Daily Archives

June 7, 2019

ଦିଲ୍ଲୀରେ ରୁହନ୍ତି, ମଝିରେ ମଝିରେ ଗାଁକୁ ଆସନ୍ତି । ନିଖୋଜ ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା…

କନକ ବ୍ୟୁରୋ : ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ଥିବା ବେଳେ ଏଥିରେ ଥିବା ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ପତ୍ତା ମିଳୁନାହିଁ । ବିମାନ ନିଖୋଜ ହେବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ତେବେ ଏଥିରେ ଓଡିଆ ପୁଅ ସୁନିତ ମହାନ୍ତିଙ୍କ ନିଖୋଜ ଖବର…

ରାଗିଗଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା । କୋର୍ଟ ରୁମରୁ ବିଚାରପତି ବାହାରିଯିବା କ୍ଷଣି ଜୋରରେ ଚିଲ୍ଲାଇଲେ, କହିଲେ…

ମାଲେଗାଓଁ ବୋମା ବିସ୍ପୋରଣ ମାମଲାରେ ଆଜି ମୁମ୍ବାଇର ଏନଆଇଏ କୋର୍ଟରେ ହାଜିର ହୋଇଥିଲେ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞା ସିଂ ଠାକୁର । ତେବେ କୋର୍ଟ ରୁମରୁ ବିଚାରପତି ଯିବା କ୍ଷଣି ଜୋରରେ ପାଟି କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ୱାଧୀ ପ୍ରଜ୍ଞା । କୋର୍ଟ ରୁମରେ ତାଙ୍କୁ ଯେଉଁ ଚେୟାର…

ନିୟମ ଉଲ୍ଲଂଘନ କରିଛନ୍ତି ଧୋନି । ବଳିଦାନ ଲୋଗୋ ଥିବା ଗ୍ଲୋଭସ ପ୍ରସଙ୍ଗରେ ବିସିସିଆଇକୁ ଜବାବ ଦେଲା ଆଇସିସି

ଧୋନିଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପ୍ରସଙ୍ଗରେ ବଡ ବୟାନ ଦେଇଛି ଆଇସିସି । ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏହି ଗ୍ଲୋଭସ ପିନ୍ଧି ଧୋନି ପ୍ରଂଶସା ସାଉଁଟିଥିବା ବେଳେ ଏବେ ଆଇସିସି ଏହି ଗ୍ଲୋଭସକୁ ନେଇ ମୁହଁ ଖୋଲିଛି । ବିସିସିଆଇକୁ ଜବାବ ଦେବା ଆଇସିସି କହିଛି, ଏହି ଗ୍ଲୋଭସ…

ଆସନ୍ତା ୯ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ୧୫ରେ ନୀତି ଆୟୋଗ ବୈଠକରେ…

କନକ ବ୍ୟୁରୋ: ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୯ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି,  କାରଣ ଦିଲ୍ଲୀ ଗସ୍ତରେ ଯିବା ସହ ନବୀନ…

ସେନାର ସମ୍ମାନ ‘ବଳିଦାନ ବ୍ୟାଜ୍’ । ଯାହାକୁ ପାଇବା ପାଇଁ ପାରା କମାଣ୍ଡୋଙ୍କୁ କାଚ ଖାଇବାକୁ ପଡିଥାଏ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଧୋନୀ ପିନ୍ଧିଥିବା ଗ୍ଲୋଭସକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଧୋନିଙ୍କ ଗ୍ଲୋଭସରେ ଥିବା ପାରା କମାଣ୍ଡୋ ଲୋଗୋକୁ ନେଇ ଏବେ ସୋସିଆଲ ମିଡିଆ ୱାର ଆରମ୍ଭ ହୋଇଛି । ଗୋଟିଏ ପଟେ ଆଇସିସି ଏହି ବଳିଦାନ ଲୋଗୋକୁ ହଟାଇବାକୁ ବିସିସିଆଇକୁ…