Daily Archives

June 11, 2019

ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ବଢ଼ିବନି ବିଜୁଳି ଦର ।

କନକ ବ୍ୟୁରୋ: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ବଢ଼ବନି ବିଦ୍ୟୁତ୍ ଦର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛି ଓଇଆରସି । ତେବେ ଚଳିତ ବର୍ଷ ବିଦ୍ୟୁତ୍ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ଓଇଆରସି ତରଫରୁ…

ରାଜଧାନୀରେ ବେଧଡକ୍ ବୁଲୁଛନ୍ତି କାର ଲୁଟେରା । ଖଣ୍ଡଗିରିରେ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲୁଟିନେଲେ କାର,…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି କାର୍ ଲୁଟେରା । ରବିବାର ଖଣ୍ଡଗିରି ନିକଟ ଆପାର୍ଟମେଂଟ୍ ସାମ୍ନାରୁ ୬ ଜଣ ଲୁଟେରା ଏକ ଇନୋଭା କାର୍ ଲୁଟି ନେଇଛନ୍ତି । କାର୍ ଲୁଟିବା ସହ ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଲୁଟେରା । ସମାନ ଭାବେ ଶନିବାର, ସିଆରପି ଛକ ନିକଟରୁ ଜଣେ…

ଡ୍ରୋନ ଦେଖିଲା ଶ୍ରୀମନ୍ଦିର ସତ, ନୀଳଚକ୍ର ଅଛି ସମ୍ପୂର୍ଣ୍ଣ ସୁରକ୍ଷିତ

ନୀଳଚକ୍ରର କ୍ଷୟକ୍ଷତି ନେଇ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଫୋନି ବାତ୍ୟାରେ ନୀଳଚକ୍ରର କୌଣସି କ୍ଷତି ହୋଇନି । ଫୋନିର ପ୍ରଳୟଙ୍କରୀ ପବନରେ ନୀଳଚକ୍ର କ୍ଷତି ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ । ବାତ୍ୟାରେ ନୀଳଚକ୍ର ସମ୍ପୂର୍ଣ୍ଣ ଭାଗ…

କଟା ମୁଣ୍ଡର ଚାଂଚଲ୍ୟକର କାହାଣୀ ! ମଶାରୀ ଭିତରେ ଭାଇକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଥାନା ଆଗରେ ବୁଲିଲା…

କନକ ବ୍ୟୁରୋ : ଏହା ଏମିତି ଏକ ଖବର, ଯାହା ଆପଣଙ୍କୁ ବିଚଳିତ କରିଦେବ । ନୃଶଂସତାର ସୀମା ଟପିଛି ମଣିଷ । ରାତି ଅଧରେ ଭାଇକୁ ହାଣିଛି ଭାଇ । ଆଉ ରାତି ପାହିବା ପୂର୍ବରୁ କଟାମୁଣ୍ଡ ଧରି ଥାନାରେ ହାଜର ହୋଇଛି ଅଭିଯୁକ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ତିଲେଇମାଳ ଗାଁରେ…

୮ ଦିନ ପରେ ମିଳିଲା ନିଖୋଜ୍ ବିମାନ ଏଏନ୍-୩୨ର ଭଗ୍ନାଂଶ, ପାଇଲଟ୍ ନିଖୋଜ୍ । ବାୟୁସେନା ପକ୍ଷରୁ ନିଖୋଜ୍ ୧୩ ଜଣଙ୍କୁ…

କନକ ବ୍ୟୁରୋ : ଗତ ୩ ତାରିଖରେ ଅରୁଣାଂଚଳ ପ୍ରଦେଶ ଆକାଶରେ ନିଖୋଜ ହୋଇ ଯାଇଥିବା ବାୟୁ ସେନା ବିମାନର ଭଗ୍ନାବଶେଷ ମିଳିଛି । ହେଲେ ବିମାନରେ ଥିବା ଓଡିଆ ପାଇଲଟ ସୁନିତ୍ ମହାନ୍ତିଙ୍କ ସହ ୧୩ ଜଣଙ୍କ ବିଷୟରେ କୌଣସି ପତା ମିଳିପାରିନାହିଁ । ଅରୁଣାଂଚଳ ପ୍ରଦେଶର ଲିପୋ ନାମକ ଏକ ସ୍ଥାନରୁ ପ୍ରାୟ…

ବିଜେପି ସାଂସଦଙ୍କ ଦାଦାଗିରି । କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ମାରିଲେ ମାଡ

କନକ ବ୍ୟୁରୋ : ଜଣେ କାର୍ଯ୍ୟରତ ପୁଲିସ୍ କନେଷ୍ଟବଳଙ୍କୁ ମାରିବା ସହ ହତ୍ୟା ଧମକ ଦେଇଥିବା କାରଣରୁ ବିଜେପି ସାଂସଦ ରେଖା ବର୍ମାଙ୍କ ବିରୋଧରେ ମାମାଲା ରୁଜ୍ଜୁ ହୋଇଛି। କନେଷ୍ଟବଳ ଶ୍ୟାମ ସିଂହ ରେଖାଙ୍କ ବିରୋଧରେ ମହମ୍ମଦ ପୁଲିସ୍ ଷ୍ଟେସନରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି ରେଖା ବର୍ମା…