Daily Archives

June 9, 2019

ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଉ ଜଣେ ଯବାନ୍ । ପରିବାର କଳହରୁ ଆତ୍ମହତ୍ୟା ସନ୍ଦେହ, ତଦନ୍ତ କରୁଛି ପୋଲିସ

ଯୁଯୁମୁରାରେ ଜଣେ ସିଆରପିଏଫ୍ ଯବାନ୍ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା ଘଟଣାକୁ ୫ ଦିନ ନହେଉଣୁ ରବିବାର ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଛାତ ଉପରେ ପୁଣି ଜଣେ କାର୍ଯ୍ୟରତ ଯବାନ୍ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଶରଧାପାଲି…

୧୫ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ଭାରତ । ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ ରନରେ ମାତ୍ ଦେଇ ବିଜୟଧାରା ଜାରି…

କନକ ବ୍ୟୁରୋ : ଆଇସିସି ୨୦୧୯ କ୍ରିକେଟ୍ ବିଶ୍ୱକପରେ ବିଜୟ ଧାରା ଜାରି ରଖିଛି ବିରାଟ ବାହିନୀ । ୨୦୧୫ ବିଶ୍ୱକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ରବିବାର ଲଂଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି…

ବିଜୟ ଅଭିମୁଖେ ଆଗକୁ ବଢୁଛି ବିରାଟ ବାହିନୀ । ଷଷ୍ଠ ୱିକେଟ ହରାଇଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆକୁ ବଡ ଝଟକା । ଷଷ୍ଠ ୱିକେଟ୍ ହରାଇଲା କଙ୍ଗାରୁ ଦଳ । ୨୦୧୯ ବିଶ୍ୱକପରେ ନିଜ ଦ୍ୱିତୀୟ ମ୍ୟାଚରେ ବିଜୟ ଆଡକୁ ଅଗ୍ରସର ହେଉଛି ବିରାଟ ବାହିନୀ । ବ୍ୟାଟିଂ ପରେ ବର୍ତ୍ତମାନ ସମୟରେ ବୋଲିଂରେ ଦମ୍ ଦେଖାଉଛି ଭାରତୀୟ ଦଳ । ରିପୋର୍ଟ ଲେଖା ସୁଦ୍ଧା ଅଷ୍ଟ୍ରେଲିଆ ୪୩ ଓଭର…

ଉଦାହରଣ ପାଲଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଚିକିତ୍ସା ପାଇଁ ସାହାଯ୍ୟ ମାଗୁଥିଲେ କର୍କଟ ରୋଗୀ, ପୀଡ଼ିତଙ୍କୁ ଦେଖି ୨୦…

କନକ ବ୍ୟୁରୋ: ନିଜର ପ୍ରଥମ ସରକାରରେ ହୃଦୟ ଜିଣିଲେ ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ବିମାନବନ୍ଦରରେ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଜଣେ କର୍କଟ ପୀଡ଼ିତଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ଦେଇ ନବ ନିର୍ବାଚିତ ସରକାର ଆନ୍ଧ୍ରବାସୀଙ୍କ ସହ ରହିଛନ୍ତି ବୋଲି ପ୍ରମାଣିତ କରିଛନ୍ତି…

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ୍ ସିଂହ ଯାଦବ ଅସୁସ୍ଥ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋହିୟା ଇନଷ୍ଟିଚ୍ୟୁଟରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା…

ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି । ଚୂଡାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ ।

କନକ ବ୍ୟୁରୋ : ଚୂଡାନ୍ତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ନୀତି ନିର୍ଘଣ୍ଟ । ରବିବାର ସନ୍ଧ୍ୟାରେ ହୋଇଥିବା ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା…