Daily Archives

June 6, 2019

ସ୍ମାର୍ଟସିଟିବାସୀଙ୍କ ମନ ଜିଣିଲା ଆମ୍ବ ମେଳା । ୫ ଦିନରେ ବିକ୍ରି ହେଲା ୩୬ ମେଟ୍ରିକ୍ ଟନ୍ ଆମ୍ବ, ପ୍ରତି ଜିଲ୍ଲାରେ…

କନକ ବ୍ୟୁରୋ : ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆମ୍ବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଉଦଯାପିତ ହୋଇଛି । ଏହି ମେଳାକୁ ସଫଳ କରିଥିବାରୁ ଆମ୍ବ ଚାଷୀ ତଥା ଆମ୍ବ ଉତ୍ପାଦକ ଗୋଷ୍ଠୀଙ୍କୁ ଧନ୍ୟବାଦ…

ପଶ୍ଚିମରେ ତାତି, ଉପକୂଳରେ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ମିଳୁଛି ତ୍ରାହି ।

କନକ ବ୍ୟୁରୋ: ଧିରେ ଧିରେ ରାଜ୍ୟରେ କମୁଛି ତାତି । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ହେଉଥିବା ବର୍ଷା କାରଣରୁ ପ୍ରାୟ ସବୁ ଅଂଚଳରୁ ତାତିରୁ ସାମାନ୍ୟ ତ୍ରାହି ମିଳିଛି । କାରଣ ଗତ ମାସ ଠାରୁ ବାତ୍ୟା ପରେ ପରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏପରିକି ବିଗତ କିଛି ସପ୍ତାହ…

କେତେ କ୍ଷତି କଲା ଫୋନି? ଆସିଲା ଚୂଡାନ୍ତ ରିପୋର୍ଟ, ମୋଟ ୯୩୩୬ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ବାତ୍ୟା ଫୋନି ଜନିତ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହି ରିପୋର୍ଟରେ ମୋଟ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ଏଥିରେ ସାଧାରଣ ସଂପତିର କ୍ଷତି ପ୍ରାୟ ୬ ହଜାର ୬୪୩ କୋଟି ୬୩ ଲକ୍ଷ…

ଜେଇଙ୍କୁ ଉଠବସ୍ କରାଇବା ଘଟଣା । ପାଟଣାଗଡ଼ ବିଧାୟକ ସରୋଜଙ୍କ ପାଇଁ ବଢ଼ିଲା ଅଡୁଆ, ଥାନାରେ ଏତଲା ଦେଲେ ପତ୍ନୀ ।

କନକ ବ୍ୟୁରୋ: ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କ ପାଇଁ ବଢ଼ିଲା ଅଡୁଆ । ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇବା ନେଇ ନାଁରେ ଥାନାରେ ଏତଲା ସହକାରୀ ଯନ୍ତ୍ରୀଙ୍କ ଧର୍ମ ପତ୍ନୀ । କନିଷ୍ଠ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ବିଧାୟକଙ୍କ…

ବିଜେଡି ରାସ୍ତାରେ ଶିବସେନା କଣ୍ଟା, ଉପ-ବାଚସ୍ପତି ପଦ ପାଇଁ ଓଗାଳିଲା ବାଟ?

କନକ ବ୍ୟୁରୋ:ବିଜେଡି ରାସ୍ତାରେ କେଁ ପୁରାଇଲା ଶିବସେନା । ଲୋକସଭାର ଉପ-ବାଚସ୍ପତି ପଦ ପାଇଁ ବିଜେଡି ସାଂସଦଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାକୁ ବିରୋଧ କରିଛି ଶିବସେନା । ଉପ-ବାଚସ୍ପତି ପଦ ପାଇଁ ଶିବସେନା ପ୍ରଥମ ହକଦାର ବୋଲି ଯୁକ୍ତି କରିଛନ୍ତି ଶିବସେନା ସଂସଦୀୟ ଦଳ ନେତା ସଂଜୟ…

ଜଗନ ମୋହନ ରେଡ୍ଡିଙ୍କୁ ବଡ ବିଜୟ ଦେବା ପରେ ଏବେ ମମତାଙ୍କ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର!…

ମମତାଙ୍କୁ ପାଇଁ କାମ କରିବେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର । ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମମତାଙ୍କ ବିଜୟ ପାଇଁ ଷ୍ଟ୍ରାଟେଜି କରିବେ ପ୍ରଶାନ୍ତ କିଶୋର । ଗୁରୁବାର ମମତା ଓ ପ୍ରଶାନ୍ତଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା ପରେ ଏଭଳି…