Daily Archives

June 10, 2019

ବିଏମସି ନାଁରେ ବଡ ଲୁଟ୍ । ପାର୍କିଂ ନାଁରେ ଭୁବନେଶ୍ୱରବାସୀଙ୍କୁ ଲୁଟୁଛନ୍ତି ମିଛ ପାର୍କିଂ ମାଲିକ, ପ୍ରତିବାଦ କଲେ…

କନକ ବ୍ୟୁରୋ : ସ୍ମାର୍ଟସିଟିରେ ସାଂଘାତିକ ସ୍କାମ । ସବୁଦିନ,ସବୁବେଳେ ଓ ସବୁ ସମୟରେ ଏହି ସ୍କାମର ଶିକାର ହେଉଛନ୍ତି ସ୍ମାର୍ଟସିଟିବାସୀ । ନିର୍ମୁଳି ଲତା ଭଳି ପୂରା ରାଜଧାନୀରେ ଲଟେଇ ଯାଇଛନ୍ତି ଏହି ସ୍କାମର ଗ୍ୟାଙ୍ଗ୍ । ସହରର ଯେତିକି ବଢୁଛି, ଏହି ଗ୍ୟାଙ୍ଗର ପ୍ରାର୍ଦୁଭାବ ମଧ୍ୟ ସେତିକି…

ଡାକ୍ତରଖାନା ପାଇଖାନାରୁ ମିଳିଲା ନବଜାତ ଶିଶୁ ପୁତ୍ରର ମୃତଦେହ । କିଏ ଏବଂ କାହିଁକି ଭିଆଇଲା ଏଭଳି କାଣ୍ଡ, ଚାଲିଛି…

କନକ ବ୍ୟୁରୋ : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ପାଇଖାନାରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ବେଳେ ନବଜାତକ ଶିଶୁପୁତ୍ର କାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।…

ପ୍ରଥମ ଥର ପାଇଁ ଦିନରେ ହେବ ନୀଳାଦ୍ରି ବିଜେ । ସଅଳ ମନ୍ଦିର ଫେରିବେ ମହାପ୍ରଭୁ, ଚନ୍ଦ୍ରଗ୍ରହଣ ପାଇଁ ବଦଳିବ…

କନକ ବ୍ୟୁରୋ : ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ତେବେ ଏଥର ମହାପ୍ରଭୁ ଶୀଘ୍ର ମନ୍ଦିର ଫେରିବେ । କାରଣ, ତା’ପରଦିନ ଚନ୍ଦ୍ରଗ୍ରହଣ ପଡୁଛି । ଗ୍ରହଣ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ରାତି ୧୧ଟା…

ମନ୍ତ୍ରପାଠରେ ପ୍ରକମ୍ପିତ ହେଲା ମନ୍ତ୍ରୀଙ୍କ ଚ୍ୟାମ୍ବର । ସଚିବାଳୟରେ ଗ୍ରହଶାନ୍ତି ଓ ବାସ୍ତୁ ପୂଜା କରାଇଲେ ନୂଆ…

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଗ୍ରହପୂଜା । ନୂଆ ମନ୍ତ୍ରୀ ପଦ ପାଇବା ପରେ ସଚିବାଳୟରେ ମିଳିଥିବା ଚାମ୍ବରରେ ଆଜି ପୂଜା କରିଛନ୍ତି ମନ୍ତ୍ରୀ । ଗ୍ରହଶାନ୍ତି ପାଇଁ ହୋମ ଯଜ୍ଞ ସହ ମନ୍ତ୍ରପାଠ କରାଯାଇଛି । ସଚିବାଳୟର ଦ୍ୱିତୀୟ ମହଲାରେ ମିଳିଥିବା ପ୍ରକୋଷ୍ଠକୁ ଯିବା ପୂର୍ବରୁ ପତ୍ନୀଙ୍କ ସହ…

କଥା ରଖିଲେ ନବୀନ । କାର୍ଯ୍ୟକାରୀ ହେଲା ବିଜେପୁର ପ୍ୟାକେଜ୍ । ବରଗଡରେ ଗଠିତ ହେଲା ୩ଟି ନୂଆ ଆରଆଇ ସର୍କଲ ।

କନକ ବ୍ୟୁରୋ : ବରଗଡରେ ୩ଟି ନୂଆ ଆରଆଇ ସର୍କଲ ଗଠିତ ହୋଇଛି । ଡାଲପାଲି, ଗୁବେରପାଲି ଓ ଡାଙ୍ଗବାହାଲରେ ଆରଆଇ ସର୍କଲ ଗଠିତ ହୋଇଛି । ୩ଟି ସର୍କଲର ମୁଖ୍ୟାଳୟ ଉକ୍ତ ସ୍ଥାନରେ ରହିବ । ତେବେ ଗାଇସିଲଟ ଆରଆଇ ସର୍କଲ ପୁର୍ନଗଠିତ ହେବ ବୋଲି ଜଣାପଡିଛି । ଗାଇସିଲଟରେ ରହିବ ଆଇଆଇ ମୁଖ୍ୟାଳୟ ।…