Daily Archives

June 8, 2019

ସମ୍ବର୍ଦ୍ଧନା ସଭାକୁ ଆସିଲେନି ଅପରାଜିତା । ଭୁବନେଶ୍ୱରରେ ସଭା ହେଉଥିଲେ ମଧ୍ୟ ଅନୁପସ୍ଥିତ ରହିଲେ ଭୁବନେଶ୍ୱର ସାଂସଦ,…

କନକ ବ୍ୟୁରୋ: ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ପୂରା ବିଜେପିର ରାଜ୍ୟ ୟୁନିଟ ଏକାଠି ହୋଇଥିଲା । ପ୍ରଦର୍ଶନୀ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ ସହ ଭବ୍ୟ ସ୍ୱାଗତ କରାଯାଇଥିଲା ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର । ଦାୟିତ୍ୱ ଗ୍ରହଣ ପରେ ପ୍ରଥମ…

ପରାଜୟର କାରଣ ଖୋଜିବ କଂଗ୍ରେସ ! ୬ଟି କମିଟି ବୁଲିବେ ୩୦ ଜିଲ୍ଲା, କର୍ମୀ ଓ ନେତା କହିବେ କାହିଁକି ହାରିଲା ଦଳ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସ ଦଳର ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ବିପର୍ଯ୍ୟୟର କାରଣ ଖୋଜିବାକୁ ଗଠିତ ତଥ୍ୟ ଅନୁସନ୍ଧାନ କମିଟିର ପ୍ରଥମ ବୈଠକ ଆଜି ଶେଷ ହୋଇଛି । ଆଉ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ…

ମୋରମ ଖାଦନରେ ଅଘଟଣ । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ

କନକ ବ୍ୟୁରୋ : କେନ୍ଦୁଝରରେ ଅଘଟଣ । ମାଟି ଖାଦାନରେ ଅଘଟଣ ହୋଇ ଘଟଣା ସ୍ଥଳରେ ହିଁ ଚାଲିଯାଇଛି ୩ ଜଣ ଶ୍ରମିକଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ତୁଳସୀ ଚଉରା ଗାଁରେ ଏହି ଅଘଟଣ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି…

ଜସନ୍ ରୟଙ୍କ ରୋମାଞ୍ଚକର ଶତକ । ଛକା, ଚୌକାର ବର୍ଷା କଲା ଇଂଲଣ୍ଡ, ବାଂଲାଦେଶ ଆଗରେ ୩୮୭ ରନର ବିଜୟଲକ୍ଷ୍ୟ ।

କନକ ବ୍ୟୁରୋ : ସୋଫିଆ, ଗାର୍ଡେନ୍ସ, କାର୍ଡିଫରେ ଛକା ଚୌକାର ବର୍ଷା କଲା ଇଂଲଣ୍ଡ । ଆଇସିସି ବିଶ୍ୱକପ ୨୦୧୯ର ଦ୍ୱାଦଶ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ବାଂଲାଦେଶ । ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମରୁ ହିଁ ଦମଦାର…

ପଶ୍ଚିମବଙ୍ଗରେ ପୁଣି ହିଂସା ! ବିଜେପି ଅଧ୍ୟକ୍ଷଙ୍କ ରାଲିକୁ ଅଟକାଇଲା ପୋଲିସ, କର୍ମୀଙ୍କ ସହ ପୋଲିସର ହେଲା ଧସ୍ତାଧସ୍ତି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଥମିବାରେ ନା ନେଉନାହିଁ କନ୍ଦଳ । ବାରମ୍ବାର ଟିଏମସି ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହୁଛି । ତେବେ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଅଞ୍ଚଳରେ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିଜେପିର…

ତାମିଲନାଡୁରେ ହିନ୍ଦୀ ଭାଷାକୁ ଜୋରଦାର ବିରୋଧ! ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷା ଲେଖାଥିବା ବୋର୍ଡରେ କଳା ରଙ୍ଗ…

ତାମିଲନାଡୁରେ ହିନ୍ଦୀ ଭାଷାକୁ ବିରୋଧ ଜାରି ରହିଛି । ତାମିଲନାଡୁର ତ୍ରିଚି ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତି ସରକାରୀ ବାସଭବନ, ପୋଷ୍ଟ ଅଫିସ, ବିଏସଏନଏଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷାରେ ଲଗାଯାଇଥିବା ବୋର୍ଡରେ କଳା ରଙ୍ଗ ବୋଳି ଦେଇଛନ୍ତି । ବୋର୍ଡରେ ହିନ୍ଦୀ,ଇଂରାଜୀ…