Daily Archives

June 11, 2019

ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ୱସ୍ତି ! ଶିଖର ଆହତ, କିନ୍ତୁ ଟିମରେ ରହିବେ । ମ୍ୟାଚ୍ ଖେଳିବା ନେଇ ୧ ସପ୍ତାହ ପରେ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ବଡ ଖବର । ବିଶ୍ୱକପରେ ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆ ଓପନର ଶିଖର ଧାୱନ୍ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ହାତରେ ଲାଗିଛି ଆଘାତ । କିନ୍ତୁ ବିସିସିଆଇ ସୂଚନା ଅନୁସାରେ ଆସନ୍ତା ସପ୍ତାହେ ଯାଏଁ ଧାୱନ ରହିବେ ଅବଜରଭେସନରେ । ଏହା…

ପଶ୍ଚିମବଙ୍ଗରେ ଅଣାୟତ ପରିସ୍ଥିତି । ୨୪ପ୍ରଗଣା କାକିନାରା ଅଂଚଳରେ ବୋମା ମାଡ । ୨ମୃତ, ୪ଆହତ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅଣାୟତ ପରିସ୍ଥିତି । ୨୪ପ୍ରଗଣା କାଙ୍କିନାରା ଅଂଚଳରେ ବୋମା ମାଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଆହତ ହୋଇଛନ୍ତି । ଆଜି ମଧ୍ୟ ବର୍ଦ୍ଦମାନ ଜିଲ୍ଲାରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ…

ପାଟକୁରା ପୋଖରୀରେ ପଦ୍ମ ଫୁଟାଇବାକୁ ପାଗଭିଡ଼ା। ବିଜେଡି ପରେ ବିଜେପି ରଚିଲା ନୀଳ ନକ୍ସା

ପାଟକୁରା ପାଇଁ ଆରମ୍ଭ ହେଲାଣି ପାଗଭିଡା । ପାଟକୁରା ପଡିଆରେ ଛକା ମାରିବାକୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବ୍ୟାଟ୍ସମ୍ୟାନ ରେଡ୍ଡି ଥିବାବେଳେ ଦୁର୍ବଳ ସ୍ଥାନରେ ଫିଲ୍ଡର ଜଗାଇବାରେ ବ୍ୟସ୍ତ ଉଭୟ ବିଜେପି ଓ ବିଜେଡି । ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ହାୱା ବହିଥିବା ବେଳେ…

ସିଝୁଛି ସାରା ଓଡ଼ିଶା । ୧୩ ସହରର ପାରଦ ଟପିଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।

କନକ ବ୍ୟୁରୋ: ଗତ ୯ ତାରିଖରୁ କେରଳକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସତ୍ୱେ ମଧ୍ୟ ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୩ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁରରେ ପାରଦ ୪୫.୦…

ମାଡିଆସୁଛି ବାତ୍ୟା ‘ବାୟୁ’ । ଜୁନ୧୩ ସୁଦ୍ଧା ସୌରାଷ୍ଟ୍ର ଉପକୂଳରେ ହେବ ମାଡ଼, ସ୍ଥଳଭାଗକୁ ଛୁଇଁଲା ବେଳେ ଘଂଟାପ୍ରତି…

କନକ ବ୍ୟୁରୋ : କିଛି ଦିନ ପୂର୍ବେ ସାମୁଦ୍ରିକ ଝଡ ଫୋନିର ତାଣ୍ଡବ ଦେଖିଥିଲା ଭାରତ । ଏବେ ପୁଣି ଏକ ସାମୁଦ୍ରିକ ବାତ୍ୟା ବାୟୁ ଭାରତର ପଶ୍ଚିମ ଉପକୂଳ ଅଂଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି । ଗୁଜୁରାଟ ମୁହାଁ ହୋଇଥିବା ଏହି ସାମୁଦ୍ରିକ ଝଡ ବାୟୁକୁ ନେଇ ଅଲର୍ଟ ଜାରି କରାଯାଇଛି । ଜୁନ ୧୨ ରୁ ୧୩…