Daily Archives

June 8, 2019

ନିଖୋଜ ଓଡିଆ ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରମିଳା । ତଲାସି ଅଭିଯାନକୁ…

କନକ ବ୍ୟୁରୋ : ନିଜ ଅଞ୍ଚଳର ପୁଅକୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ ଆସ୍କା ସାଂସଦ ପ୍ରମିଳା ବିଶୋଇ । ନିର୍ବାଚନ ପ୍ରଚାର ସମୟରେ ସୁଖ ଦୁଃଖରେ ସାଥୀ ହେବାକୁ କଥା ଦେଇଥିବା ପ୍ରମିଳା ଏବେ ନିଜ ମାଟିର ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ…

ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ କଡା କାର୍ଯ୍ୟନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ, ୩ଟି କଲେଜକୁ କାରଣ…

କନକ ବ୍ୟୁରୋ : +୨ ବିଜ୍ଞାନ ପରୀକ୍ଷା ଫଳାଫଳ ପରେ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ ପାଇଁ ରାଜ୍ୟ ସରକାର…

ଟଙ୍କାର ଗଦିରେ ଶୋଉଥିଲେ ସରକାରୀ ବାବୁ । ଯାଞ୍ଚ ବେଳେ ଟଙ୍କାର ଗଦି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡିଲା, ଟଙ୍କା…

ଟଙ୍କାର ଗଦି ଉପରେ ଶୋଉଥିଲେ ସରକାରୀ ବାବୁ । ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଏହି ଖବର ସାମ୍ନାକୁ ଆସିଛି । ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏତେ ଟଙ୍କା ମିଳିଛି ଯେ ତାହାକୁ ରଖିବା ପାଇଁ ମଧ୍ୟ ଜାଗା ନାହିଁ । ଶନିବାର ଓ…

ଚାରିଆଡେ ତତଲା ବାଲି, ଉପରୁ ନିଆଁ ବର୍ଷିଲା ପରି ଖରା । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ବି କର୍ତ୍ତବ୍ୟ…

କନକ ବ୍ୟୁରୋ : ଗୋଟିଏ ପଟେ ମୁଣ୍ଡ ଫଟା ଖରା । ଅନ୍ୟ ପଟେ ଦେଶର ସୀମା ସୁରକ୍ଷାର ଗୁରୁଦାୟିତ୍ୱ । ପ୍ରାୟ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାକୁ ବି ଖାତିର ନାହିଁ । ଦେଶର ସୁରକ୍ଷାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଯବାନମାନେ ହେଉଛନ୍ତି ବିଏସଏଫର । ପ୍ରଚଣ୍ଡ ଖରାରେ ଅନ୍ତର୍ଜାତୀୟ ସୀମାରେଖା…

ମାଳଦ୍ୱୀପ ସଂସଦରୁ ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦି । କହିଲେ, ଦେଶ-ସମର୍ଥିତ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦ୍ୱୀପର ସଂସଦରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଆତଙ୍କବାଦର ମୂଳୋତପାଟନ ପାଇଁ ସମଗ୍ର ବିଶ୍ୱରେ ସହମତି ସୃଷ୍ଟି ହେବା ଆବଶ୍ୟକ । ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ବିଶ୍ୱରେ ଦେଶ-ସମର୍ଥିତ…

ଡାକ୍ତର ହେବି, ବାପାଙ୍କର ଚିକିତ୍ସା କରିବି । ଗରିବ ଝିଅ ଶୁଭଶ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ନବୀନ ଦେଲେ ପ୍ରତିଶୃତି ।

କନକ ବ୍ୟୁରୋ: ଭୁବନେଶ୍ୱର ଶାନ୍ତିପଲ୍ଲୀରୁ ସଫଳତାର ଶୀର୍ଷରେ ପହଂଚିଥିବା ଶୁଭଶ୍ରୀଙ୍କ ପାଇଁ ବଢୁଛି ସହାୟତାର ହାତ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ଟପ୍ପର ହୋଇଥିବା ଶୁଭଶ୍ରୀଙ୍କ କାହାଣୀ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ । ସବୁ ବାଧାବିଘ୍ନକୁ ପଛରେ ପକାଇ ଗୋଟିଏ ପରେ…