Daily Archives

June 12, 2019

ଫେଲ ମାରିଲା ପାକିସ୍ତାନ ! କମିନସଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ପାକ୍ ଟିମ୍, ୪୧ ରନରେ ବାଜି ମାରିଲା…

ଫେଲ ମାରିଲା ପାକିସ୍ତାନ । ଆଇସିସି ବିଶ୍ୱକପର ସପ୍ତଦଶ ମ୍ୟାଚରେ ବୁଧବାର ଡାଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ପେଟ କମିଂନସଙ୍କ ଘାତକ ବୋଲିଂ ଯୋଗୁଁ ପାକିସ୍ତାନକୁ ୪୧ ରନରେ ଅଷ୍ଟେଲିଆ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଦ୍ୱିତୀୟ ଇନିଂସରେ ୩୦୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା…

ଧୋନିଙ୍କ ଫ୍ୟାନଙ୍କ ପାଇଁ ଖୁସିଖବର । ଏହି ରେଷ୍ଟୁରାଣ୍ଟରେ ମାଗଣାରେ ମିଳୁଛି ପେଟପୂରା ଖାଦ୍ୟ ।

ଏବେ ଦେଶର ବିଶ୍ୱକପ ଫିଭର । ଦେଶର ଚାରିଆଡେ ଏବେ ବିଶ୍ୱକପର ଉତ୍ସବ ଚାଲିଛି । ଆଉ ଏସବୁ ଭିତରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଂଶସକଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଯଦି ଆପଣ ଧୋନିଙ୍କ ପ୍ରଂଶସକ ତେବେ ପଶ୍ଚିମବଙ୍ଗର ଶମ୍ଭୁ ରେଷ୍ଟୁରାଣ୍ଟରେ ବିନା ଟଙ୍କାରେ…

ଜହ୍ନର ଡ୍ରଇଂ ରୁମରେ ବସିବ ମଣିଷ: ଆଉ ଚିତ୍ର ହୋଇ ରହିବନି ଚନ୍ଦ୍ର, ଚନ୍ଦ୍ରାୟନ ସତ କରିବ ମଣିଷର ସ୍ୱପ୍ନ…

କନକ ବ୍ୟୁରୋ: ‘ଜହ୍ନ’ ! ଜୀବନ ସହ ଜଡି଼ତ ଏକ ଜଣାଶୁଣା ନାଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୀତଳତା ଦେଉଥିବା ଏକ ମିଠା ଛୁଆଁ । ଜହ୍ନ କେବେ କଅଁଳା ଶିଶୁର ମାମୁ ସାଜେ ତ ପୁଣି କେବେ କଲେଜ ପଢ଼ୁଆ ପ୍ରେମିକର ପ୍ରେମିକା ସାଜେ । ପିଲା ଅଝଟ ହେଲେ ନୀଳ ଆକାଶରେ ଉଇଁଥିବା ଜହ୍ନକୁ ଦେଖାଇ ମାଆ କହେ,…

ଟ୍ରିପଲ ତଲାକ ବିଲକୁ ମୋଦି ସରକାରଙ୍କ ଗ୍ରୀନ୍ ସିଗନାଲ । ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପିତ ହେବ ବିଲ୍ ।

କନକ ବ୍ୟୁରୋ: ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ । ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, ୨୦୧୯କୁ ଅନୁମୋଦନ…

କାଙ୍ଗାଳ ହୋଇଗଲାଣି ପାକିସ୍ତାନ ! ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଲେ ବଡ ବୟାନ, କହିଲେ ଦେଶ ଚଳାଇବା ପାଇଁ ନାହିଁ…

କନକ ବ୍ୟୁରୋ : କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ଋଣ ଭାରରେ ବୁଡି ରହିଛି ପାକିସ୍ତାନ । ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଏତେ ତଳକୁ ଖସିଯାଇଛି ଯେ ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର । ଆଉ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ବଡ ବୟାନ…