Daily Archives

June 14, 2019

କିଏ କହୁଛି ସତ? ଅନୁଭବ ନା ଅଭିଯୋଗକାରିଣୀ ମହିଳା, ଥାନାରେ ଦୁର୍ବ୍ୟବହାର ଅଭିଯୋଗ ପରେ ମୁହଁ ଖୋଲିଲେ କେନ୍ଦ୍ରାପଡ଼ା…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଯୁବତୀ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି । କହିଲେ, ସେ ଜନତାଙ୍କୁ କିଭଳି ବ୍ୟବହାର କରନ୍ତି ଓ ପରିବାରରୁ ତାଙ୍କୁ କିଭଳି ସଂସ୍କାର ମିଳିଛି ତାହା ପୂରା ଓଡିଶାବାସୀ ଜାଣିଛନ୍ତି । ରାଜନୀତିକୁ ଆସିବା ପରେ ତାଙ୍କ…

ଦିଲ୍ଲୀରେ କମିଲା ଦୂରତା ? ସାଢ଼େ ୪ କୋଟି ଓଡିଆଙ୍କ ସୁଖ ପାଇଁ ହେଲା ସାକ୍ଷାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…

କନକ ବ୍ୟୁରୋ: ନିର୍ବାଚନ ସରିବାକୁ ଆଉ ଫଳାଫଳ ବାହାରିବାକୁ ମାସଟିଏ ବି ହେଇନି ହେଲେ ସରି ଯାଇଛି ସବୁ ଶତ୍ରୁତା । ଯୁଦ୍ଧ ମାଟିରେ ହିଁ ମିଳେଇ ଯାଇଛି ରାଜନୀତିର ସବୁ ରାଗ । ବାକଯୁଦ୍ଧରେ ପଡି଼ଛି ଯବନିକା ଆଉ ଟାଣ ଖରାରେ ମିଳେଇ ଯାଇଛି ପରସ୍ପରକୁ କରାଯାଉଥିବା ଟାର୍ଗେଟ । ନିର୍ବାଚନ ପୂର୍ବରୁ…

ହୋମଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଲା ଇଂଲଣ୍ଡ । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ମୋର୍ଗାନ ବାହିନୀ…

ହୋମଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଲା ଇଂଲଣ୍ଡ । ଜୋଏ ରୁଟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶୁକ୍ରବାର ଇଂଲଣ୍ଡ ୮ ଓ୍ଵିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଆଇସିସିର ୧୯ତମ ମ୍ୟାଚରେ ଇଂଲଣ୍ଡ ୨୧୩ ରନ୍ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ…

ଟୋକିଓ ଅଲମ୍ପିକ୍ ଟିକେଟ୍ ପାଇଁ ଆଉ ଗୋଟିଏ ପାଦ । ଜାପାନକୁ ୭-୨ ଗୋଲରେ ମାତ୍ ଦେଇ ଏଫଆଇଏଚ୍ ଫାଇନାଲରେ ଭାରତ ।

କନକ ବ୍ୟୁରୋ: ଏଫଆଏଚ ପୁରୁଷ ସିରିଜ୍ ଫାଇନାଲ୍ ପ୍ରତିଯୋଗିତାର ଫାଇନାଲରେ ଭାରତ । କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ । ଆସନ୍ତାକାଲି ଦଳ ବିଶ୍ୱର ଶକ୍ତିଶାଳୀ ଦେଶ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ…

ପାକିସ୍ତାନୀ ଫ୍ୟାନଙ୍କୁ ମାହିଙ୍କ ମାଗଣା ଟିକେଟ । ୮ ବର୍ଷ ହେଲା ମହମ୍ମଦଙ୍କୁ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାର…

ବିଶ୍ୱକପ ଟାଇଟଲ ପାଇଁ ଇଂଲଣ୍ଡରେ ଚାଲିଛି ଜୋରଦାର ଲଢେଇ । ଟାଇଟଲ ରେସରେ ଭାରତ ଆଗରେ ଥିବା ବେଳେ ୨ଟି ବିଜୟ ପରେ ଖେଳାଳିଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଛି । କେବଳ ଖେଳରେ ନୁହେଁ ବରଂ ଖେଳୁଆଡ ମନୋଭାବ ପାଇଁ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ଭାରତୀୟ ଖେଳାଳି । ଅଧିନାୟକ ବିରାଟ କୋହଲି…