁର ଦୁର୍ଗା ବିରୁଆଙ୍କ ଘରୁ ଠାବ ହୋଇଛି ୪ଜଣଙ୍କ ମୃତଦେହ । ଦୁର୍ଗା ବିରୁଆଙ୍କ ସମେତ ତାଙ୍କ ୩ ଝିଅଙ୍କ ମୃତଦେହ ଠାବ ହୋଇଛି । ମିଳିଥିବା ସୂଚନା ଅନୁସାରେ…